Mahanadi Bridge ଉପରେ କାର ଓ ବାଇକ ମଧ୍ୟରେ ଭ-ୟ-ଙ୍କ-ର ଆ-କ୍ସି-ଡେ-ଣ୍ଟ, ବାଇକ ଆରୋହୀ ଙ୍କ ମୃ-ତ୍ୟୁ, କିନ୍ତୁ କୁଆଡେ ଗାୟବ ହେଇଗଲେ ମହିଳା ? ଦେଖନ୍ତୁ Video

ବନ୍ଧୁଗଣ, ମହାନଦୀ ପୋଲ ଉପରର ଦୁ-ର୍ଘ-ଟ-ଣା ରେ ନି-ଖୋ-ଜ ମହିଳାଙ୍କ ସ-ନ୍ଧା-ନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ସକାଳୁ ନି-ଖୋ-ଜ ହୋଇଥିବା ମହିଳା ଙ୍କୁ ଠା-ବ କରିବା ଲାଗି ଅ-ଗ୍ନି-ସ-ମ ବା-ହି-ନୀ ଏବଂ ଓଡ୍ରାଫ ଟିମ ସର୍ଚ୍ଚ ଅ-ପ-ରେ-ସ-ନ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ଗତକାଲି ରାତିରେ ମହାନଦୀ ପୋଲ ଉପରୁ ଏକ କାର ଧ-କ୍କା ଦେବାରୁ ଘ-ଟ-ଣା ସ୍ଥଳରେ ବାଇକ ଆରୋହି ଙ୍କ ସେହିଠାରେ ହିଁ ମୃ-ତ୍ୟୁ ହୋଇଥିଲା ।

ସେହି ବାଇକ ର ପଛ ସି-ଟ ରେ ବସିଥିବା ମହିଳା ଜଣକ ନି-ଖୋ-ଜ ହୋଇଥିଲେ । ଅନୁମାନ କରା ଯାଉଅଛି ଯେ ଦୁ-ର୍ଘ-ଟ-ଣା ଯୋ-ଗୁଁ ମହାନଦୀ ପୋଲ ଉପରୁ ପାଣି ଭିତରକୁ ମହିଳା ଜଣକ ଛି-ଟି-କି ପ-ଡି-ଯା-ଇ-ଥି-ବେ । ଖ-ବ-ର ଅନୁଯାୟୀ ବର୍ତ୍ତମାନ ନି-ଖୋ-ଜ ଥିବା ମହିଳା ଜଣକ ଅନୁଗୁଳ ଆଠମଲ୍ଲୀ ବ୍ଲକ କମ୍ପଳା ଅଞ୍ଚଳର ପ୍ରତିମା ସାହୁ ଅଟନ୍ତି । ପ୍ରତିମା ନିଜ ସ୍ଵାମୀ ବୈଦ୍ୟନାଥ ଏବଂ ତାଙ୍କ ଡ୍ରା-ଇ-ଭ-ର ଟୁନା ବା-ରି-କ ଙ୍କ ସହିତ ପାରିବାରିକ କାମ ରେ ଯୋଗ ଦେବାକୁ କମ୍ପଳା ଯାଇଥିଲେ ।

ସ୍ଵାମୀ ଙ୍କର କାମ ଥିବାରୁ ସ୍ଵାମୀ ଜଣକ ଗାଁ ରେ ରହିଥିଲେ । ତେବେ ମହିଳା ଏବଂ ଡ୍ରା-ଇ-ଭ-ର ଜଣକ ବାଇକ ରେ ଫେରୁଥିଲେ । ଏହା ପରେ ମହାନଦୀ ପୋଲ ଉପରେ ଅଚାନକ ତାଙ୍କୁ ଗୋଟିଏ କାର ଧ-କ୍କା ଦେଇଥିଲା ଏବଂ ସେହିଠାରେ ହିଁ ଡ୍ରାଇଭର ଟୁନା ବାରିକ ଙ୍କ ମୃ-ତ୍ୟୁ ହୋଇଥିଲା । ଏହି ଭଳି ପ୍ରାଏ ଅନେକ ଘ-ଟ-ଣା ମାନ ଘ-ଟି-ବା-ରେ ଲାଗିଛି ।

ଟିକିଏ ସା-ବ-ଧା-ନ-ତା ନ ବର୍ତ୍ତିଲେ ଚାହୁଁ ଚାହୁଁ ମନୁଷ୍ୟ ର ଜୀ-ବ-ନ ଚା-ଲି-ଯା-ଉ-ଅ-ଛି । ଏଣୁ ଆଜିଭଳି ଦିନରେ ସାବଧାନତା ସହିତ ଜୀବନ ଯାପନ କରନ୍ତୁ । ନଚେତ ଏହାର ପ-ରି-ଣା-ମ ଆପଣ ଦେଖୁଛନ୍ତି କଣ ଘ-ଟି ଯାଉଅଛି । ମହାନଦୀ ବ୍ୟାରେଜ ରେ ଯେଉଁ ଘ-ଟ-ଣା ଟି ଘ-ଟି-ଗ-ଲା ଏଥିରେ କାହାର ଭୂ-ଲ ହୋଇପାରେ ତାହା ଏ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇ ପାରୁ ନାହିଁ ।

ମହିଳା ଜଣକ ନି-ଖୋ-ଜ ଥିବା ବେଳେ ଘ-ଟ-ଣା ସ୍ଥଳ ରେ ତାଙ୍କ ପରିଜନ ଲୋକେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି । ତଥାପି ଓଡ୍ରାଫ ଟିମ ନିଜର ସଂପୂର୍ଣ୍ଣ ପ୍ରା-ୟା-ସ ଚଳାଇଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ନି-ଖୋ-ଜ ମହିଳା ଙ୍କ ସନ୍ଧାନ ମିଳିନାହିଁ । ବନ୍ଧୁଗଣ ଏହି ଦୁ-ର୍ଘ-ଟ-ଣା ସମ୍ବନ୍ଧରେ ଆପଣ ଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *