EXCLUSIVE: ସିବିଆଇର ଡରରେ ରିୟା ଉଗାଳିଲା ସବୁ ସତ, ପ୍ରଥମ ରାଉଣ୍ଡ ଜେରାରେ ହିଁ ମାନିନେଲା ସବୁ କିଛି

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ କେସର ତଦନ୍ତ ସିବିଆଇ କରିବା ପରେ ଏହି କେସ ସହ ଜଡିତ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ସିବିଆଇ ପ୍ରଥମେ ଏହି କେସ ସହ ଜଡିତ ସାକ୍ଷୀ ପ୍ରମାଣ ମାନଙ୍କ ସହ ପଚରା ଉଚରା କରିଥିଲେ, ହେଲେ ଏହା ଦ୍ଵାରା କିଛି ଖାସ ପ୍ରମାଣ ମିଳି ନଥିଲା, କିନ୍ତୁ ଗୋଟିଏ ପ୍ରମାଣ ମିଳିଥିଲା, ତାହା ହେଉଛି ଏହି କେସରେ ରିୟାଙ୍କର ବହୁତ ବଡ ଭୂମିକା ରହିଛି । କାରଣ ପିଠାନୀଙ୍କ ସହ ପଚରା ଉଚରା କରିବା ସମୟରେ ପିଠାନୀ ବହୁତ କିଛି ସତ ରିୟାଙ୍କ ବିଷୟରେ କହିଛନ୍ତି ।

ବନ୍ଧୁଗଣ ଅଗଷ୍ଟ ୨୮ ତାରିଖ ଦିନ ସିବିଆଇ ଯାହା କରିଛି ସେଥିପାଇଁ ସାରା ଭାରତବାସୀ ଅପେକ୍ଷାରେ ରହିଥିଲେ । ସମସ୍ତଙ୍କୁ ପଚରା ଉଚରା କରିବା ପରେ ସିବିଆଇ ୨୮ ଅଗଷ୍ଟରେ ରିୟାଙ୍କ ସହ ପଚରା ଉଚରା କରିଛି । ସିବିଆଇ ପ୍ରଥମ ରାଉଣ୍ଡରେ ରିୟାଙ୍କ ସହ ୧୦ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ପଚରା ଉଚରା କରିଛି ।

ଏହି କେସର ୧ ନମ୍ବର ଆରୋପି ରିୟା ସିବିଆଇର ପ୍ରଥମ ରାଉଣ୍ଡରେ ଭାଙ୍ଗି ଯାଇଥିଲେ ଓ ଏମିତି ଏକ ସତ କହିଦେଲେ ଯାହା ସେ ଟେଲିଭିଜନ ଦୁନିଆରେ ଲୁଚାଇ ରଖିଥିଲେ । ବନ୍ଧୁଗଣ ସିବିଆଇର କଡା କଡି ପଚରା ଉଚରା ହେତୁ ରିୟାଙ୍କ ମୁହଁରୁ ବହୁତ କିଛି ସତ ବାହାରି ଯାଇଛି, ରିୟା ମାନି ସାରିଛନ୍ତି ଯେ, ସେ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ଏବଂ ତାଙ୍କର ଓ ସୁଶାନ୍ତଙ୍କ ମଧ୍ୟରେ ଜୁନ ୮ ତାରିଖ ଦିନ ବହୁତ ବଡ ଝଗଡା ହୋଇଥିଲା । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ସିବିଆଇର ପ୍ରଥମ ପ୍ରଶ୍ନ ଥିଲା, ୧୪ ଜୁନରେ ସୁଶାନ୍ତଙ୍କ ବିଷୟରେ ସୂଚନା ଆପଣ କେମିତି ପାଇଲେ ?

ରିୟା- ମୋର କିଛି ସାଙ୍ଗ ମାନେ ମତେ ମେସେଜ ଓ କଲ୍ କରି ଏହି ଖବର ବିଷୟରେ ଜଣାଇଥିଲେ ।

୨. ଯେତେବେଳେ ଆପଣଙ୍କୁ ସୁଶାନ୍ତଙ୍କ ଖବର ମିଳିଲା ଆପଣ ସେତେବେଳେ କେଉଁଠି ଥିଲେ ?

ରିହ- ମୁଁ ମୋର ଘରେ ଥିଲି ।

୩. ଖବର ମିଳିବା ପରେ ଆପଣ କଣ ସୁଶାନ୍ତଙ୍କ ଘରକୁ ଯାଇଥିଲେ ?

ରିହ- ମୁଁ ସୁଶାନ୍ତଙ୍କ ଘରକୁ ଯାଇ ନଥିଲି, କାରଣ ସୁଶାନ୍ତ ଓ ମୋ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗିଯାଇଥିଲା ।

୪. ତମେ ସୁଶାନ୍ତଙ୍କ ଘର କାହିଁକି ଛାଡିଥିଲ ?

ରିୟା ପୂର୍ବରୁ କହିଥିଲେ ଯେ, ସୁଶାନ୍ତ ତାଙ୍କୁ ଘରୁ ବାହାର କରିଥିଲେ, ହେଲେ ସିଦ୍ଧାର୍ଥ ପିଠାନୀ ସବୁ ବୟାନ ଦେଇ ସାରିଥିଲେ । ସେହି ସମୟରେ ରିୟା ସତ ମାନି କହିଥିଲେ ଯେ, ଆମ ମଧ୍ୟରେ ଝଗଡା ହୋଇଥିଲା ।


ବନ୍ଧୁଗଣ ଏହି ଗୋଟିଏ ଉତ୍ତର ପରେ ସିବିଆଇ ବାରମ୍ବାର ରିୟାଙ୍କୁ କ୍ରଶ ପ୍ରଶ୍ନ ପଚାରିଥିଲା, ଯାହାଦ୍ୱାରା ରିଯା ସୁଶାନ୍ତଙ୍କୁ ଡ୍ରଗ୍ସ ଦେବା ଓ ସୁଶାନ୍ତଙ୍କ ସହ ଝଗଡା କରି ଦୂରେଇ ଯିବା ବିଷୟରେ କହିଥିଲେ । ବର୍ତ୍ତମାନ ସିବିଆଇ ଆରୋପି ରିୟା ଚକ୍ରବର୍ତ୍ତୀଙ୍କୁ ବହୁତ କଡା କଡି ପ୍ରଶ୍ନ ପଚାରିବାକୁ ଯାଉଛି ଓ ରିୟାଙ୍କ ମୁହଁରୁ ଅନ୍ୟ ସମସ୍ତ ସତ କଥା ବିଷୟରେ ସୂଚନା ନେବାକୁ ଯାଉଛି ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *