ସିବିଆଇକୁ ମିଳିଗଲା ବଡ ପ୍ରମାଣ, କେସ ହେଲା ସଳ୍ଭ, ୧୪ ଜୁନ କୁ ଦୋହରାଇବା ଦ୍ଵାରା ମିଳିଲା ବହୁତ ବଡ ସଫଳତା

ସୁଶାନ୍ତ ସିଂହ ରାଜପୁତଙ୍କ କେସ ତଦନ୍ତର ଆରମ୍ଭ ବର୍ତ୍ତମାନ ସିବିଆଇ ଆରମ୍ଭ କରିସାରିଛି । ଏହା ପୂର୍ବରୁ ସିବିଆଇ ମୁମ୍ବାଇ ପୋଲିସ ଠାରୁ ଏହି କେସ ସହ ଜଡିତ ସମସ୍ତ ସାଖ୍ୟ ପ୍ରମାଣ ନେଇ ସାରିଛି । ଏହା ସହିତ ସୁଶାନ୍ତଙ୍କ ଘର ମଧ୍ୟରୁ ଯେତେକ ସବୁ ଜିନିଷ ମିଳିଥିଲା ସେହି ସବୁ ଜିନିଷ ମଧ୍ୟ ସିବିଆଇ ମୁମ୍ବାଇ ପୋଲିସ ଠାରୁ ନେଇସାରିଛି । ପ୍ରଥମ ଦିନର ତଦନ୍ତରେ ମୁମ୍ବାଇ ପୋଲିସକୁ ଏହି କେସ ସହ ଜଡିତ ଏକ ବଡ ପ୍ରମାଣ ମିଳି ସାରିଛି । ଯାହା ଦ୍ୱାରା ଜଣା ପଡି ଯାଇଛି ୧୪ ଜୁନର ରହସ୍ୟ ବିଷୟରେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତ ଏକ ଲୋକପ୍ରିୟ ଅଭିନେତା ଥିଲେ । ସୁଶାନ୍ତ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତାକୁ ହାସଲ କରିଥିଲେ । ହେଲେ ସୁଶାନ୍ତ ସିଂହ ରାଜପୁତଙ୍କୁ ମୃତ୍ୟୁ ୧୪ ଜୁନ ୨୦୨୦ରେ ହୋଇଥିଲା । ଏହି ଖବର ବିଷୟରେ ଶୁଣି ସମସ୍ତ ଭାରତବାସି ଦୁଃଖ ଅନୁଭବ କରିଥିଲେ । ଏହା ପରେ ସୁଶାନ୍ତ ସିଂହ ରାଜପୁତଙ୍କ କେସର ତଦନ୍ତ କରିଥିଲେ ମୁମ୍ବାଇ ପୋଲିସ ।

ଖବର ଅନୁସାରେ ଜଣା ପଡିଛି ଯେ, ମୁମ୍ବାଇ ପୋଲିସ ଏହି କେସକୁ ପ୍ରଥମରୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସୁଶାନ୍ତଙ୍କ ପରିବାର ଲୋକ ଓ ଫ୍ୟାନ୍ସ ମାନେ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ମାନି ନଥିଲେ । ସମସ୍ତଙ୍କ ମନରେ କେବଳ ଗୋଟିଏ କଥା ଥିଲା ଯେ ସୁଶାନ୍ତଙ୍କ ହତ୍ୟା କରା ଯାଇଛି । କିନ୍ତୁ ସିବିଆଇ ଆସିବା ପରେ ଏହି କେସର ସବୁଠାରୁ ବଡ ପ୍ରମାଣ ମିଳିଛି ।

ସୁଶାନ୍ତଙ୍କ କେସ ପାଇଁ ସିବିଆଇ ୫ଟି ଟିମ ବନେଇଛି । ପ୍ରଥମ ଟିମଟି ଲୋକମାନଙ୍କୁ ପଚରା ଉଚରା କରୁଛି । ଦୁତୀୟ ଟିମ ମୁମ୍ବାଇ ପୋଲିସ ଠାରୁ ଏହି କେସ ସହ ଜଡିତ ସମସ୍ତ ତଥ୍ୟ ପ୍ରମାଣ ହାସଲ କରୁଛନ୍ତି । ତୃତୀୟ ଟିମ ନୂଆ ସାଖ୍ୟ ପ୍ରମାଣ ଖୋଜୁଛି । ଚତୁର୍ଥ ଟିମ ହେଉଛି ଫରେନସିକ ଟିମ । ପଞ୍ଚମ ଟିମଟି ସୁଶାନ୍ତଙ୍କ ଘରକୁ ଯାଇ ସମସ୍ତ ଯାଞ୍ଚ ଆରମ୍ଭ କରିଛି । ଖବର ଅନୁସାରେ ଜଣା ପଡିଛି ସିବିଆଇକୁ ଏହି କେସ ସହ ଜଡିତ ବହୁତ ବଡ ପ୍ରମାଣ ମିଳିସାରିଛି ।

ଏହି ୫ ନମ୍ବର ଟିମକୁ ସଫଳତା ମିଳିଥିବାର ଜଣା ପଡିଛି । ଏହି ପ୍ରମାଣ ଦ୍ଵାରା କେସ ସମାଧାନ ହେବାର ଜଣା ପଡିଛି । ତାହା ହେଉଛି ସିବିଆଇ ଟିମ ପ୍ରଥମେ ସୁଶାନ୍ତଙ୍କ ଘରୁ ଯାଇ ସୁଶାନ୍ତଙ୍କ ଉଚ୍ଚତା ଓ ଓଜନ ବିଶିଷ୍ଟ ଏକ ପୂତଲା ଆଣିଥିଲା । ସେହି ପୂତଲାକୁ ସୁଶାନ୍ତଙ୍କ ପଙ୍ଖାରେ ବାନ୍ଧିଥିଲା । ଏହା ଦ୍ଵାରା ଏତିକି ଜଣା ପଡିଗଲା ଯେ, ସୁଶାନ୍ତଙ୍କ ପାଦ ସୁଶାନ୍ତଙ୍କ ବେଡ ଉପରେ ବାଜୁଥିଲା ଏବଂ ସୁଶାନ୍ତଙ୍କ ଓଜନ ପାଇଁ ପଙ୍ଖାଟି ବଙ୍କା ହୋଇଯାଇଥିଲା ।

ହେଲେ ସୁଶାନ୍ତଙ୍କ ମୃତ୍ୟୁ ସମୟରେ ଏମିତି କିଛି ହୋଇ ନଥିଲା । ଏଥିରୁ ଏହା ଜଣା ପଡିଯାଇଛି ଯେ ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି । ତାଙ୍କର ହତ୍ୟା କରା ଯାଇଛି । ବର୍ତ୍ତମାନ ସିବିଆଇର ସଂପୂର୍ଣ୍ଣ ଟିମ ଏହି କେସ ପାଇଁ ବହୁତ କଷ୍ଟ କରୁଛି । ଏହା ମଧ୍ୟ ଖବର ମିଳିଛି ଯେ, ଏହି ସପ୍ତାହରେ ସୁଶାନ୍ତଙ୍କ କେସକୁ ନେଇ ଏକ ବଡ ଖୁଲାସା ସିବିଆଇ କରିବାକୁ ଯାଉଛି ।

ଯଦି ଆପଣ ବି ସୁଶାନ୍ତ ସିଂହ ଙ୍କୁ ନ୍ୟାୟ ଦେବା ପାଇଁ ଚାହୁଞ୍ଚନ୍ତି ତେବେ କାମେଣ୍ଟ ରେ ଲେଖନ୍ତୁ Justice for SSR ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *