ବଲିଉଡର ୫ ଜଣ ମୁସ୍ଲିମ ଅଭିନେତ୍ରୀ ଯେଉଁମାନେ ପପୁଲାର ହେବା ପାଇଁ ଆପଣାଇ ଥିଲେ ହିନ୍ଦୁ ନାମ

ବନ୍ଧୁଗଣ ବଲିଉଡରେ ସବୁ ଧର୍ମର ଅଭିନେତ୍ରୀ ମାନେ କାମ କରିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯାହା ବିଷୟରେ ଆପଣ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ୫ଟି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନଙ୍କ ନାମ ହେଉଛି ହିନ୍ଦୁ ଓ ଧର୍ମ ହେଉଛି ମୁସ୍ଲିମ । ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ପାଞ୍ଚଟି ଅଭିନେତ୍ରୀ ମାନଙ୍କ ବିଷୟରେ ଯେଉଁ ମାନେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରୂପେ ପରିଚିତ ଓ ଆପଣଙ୍କୁ ଜଣା ହିଁ ନାହିଁ କି ସେମାନେ ଅସଲରେ ହିନ୍ଦୁ ନୁହେଁ ମୁସ୍ଲିମ ଅଟନ୍ତି ।

୧. ତବୁ

ବଲିଉଡ ଇଣ୍ଡଷ୍ଟ୍ରିରେ ତବୁଙ୍କର ବହୁତ ଲୋକପ୍ରିୟତା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ତବୁ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତ । ତବୁଙ୍କର ଅସଲି ନାମ ହେଉଛି ତବସୁମ ଫାତିମା ହାସମୀ । ତବୁ ବହୁତ ସୁନ୍ଦର ଓ ଷ୍ଟାଇଲିସ ଅଟନ୍ତି । ସେ ତାଙ୍କ କ୍ଯାରିୟରରେ ବହୁତ ବଡ ବଡ ଅଭିନେତାଙ୍କ ସହ କାମ କରିଛନ୍ତି । ସେ ବଲିଉଡ ରେ ଜଣେ ଫେମସ ଅଭିନେତ୍ରୀ ଅଟନ୍ତି ।

୨. ଆଲିଆ ଭଟ୍ଟ

ଆପଣ ମାନେ ସମସ୍ତେ ଆଲିଆ ଭଟ୍ଟଙ୍କୁ ନିଶ୍ଚୟ କୌଣସି ଫିଲ୍ମରେ ଦେଖିଥିବେ । ଆପଣ ମାନେ ଭାବିଥିବେ ଆଲିଆ ଭଟ୍ଟ ହେଉଛନ୍ତି ହିନ୍ଦୁ ହେଲେ ଆଲିଆ ଭଟ୍ଟ ହେଉଛନ୍ତି ମୁସ୍ଲିମ, ଏହାର କାରଣ ହେଉଛି ମହେଶ ଭଟ୍ଟଙ୍କ ପିତାଙ୍କର ନାମ ହେଉଛି ଶିରୀନ ମହମ୍ମଦ ଅଲି, ଏହି ହିସାବରେ ଆଲିଆ ମୁସ୍ଲିମ ହେଲେ ।

୩. ମାନ୍ୟତା

ମାନ୍ୟତା ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତଙ୍କର ସ୍ତ୍ରୀ । ମାନ୍ୟତାଙ୍କର ଅସଲି ନାମ ହେଉଛି ଦିଲ ନବାଜ ସେଖ ଓ ସେ ହେଉଛନ୍ତି ସଞ୍ଜୟ ଦତ୍ତଙ୍କର ତୃତୀୟ ପତ୍ନୀ । ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପାଇଁ ନିଜ ନାମକୁ ପରିବର୍ତ୍ତନ କରି ମାନ୍ୟତା ରଖିଥିଲେ ।

୪. ମାନା ସେଟି

ବଲିଉଡର ଫେମସ ଅଭିନେତା ସୂନୀଲ ସେଟିଙ୍କ ପତ୍ନୀ ହେଉଛନ୍ତି ମାନା ସେଟି । ମାନା ମୁସ୍ଲିମ ପରିବାରରୁ ଆସିଥିବା ବେଳେ ସୁନୀଲ ହିନ୍ଦୁ ଧର୍ମର ଥିଲେ, ଏହି ଦୁଇଜଣ ପ୍ରେମ ବିବାହ କରିଥିବାରୁ ମାନାଙ୍କୁ ନିଜ ନାମ ବଦଳାଇବାକୁ ପଡିଥିଲା । କିନ୍ତୁ ସେ ଜଣେ ମୁସ୍ଲିମ ଧର୍ମର ଝିଅ ଅଟନ୍ତି ।

୫. ମଧୁବାଲା

ଏକ ସମୟରେ ମଧୁବାଲା ବହୁତ ଫେମସ ଅଭିନେତ୍ରୀ ରୂପେ ପରିଚିତ ଥିଲେ । ସେ ତାଙ୍କ କ୍ଯାରିୟର ରେ ବହୁତ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି । ତାଙ୍କ ସୁନ୍ଦରତା ପାଇଁ ସମସ୍ତ ଲୋକ ପାଗଳ ଥିଲେ । ମଧୁବାଲାଙ୍କର ଅସଲି ନାମ ହେଉଛି ମୁମ୍ତାଜ ବେଗମ । ବଲିଉଡରେ ଆସିବା ପାଇଁ ସେ ନିଜ ନାମ ବଦଳାଇ ମଧୁବାଲା ରଖିଦେଇଥିଲେ ।

ଆପଣଙ୍କୁ ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ କରିବାକୁ ଭୁଲିବେନି ଓ ଏମିତି ବଲିଉଡ ବିଷୟରେ ନୀତିଦିନ କିଛି ନୂଆ ନୂଆ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *