ଏକା ସହିତ ଗୋଟିଏ ଝିଅକୁ ହିଁ ଭଲ ପାଇ ବସିଲେ Bollywood ର ଏହି 3 ଜଣ ଷ୍ଟାର, କିନ୍ତୁ ମିଳିଲା ଧୋକା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ବଲିଉଡର ସମସ୍ତ ଅଭିନେତା ମଧ୍ୟରୁ ସୁନୀଲ ସେଟି, ସଲମାନ ଖାନ ଓ ଅଜୟ ଦେବଗନ ହେଉଛନ୍ତି ଦିଗଜ ଅଭିନେତା । ଏହି ତିନି ଜଣ ଅଭିନେତା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ହେଲେ ଏମାନଙ୍କ ଷ୍ଟାଇଲ ଓ ପସନ୍ଦ ଭିନ୍ନ ଭିନ୍ନ ଅଟେ । ବନ୍ଧୁଗଣ ଏହି ତିନି ଜଣ ଅଭିନେତା ଗୋଟିଏ ଅଭିନେତାକୁ ବହୁତ ଅଧିକ ପସନ୍ଦ କରନ୍ତି ।

ଏହି ଅଭିନେତ୍ରୀ ଜଣକ ବଲିଉଡର ତିନିଜଣ ଦିଗ୍ଗଜ ଅଭିନେତାଙ୍କ ମନକୁ ଜିତିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।


ବନ୍ଧୁଗଣ ବଲିଉଡର ତିନିଜଣ ଦିଗଜ ଅଭିନେତା ଯେଉଁ ଅଭିନେତାଙ୍କୁ ପସନ୍ଦ କରନ୍ତି ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ସୋନାଲି ବେନ୍ଦ୍ରେ । ସୋନାଲି ବେନ୍ଦ୍ରେ ବଲିଉଡର ଜଣେ ଫେମସ ଅଭିନେତ୍ରୀ ରୂପେ ପରିଚିତ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ସଲମାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସଲମାନ ଖାନ । ସଲମାନ ଖାନ ସୋନାଲି ବେନ୍ଦ୍ରେଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି । ସଲମାନ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ଯେତେବେଳେ ସେ ସୋନାଲିଙ୍କ ସହ ଫିଲ୍ମ ‘ହମ ସାଥ ସାଥ ହେ’ ରେ କାମ କରିଥିଲେ ସେବେ ଠାରୁ ସେ ସୋନାଲିଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି । ସୋନାଲି ବହୁତ ସୁନ୍ଦର ଅଭିନେତା ହେବା ସହିତ ତାଙ୍କ ମନ ବହୁତ ସଫା ସେଥିପାଇଁ ଆଜି ମଧ୍ୟ ସଲମାନ ତାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି ଓ ତାଙ୍କ ସହ କାମ କରିବା ପାଇଁ ଚାହାଁନ୍ତି ।


ସୁନୀଲ ସେଟି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସୁନୀଲ ସେଟି । ସୁନୀଲ ସେଟି ଅଭିନେତ୍ରୀ ସୋନାଲିଙ୍କ ସହ ୬ଟି ଫିଲ୍ମରେ କାମ କରିଛନ୍ତି ଓ ତାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି । ସୁନୀଲ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ଯେ ସୋନାଲି ଏକ ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି ଓ ସୁନୀଲ ତାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି । ସେଥିପାଇଁ ସୁନୀଲ ଆଜି ମଧ୍ୟ ସୋନାଲିଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି ।

ଅଜୟ ଦେବଗନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅଜୟ ଦେବଗନ । ଅଜୟ ଓ ସୋନାଲି ବହୁତ ଭଲ ସାଙ୍ଗ ଅଟନ୍ତି । ଏହି ଦୁଇଜଣ ‘ଦିଲ ଜଲେ’ ପରି ବହୁତ ଫିଲ୍ମରେ ଏକା ସହ କାମ କରିଛନ୍ତି । ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ଅଜୟ କହିଥିଲେ ଫିଲ୍ମ ‘ଦିଲ ଜଲେ’ର ଶୁଟିଙ୍ଗ ସମୟରେ ସେ ସୋନାଲିଙ୍କୁ ଭଲ ପାଇ ଯାଇଥିଲେ । କାରଣ ସୋନାଲି ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି ଓ ଯେତେବେଳେ ସେ ଅଭିନୟ କରନ୍ତି ସେ ଆହୁରି ଅଧିକ ସୁନ୍ଦର ନଜର ଆସନ୍ତି । ସେଥିପାଇଁ ଆଜି ମଧ୍ୟ ଅଜୟ ସୋନାଲିଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *