Bollywood ର ଏହି 5 ଜଣ ଷ୍ଟାର ମାନଙ୍କ ପ୍ରତିଦିନ ର ଆୟ କେତେ ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହେଇଯିବ, ଦେଖନ୍ତୁ ନମ୍ବର 1 ରେ କେଉଁ Bollywood ଷ୍ଟାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଷ୍ଟାର୍ସ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି ଷ୍ଟାର୍ସ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଷ୍ଟାର୍ସ ମାନଙ୍କ ବିଷୟରେ ବହୁତ କିଛି ଜାଣିଥିବେ ହେଲେ ଆପଣ ମାନେ କଣ ଏମାନଙ୍କର ଏକ ଦିନର କମାଇ ବିଷୟରେ ଜାଣିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡ ଷ୍ଟାର୍ସ ମାନଙ୍କ ଦିନିକିଆ କମାଇ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଶାହରୁଖ ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନ । ଆପଣ ମାନେ ସମସ୍ତେ ଶାହରୁଖଙ୍କୁ ବାବୁଜ୍ତ ସୁପର ହିଟ ଫିଲ୍ମରେ ଦେଖିଥିବେ । ବନ୍ଧୁଗଣ ଶାହରୁଖ ଖାନଙ୍କର ନିଜର ଏକ ପ୍ରଡ଼କ୍ସନ ହାଉସ ଅଛି, ଯାହାର ନାମ ହେଉଛି ରେଡ ଚିଲି ପ୍ରଡକ୍ସନ ଓ ଏହା ବ୍ଯତୀତ ତାଙ୍କର ଅନ୍ୟ ବହୁତ ସାରା ବିଜନେସ ଅଛି । ବନ୍ଧୁଗଣ ଶାହରୁଖ ଖାନ ଗୋଟେ ଫିଲ୍ମ କରିବା ପାଇଁ ୭୦ କୋଟି ଟଙ୍କା ନେଇଥାନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଶାହରୁଖ ଖାନଙ୍କ ପର ଡେ ଇନ୍କମ ହେଉଛି ୧ କୋଟି ଟଙ୍କା ।

ସଲମାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଓ ଷ୍ଟାଇଲିସ ଷ୍ଟାର ସଲମାନ ଖାନ । ବଲିଉଡରେ ସଲମାନଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ସଲମାନ ଖାନଙ୍କର ମଧ୍ୟ ନିଜର ଏକ ପ୍ରଡକ୍ସନ ହାଉସ ଅଛି, ଯାହାର ନାମ ହେଉଛି ସଲମାନ ଖାନ ଫିଲ୍ମ୍ସ । ଏହା ବ୍ଯତୀତ ସଲମାନଙ୍କର ନିଜର ଏକ ବ୍ରାଣ୍ଡ ଅଛି ଯାହାର ନାମ ହେଉଛି ବିଙ୍ଗ ହ୍ୟୁମାନ । ବନ୍ଧୁଗଣ ସଲମାନ ପ୍ରତିଦିନ ୯୫ ଲକ୍ଷ ଟଙ୍କା କମେଇ ଥାନ୍ତି ।


ଅକ୍ଷୟ କୁମାର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅକ୍ଷୟ କୁମାର । ଅକ୍ଷୟଙ୍କର ମଧ୍ୟ ଏକ ପ୍ରଡକ୍ସନ ହାଉସ ଅଛି ଏଥିରେ ଏକ ବର୍ଷରେ ଅଧିକ ଫିଲ୍ମ କରାଯାଇଥାଏ । ବନ୍ଧୁଗଣ ଅକ୍ଷୟ କୁମାର ପ୍ରତିଦିନ ୧ କୋଟି ୫୦ ଲକ୍ଷ ଟଙ୍କା ଇନ୍କମ କରନ୍ତି । କାରଣ ଅକ୍ଷୟଙ୍କର ଅଧିକ ଡିମାଣ୍ଡ ଥିବାରୁ ସେ ବର୍ଷକୁ ୩ ରୁ ଅଧିକ ଫିଲ୍ମରେ କାମ କରିଥାନ୍ତି ।

ଅମିତାବ ବଚନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅମିତାବ ବଚନ । ବନ୍ଧୁଗଣ ଅମିତାବ ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଅମିତାବଙ୍କ ପର ଡେ ଇନ୍କମ ହେଉଛି ୨୫ ଲକ୍ଷ ଟଙ୍କା ।

ରଣବିର କପୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ରଣବିର କପୁର । ରଣବିର ବହୁତ ଗୁଡିଏ ବ୍ରାଣ୍ଡରେ ନିବେଶ କରିଛନ୍ତି ତେଣୁ ତାଙ୍କ ପର ଡେ ଇନ୍କମ ହେଉଛି ୩୦ ଲକ୍ଷ ଟଙ୍କା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *