ସ୍ଵାମୀଙ୍କ ଆଗରେ ବୁଢି ଭଳି ଲାଗନ୍ତି Bollywood ର ଏହି 5 ଜଣ Actress, ନମ୍ବର 5 ତ ନିଜ ସ୍ଵାମୀଙ୍କ ଠାରୁ 10 ବର୍ଷ ବଡ (Shocking Age Difference)

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକା ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଆସିଥାନ୍ତି । ବନ୍ଧୁଗଣ ବିବାହ କଥା କହିଲେ ପୁଅ ଠାରୁ ଝିଅର ବୟସ କମ ହେବା ନିହାତି ଆବଶ୍ୟକ ।

ହେଲେ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଠାରୁ କମ ବର୍ଷ ଅଭିନେତା ମାନଙ୍କ ସହ ବିବାହ କରିଛନ୍ତି ଲଭ ରିଲେସନରେ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କପଲ୍ସ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କାଟ୍ରିନା କେଆଫ ଓ ଅଭିନେତା ଭିକି କୌଶଲ । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଏହି ଦୁଇଜଣ ପରସ୍ପରକୁ ଡେଟ କରୁଛନ୍ତି ଏବଂ ଏହା ମଧ୍ୟ ଖବର ଆସୁଛି ଯେ ଏହି ଦୁଇଜଣ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି କାଟ୍ରିନା ଭିକିଙ୍କ ଠାରୁ ୫ ବର୍ଷ ବଡ ଅଛନ୍ତି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ସିଙ୍ଗର ନେହା କକ୍କର ଓ ତାଙ୍କ ସ୍ଵାମୀ ରୋହନପ୍ରୀତ ସିଂହ । ବନ୍ଧୁଗଣ ରୋହନ ମଧ୍ୟ ଏକ ସିଙ୍ଗର ଅଟନ୍ତି । ଗତ କିଛି ଦିନ ହେବ ନେହା ପ୍ରେଗନେଣ୍ଟ ଥିବାରୁ ବହୁତ ଚର୍ଚାରେ ଅଛନ୍ତି । ହେଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ନେହା ନିଜ ସ୍ଵାମୀ ରୋହନଙ୍କ ଠାରୁ ୭ ବର୍ଷ ବଡ ଅଟନ୍ତି ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟି ଓ ରାଜ କୁନ୍ଦରା । ବନ୍ଧୁଗଣ ଏହି ଦୁଇଜଣଙ୍କ ବୟସ ୪୬ ବର୍ଷ ଅଛି ହେଲେ ଶିଲ୍ପା ରାଜଙ୍କ ଠାରୁ ମାତ୍ର ୩ ମାସ ବଡ ଅଟନ୍ତି । ହେଲେ ବୟସ ସୀମାକୁ ନେଇ ଏହି ଦୁଇଜଣଙ୍କ ମଧ୍ୟରେ କେବେବି କୌଣସି ବିବାଦ ହୋଇ ନାହିଁ । ଉଭୟ ପରସ୍ପରକୁ ବହୁତ ଅଧିକ ଭଲ ପାନ୍ତି ।

୪. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର ଓ ମଡେଲ ମଲାଇକା ଅରୋରା । ଗତ କିଛି ମାସ ହେବ ଏହି ଦୁଇଜଣ ଲିଭିଙ୍ଗ ରିଲେସନସିପରେ ରହୁଛନ୍ତି । ମଲାଇକା ଅର୍ଜୁନଙ୍କ ଠାରୁ ବହୁତ ବଡ ଅଛନ୍ତି ହେଲେ ଏହି ଦୁଇଜଣ ପରସ୍ପରକୁ ବହୁତ ଅଧିକ ଭଲ ପାଉ ଛନ୍ତି । ଆଗାମୀ ସମୟରେ ଏହି ଦୁଇଜଣ ପରସ୍ପର ସହ ବିବାହ କରିବେ ବୋଲି ମଧ୍ୟ ଜଣା ପଡିଛି ।

୫. ଦେଶି ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ଆମେରିକାର ସିଙ୍ଗର ନିକ ଜୋନସଙ୍କ ସହ ବିବାହ କରିଥିଲେ , ଦୁହିଁଙ୍କର ବିବାହ ବହୁତ ଚର୍ଚ୍ଚାରେ ଥିଲା , କହି ଦେଉଛୁ କି ନିକ ଜୋନସ ବୟସରେ ପ୍ରିୟଙ୍କାଙ୍କ ଠାରୁ 10 ବର୍ଷ ସାନ ଅଟନ୍ତି , ଓ ଯେଉଁଠି ପ୍ରିୟଙ୍କାଙ୍କ ବୟସ ୩୭ ବର୍ଷ ଅଟେ ସେଇଠି ନିକ ଜୋନସଙ୍କ ବୟସ ୨୭ ବର୍ଷ ଅଟେ,ଯେବେ ଦୁହିଁଙ୍କର ବିବାହ ହୋଇଥିଲା ତେବେ ଲୋକମାନେ ତାଙ୍କ ବୟସକୁ ବହୁତ ଥଟ୍ଟା କରିଥିଲେ , କିନ୍ତୁ ଦୁହିଁଙ୍କ ଉପରେ ଏହି କଥାର କିଛି ବି ଫରକ ପଡି ନଥିଲା, ଏବେ ସେ ଖୁସିରେ ଜୀବନ ଯାପନ କରୁଛନ୍ତି ।

Leave a Reply

Your email address will not be published. Required fields are marked *