Bollywood ର ଏହି 4 ଜଣ ହିରୋଇନ ଟଙ୍କା ପାଇଁ ଫିଲ୍ମରେ ଦେଲେ ସବୁଠୁ ଅଧିକ ବୋଲ୍ଡ ସୀନ, 2 ନଂ ହିରୋଇନ ତ ନିଜ ଠାରୁ 30 ବର୍ଷ ବଡ ଆକ୍ଟରଙ୍କ ସହ ସବୁ ସୀମା ଟପିଗଲେ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ପୂର୍ବରୁ ବଲିଉଡ ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ବହୁତ ଚର୍ଚାରେ ରହୁଥିଲେ ହେଲେ ବର୍ତ୍ତମାନର ସମୟରେ ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ପାଇଁ ବହୁତ ଅଧିକ ଚର୍ଚାରେ ରହୁଛନ୍ତି ।

ବନ୍ଧୁଗଣ ବଲିଉଡରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ ଅଧିକ ବୋଲ୍ଟ ସିନ୍ସ ଦେଇଛନ୍ତି । ଯାହାଫଳରେ ଏମାନେ ବହୁତ ଚର୍ଚା ଓ ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


କରିନା କପୁର ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କରିନା କପୁର ଖାନ । କରିନା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ କରିନା ନିଜ ଫିଲ୍ମ ‘ଚମେଲୀ’ ଓ ‘ତଲାସ’ରେ ବହୁତ ଅଧିକ ବୋଲ୍ଟ ସିନ୍ସ ଦେଇଥିଲେ । ତଲାସ ଫିଲ୍ମରେ ତାଙ୍କ ବୋଲ୍ଟନେସ ପାଇଁ ସେ କେତେକ ଆୱାର୍ଡ ମଧ୍ୟ ପାଇଛନ୍ତି । ବର୍ତ୍ତମାନ ସେ ନିଜ ପ୍ରେଗ୍ନେନ୍ସି ପାଇଁ ବହୁତ ଅଧିକ ଚର୍ଚାରେ ରହୁଛନ୍ତି ।


ବିଦ୍ୟା ବାଲନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ । ବିଦ୍ୟା ନିଜ ଫିଲ୍ମ କାରିୟରର ଆରମ୍ଭରେ ବହୁତ ସାଧାରଣ ଝିଅର ଭୂମିକାରେ ନଜର ଆସୁଥିଲେ ହେଲେ ଫିଲ୍ମ ‘ଡର୍ଟି ପିକଚର’ରେ ସେ ବୋଲ୍ଟନେସର ସବୁ ସୀମାପାର କରିଦେଇଥିଲେ । ଏହି ଫିଲ୍ମରେ ସେ ନିଜ ଠାରୁ ୩୦ ବର୍ଷ ବଡ ଅଭିନେତା ନସିରଉଦ୍ଧିନ ସାହଙ୍କ ସହ ବୋଲ୍ଟ ସିନ୍ସ କରି ବହୁତ ଚର୍ଚାରେ ରହିଥିଲେ । ଏହାପରେ ସେ ଫିଲ୍ମ ‘ବେଗମ ଜାନ’ରେ ମଧ୍ୟ କିଛି ବୋଲ୍ଟ ସିନ୍ସ ଦେଇଥିଲେ ।


ହୁମା କୁରେସି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ହୁମା କୁରେସି । ଆପଣ ମାନେ ସମସ୍ତେ ହୁମା କୁରେସିଙ୍କର ବହୁତ ଫିଲ୍ମ ଦେଖିଥିବେ । ହେଲେ ସେ ଫିଲ୍ମ ‘ବଦଲାପୁର’ରେ ଝିଲ୍ମିଲର ଭୂମିକା ପଦର୍ଶନ କରି ବହୁତ ଚର୍ଚାରେ ଆସିଯାଇଥିଲେ । ବନ୍ଧୁଗଣ ଏହି ଫିଲ୍ମରେ ସେ ଅଭିନେତା ବରୁନ ଧାବନଙ୍କ ସହ ବହୁତ ବୋଲ୍ଟ ସିନ୍ସ ଦେଇଥିଲେ ।


ନେହା ଧୂପିଆ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ନେହା ଧୂପିଆ । ବନ୍ଧୁଗଣ ନେହା ବଲିଉଡରେ ବହୁତ ଫିଲ୍ମ କରି ସଫଳତା ପାଇଛନ୍ତି । ସେ ଫିଲ୍ମ ‘ଜୁଲି’ରେ ନିଜର ବୋଲ୍ଟ ଅବତାରରେ ନଜର ଆସିଥିଲେ । ସେହି ସମୟରେ ସେ ବହୁତ ଚର୍ଚାରେ ମଧ୍ୟ ରହିଥିଲେ । ଲୋକମାନଙ୍କୁ ନେହାଙ୍କ ବୋଲ୍ଟ ଅବତାର ବହୁତ ଅଧିକ ଭଲ ଲାଗିଥିଲା ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *