Shilpa Shetty ଙ୍କ ବଡ ଖୁଲାସା, Bollywood ର ଏହି Actor ଙ୍କ ପାଇଁ ମାତ୍ର 22 ବର୍ଷ ବୟସରେ ସେ ହରାଇ ଦେଇଥିଲେ ଭର୍ଜିନିଟି

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଲ୍ପା ସେଟିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଶିଲ୍ପା ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଅଭିନେତ୍ରୀ । ସେ ୯୦ ଦଶକରୁ ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ସମସ୍ତ ଲୋକ ବେସ ପସନ୍ଦ କରନ୍ତି । ଶିଲ୍ପା ଲୋକପ୍ରିୟ ବିଜନେସ ମ୍ୟାନ ରାଜ କୁନ୍ଦରାଙ୍କ ସହ ପ୍ରେମ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି ।

ହେଲେ ଗତ କିଛି ଦିନ ତଳେ ରାଜ କୁନ୍ଦରାଙ୍କ ବି-ରୋ-ଧ-ରେ ଏକ ସାଂ-ଘା-ତି-କ ଅ-ଭି-ଯୋ-ଗ ଆସିଥିଲା । ରାଜ କୁନ୍ଦରା ପର୍ନ ଫିଲ୍ମ କରୁଛନ୍ତି ବୋଲି ଅ-ଭି-ଯୋ-ଗ ଆସିଥିଲା ଓ ତାଙ୍କ ଗି-ର-ଫ ମଧ୍ୟ କରାଯାଇଛି । ରାଜଙ୍କ ଏହି କାମ ପାଇଁ ଶିଲ୍ପାଙ୍କ କାରିୟର ଉପରେ ବହୁତ ଖରାପ ପ୍ରଭାବ ପଡିଛି । ବର୍ତ୍ତମାନ ଶିଲ୍ପାଙ୍କ ସହ ଜଡିତ କିଛି ରହସ୍ୟମୟ କଥାର ଖୁଲାସା ହେଉଛି । ବନ୍ଧୁଗଣ ଶିଲ୍ପା ବଲିଉଡର ଅନେକ ଅଭିନେତାଙ୍କ ସହ ଲଭ ରିଲେସନରେ ରହିଛନ୍ତି ହେଲେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସହ ଲଭ ରିଲେସନରେ ରହିଥିଲେ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଶିଲ୍ପା ମାତ୍ର ୨୨ ବର୍ଷ ବୟସରେ ନିଜ ଭ-ର୍ଜି-ନି-ଟି ହରେଇ ଥିଲେ । ଗୋଟେ ସମୟରେ ଅକ୍ଷୟ ଓ ଶିଲ୍ପାଙ୍କ ପ୍ରେମ ଚର୍ଚା ବହୁତ ମାତ୍ରାରେ ହୋଇଥିଲା । ଶିଲ୍ପା ଓ ଅକ୍ଷୟ ଏକା ସହ କିଛି ଫିଲ୍ମରେ କାମ କରିଛନ୍ତି ଏବଂ ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ପସନ୍ଦ କରନ୍ତି । ଶିଲ୍ପା ଲଣ୍ଡନରେ ହୋଇଥିବା ଏକ ଟିଭି ସୋ ‘ବିଗ ବ୍ରଦର୍ଶ’ରେ ଅକ୍ଷୟଙ୍କ ସହ ଜଡିତ ଏକ ବଡ ଖୁଲାସା କରିଥିଲେ । ସେହି ସୋରେ ଶିଲ୍ପା କହିଥିଲେ, ମାତ୍ର ୨୨ ବର୍ଷ ବୟସରେ ସେ ତାଙ୍କ ଭ-ର୍ଜି-ନି-ଟି ହରେଇ ଥିଲେ ଯାହା ପଛରେ ଅକ୍ଷୟ କୁମାରଙ୍କ ବଡ ଭୂମିକା ଥିଲା ।

ଫିଲ୍ମ ‘ମେ ଖିଲାଡ଼ି ତୁ ଅନାଡି’ର ସୁ-ଟି-ଙ୍ଗ ସମୟରେ ଅକ୍ଷୟ ଓ ଶିଲ୍ପାଙ୍କ ମଧ୍ୟରେ ବହୁତ ନିବିଡ ସମ୍ପର୍କ ଗଢି ଉଠିଥିଲା । ଏହି ଫିଲ୍ମର ସୁ-ଟି-ଙ୍ଗ ସେଟରୁ ହିଁ ଦୁଇଜଣଙ୍କ ଅଫେୟାର ଆରମ୍ଭ ହୋଇଥିଲା । ଅକ୍ଷୟଙ୍କ ପୂର୍ବରୁ ତାଙ୍କୁ କେହି କି-ସ୍ ବି କରି ନଥିଲେ । ତାଙ୍କ ଜୀବନରେ ଆସିବା ପ୍ରଥମ ପ୍ରେମ ଥିଲେ ଅକ୍ଷୟ କୁମାର । ସେହି ଫିଲ୍ମର ସୁ-ଟି-ଙ୍ଗ ସମୟରେ ଶିଲ୍ପା ନିଜର ଭ-ର୍ଜି-ନି-ଟି ହରେଇ ଥିଲେ ।

ଏହା ପରେ ଅକ୍ଷୟ ଓ ଶିଲ୍ପାଙ୍କ ବିବାହ ଖବର ମଧ୍ୟ ବହୁତ ଚର୍ଚାରେ ଥିଲା । ଅକ୍ଷୟ ତାଙ୍କର ଏକ ସାଙ୍ଗକୁ ଶିଲ୍ପାଙ୍କ ବିଷୟରେ କହିଥିଲେ ଯାହାଫଳରେ ଏହି ସବୁ କଥା ଲିକ୍ ହୋଇଯାଇଥିଲା । ଅକ୍ଷୟ ତାଙ୍କ ସାଙ୍ଗକୁ କହିଥିଲେ-ଶିଲ୍ପା ଯେତେ ସିଧା ସାଧା ଦେଖାଯାନ୍ତି ଅସଲ ଜୀବନରେ ସେମିତି ନୁହନ୍ତି’ । କିଛି ସମୟ ପରେ ଅକ୍ଷୟ ଓ ଶିଲ୍ପାଙ୍କ ବ୍ରେକ ଅପ୍ ଖବର ସାମ୍ନାକୁ ଆସିଥିଲା । କୁହାଯାଉଛି ଅକ୍ଷୟଙ୍କ ଜୀବନରେ ଟ୍ଵିଙ୍କଲ ଖନା ଆସିବାରୁ ଅକ୍ଷୟ ଶିଲ୍ପାଙ୍କୁ ଛାଡି ଦେଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *