Bollywood ଓ South ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାର ମାନଙ୍କର ଭାଇ-ଭଉଣୀ ଯୋଡି, 2 ନମ୍ବର ଯୋଡି ତ ପୁରା ଲାଗନ୍ତି ଯାଆଁଳା ଭଉଣୀଙ୍କ ପରି

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହି ଅଭିନେତ୍ରୀ ମାନେ ଅନେକ ଫିଲ୍ମରେ ଭଉଣୀର ଭୂମିକାରେ ମଧ୍ୟ ନଜର ଆସିଛନ୍ତି । ହେଲେ ଆପଣ ମାନେ କଣ ସାଉଥ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କର ରିଅଲ ଲାଇଫ ଭାଇ ଭଉଣୀଙ୍କ ବିଷୟରେ ଜାଣିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସାଉଥ ଅଭିନେତ୍ରୀ ମାନଙ୍କ ରିଅଲ ଲାଇଫ ଭାଇ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ । ରାଧିକା ଆପ୍ତେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ରାଧିକା ଅପ୍ଟେ । ରାଧିକା ହେଉଛନ୍ତି ଏକ ଲୋକପ୍ରିୟ ଅଭିନେତ୍ରୀ ।

ସେ ସାଉଥ ସହ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ରାଧିକାଙ୍କୁ ଆପଣ ମାନେ ଅନେକ ଫିଲ୍ମରେ ଦେଖିଥିବେ । ରାଧିକାଙ୍କ ଭାଇଙ୍କ ନାମ ହେଉଛି କେତନ ଆପ୍ତେ ଓ ସେ ଏମଏସବିଡିର ହେଡ ଅଟନ୍ତି । ରାଧିକା ତାଙ୍କ ଭାଇଙ୍କୁ ବହୁତ ଅଧିକ ଭଲ ପାନ୍ତି ।

ସୃତି ହସନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସାଉଥର ପ୍ରସିଦ୍ଧ ଅଭିନେତ୍ରୀ ସୃତି ହସନ । ସୃତି ହେଉଛନ୍ତି ଏକ ଲୋକପ୍ରିୟ ଅଭିନେତ୍ରୀ ସେ ସାଉଥ ସହ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସୃତିଙ୍କ ସାନ ଭଉଣୀଙ୍କ ନାମ ହେଉଛି ଅକ୍ଷରା ହସନ । ଅକ୍ଷରା ମଧ୍ୟ ଏକ ଅଭିନେତ୍ରୀ ଅଟନ୍ତି ସେ ସାଉଥ ଫିଲ୍ମରେ କାମ କରନ୍ତି । ସୃତି ନିଜ ଭଉଣୀଙ୍କୁ ବହୁତ ଅଧିକ ଭଲ ପାନ୍ତି ।

ଅନୁସ୍କା ସେଟି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତ୍ରୀ ଅନୁସ୍କା ସେଟି । ‘ବାହୁବଲି’ରେ କାମ କରିବା ପରେ ଅନୁସ୍କାଙ୍କ ଲୋକପ୍ରିୟତା ବହୁତ ଅଧିକ ବଢିଯାଇଛି । ସେ ସାଉଥ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିତ ଫିଲ୍ମ କରିଛନ୍ତି । ବନ୍ଧୁଗଣ ଅନୁସ୍କାଙ୍କର ଦୁଇଟି ଭାଇ ଅଛନ୍ତି । ତାଙ୍କ ନାମ ହେଉଛି ରମେଶ ସେଟି ଓ ଗୁନରଞ୍ଜନ ସେଟି । ରମେଶ ଏକ ଡାକ୍ତର ଅଟନ୍ତି ଓ ଗୁନରଞ୍ଜନ ହେଉଛନ୍ତି ଏକ ବିଜନେସ ମ୍ୟାନ । ଅନୁସ୍କା ନିଜ ଦୁଇ ଭାଇଙ୍କୁ ବହୁତ ଅଧିକ ଭଲ ପାନ୍ତି ।

ନୟନ୍ତାରା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥର ସୁନ୍ଦରୀ ଅଭିନେତ୍ରୀ ନୟନ୍ତାରା । ନୟନ୍ତାରା ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସେ ସାଉଥ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ନୟନ୍ତାରାଙ୍କ ଭାଇଙ୍କ ନାମ ହେଉଛି ଲେନୁ କୁରିଆନ । ତାଙ୍କ ଭାଇଙ୍କ ବୟସ ବହୁତ କମ ଅଛି ହେଲେ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

Leave a Reply

Your email address will not be published. Required fields are marked *