“ବୋହୁଟିଏ କରିବା ପୂର୍ବରୁ ମ-ଅଦ ପିଉଛି କି ନାହିଁ, ହୁକା ସିଗ-ଆରେଟ ଟାଣୁଛି କି ନାହିଁ ଆଗେ ପଚାରିବ, ନହେଲେ ତୁମେ…’ ଆଇନଜୀବୀ Byomkesh Tripathy

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଇନଜୀବୀ ବୋମ୍ୟାକେଶ ତ୍ରିପାଠୀ ଏକ କେସ କୁ ଆଧାର କରି କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ତେବେ ବାଲିଅନ୍ତା ଥାନା ଅଞ୍ଚଳରେ କିଛି ଏଭଳି ଘଟଣା ଘଟିଛି । ଏହି ଘଟଣାଟି କିଛି ଏହିଭଳି ଯେ ପୁଅ ଟି ବାହାରେ ଚାକିରି କରୁଛନ୍ତି ଏବଂ ବୋହୂ, ଶାଶୁ, ଶଶୁର ରହୁଛନ୍ତି ଭୁବନେଶ୍ୱରରେ । ବୋହୂ ଜଣକ ର ପୂର୍ବ ରୁ ଅଭ୍ୟାସ ଥିଲା, ଯେତେବେଳେ ସେ ଇଞ୍ଜିନିୟରିଂ ପଢୁଥିଲେ ସେତେବେଳେ ଅଭ୍ୟାସ ଥିଲା ମଦ ପିଇବା ତଥା ସି-ଗା-ରେ-ଟ ଟାଣିବା ।

ପୁଅ ଯେତେବେଳେ ଫରେନ କୁ ଚାଲିଗଲା ଘର ଭିତରେ ନିଶ-ଆ ସେବନ କରିଲେ । ମାତ୍ର ଶାଶୁ ଶଶୁର ଏହା ଜାଣିବା ପରେ ବୋହୂ କୁ ମନା କରିଲେ । ମାତ୍ର ବୋହୂ ଜଣକ କୌଣସି କଥା ଶୁଣିଲା ନାହିଁ । ପରବର୍ତ୍ତୀ ସମୟରେ ସେ ନିଜର ସାଙ୍ଗ ମାନଙ୍କୁ ଆଣି ନିଶ-ଆ କରିଲେ ଏବଂ ବୋହୂ ଜଣକ ଶାଶୁକୁ ବୁଝାଇଦେଲେ ଯେ ମୁଁ ତ କୁଆଡେ ବାହାରକୁ ଯାଇ ଟାଣୁନୀ ଏଇ ଘର ଭିତରେ ହିଁ ଟାଣୁଛି, ମୋର ଅଭ୍ୟାସ ରହିଛି ମୁଁ କଣ କରିବି ?

ବିବାହ ପୂର୍ବ ରୁ ଆପଣ ମାନେ ମତେ କିଛି ପଚାରିଥିଲେ କି ? ଏହାକୁ ନେଇ ଆଇନଜୀବୀ ବୋମ୍ୟାକେଶ ତ୍ରିପାଠୀ କହିଛନ୍ତି ଯେ ବର୍ତ୍ତମାନ ଏହି ସିଚୁଏସନ ଆସି ପହଞ୍ଚିଲାଣି ଯେ ଆପଣ ଯଦି ଗୋଟିଏ ବୋହୂ ଠିକ କରୁଛନ୍ତି ତେବେ ଆପଣଙ୍କୁ ପଚାରିବାକୁ ପଡିବ ଯେ ଆପଣ କ’ଣ କ’ଣ ନିଶ-ଆ ଖାଉଛନ୍ତି ?

ବୋହୂ ଜଣକ ନାନା ପ୍ରକାର ପ୍ରଶ୍ନ କରିଛି ଶାଶୁ ଶଶୁର ଙ୍କୁ କହିଛନ୍ତି ଯେ ସି-ଗା-ରେ-ଟ ପିଇଲେ କଣ ହେଇଗଲା ? ଆପଣଙ୍କ ପୁଅ ସି-ଗା-ରେ-ଟ ଟାଣୁନୀ ବୋଲି କ’ଣ ପ୍ରମାଣ ଅଛି ? ଏହାପରେ ନିଜ ଶାଶୁ ଶଶୁରଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଲେ ତଥା ଖରାପ ଭାଷା ପ୍ରୟୋଗ କରି ଗାଳିଗୋଲଚ କରିଲେ । ଏହାପରେ ମିଛରେ କେସ ଦେବ ବୋଲି କହିଲା । ଏହା ଶୁଣି ବୃଦ୍ଧ ଦମ୍ପତ୍ତି ପୋଲିସ ପାଖକୁ ଗଲେ ମାତ୍ର ସେଠାରେ ପୋଲିସ ମଧ୍ୟ ନିରୂପାୟ ।

ଦମ୍ପତ୍ତି କହିଲେ ଯେ ବୋହୂ ନିଶ-ଆ କରି ଛୋଟ ଛୋଟ ଡ୍ରେସ ପିନ୍ଧି ବୁଲୁଛି । ଏହାକୁ ନେଇ ପୋଲିସ କହିଲେ ଯେ ଆମ୍ଭେ କିଛି କରିପାରିବୁ ନାହିଁ । ଏହାପରେ ବୋହୂ ଙ୍କ ପରିବାର ଲୋକେ ମଧ୍ୟ ଏତଲା ଦେବା ପାଇଁ କହିଲେ । ବର୍ତ୍ତମାନ ପୁଣିଥରେ ବୃଦ୍ଧାଦମ୍ପତି କୋର୍ଟ ଙ୍କ ଦ୍ଵାରସ୍ଥ ହୋଇଛନ୍ତି ଏବଂ ଏହାକୁ ନେଇ କୋର୍ଟ ଏକ ମାସ ଭିତରେ ବୋହୂ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଧେଶ ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *