Vastu Shastra- ମାତା ଲକ୍ଷ୍ମୀ କୁହନ୍ତି ବୋହୁ ଏହିପରି ଘରେ ଝାଡୁ ପୋଛା ଲଗାଇବା ଦ୍ଵାରା ଘରକୁ ଆସିଥାଏ ଦରିଦ୍ରତା, ଏମିତି ଭୁଲ କେବେ ବି କରନ୍ତୁ ନାହିଁ

ଏହି ଦୁନିଆରେ ସମସ୍ତ ମଣିଷ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବା ପାଇଁ ଚାହିଁଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ଏପରି କିଛି ଭୁଲ ବିଷୟରେ କହିବୁ ଯାହା ଦ୍ଵାରା ଘରେ ଦରିଦ୍ରତା ଆସିଥାଏ । ସାଧାରଣତଃ ମହିଳା ମାନେ ଝାଡୁ ପୋଛା କରିବା ସମୟରେ ଏହି ଭୁଲ କରିଥାନ୍ତି । ଶାସ୍ତ୍ର ଅନୁସାରେ ଝାଡୁକୁ ମା ଲକ୍ଷ୍ମୀଙ୍କର ଏକ ସ୍ୱରୂପ ମନା ଯାଇଛି । ଘରେ ଝାଡୁ ପୋଛା କରିବା ଦ୍ଵାରା ଘର ସଫା ରହିଥାଏ ଓ ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ । ଯେଉଁ ମାନଙ୍କ ଘର ସଫା ସୁତୁରା ରହିଥାଏ ସେହି ଘରେ ଏକ ପ୍ରକାରର ସକାରାତ୍ମକ ପ୍ରଭାବ ରହିଥାଏ । ସେହି ଘରେ ଥିବା ସମସ୍ତ ମଣିଷ ଉନ୍ନତି କରନ୍ତି ।

ସାଧାରଣତଃ ଝାଡୁ ପୋଛା କରିବା ସମୟରେ କିଛି କଥାର ଖାସ ଧ୍ୟାନ ରଖିବା ନିହାତି ଆବଶ୍ୟକ ଅଟେ, ଯଦି କୌଣସି ମହିଳା ଏହି ସବୁ କଥାର ଧ୍ୟାନ ନରଖି ଭୁଲ କରିଥାଏ ତେବେ ସେହି ଘରେ ଦରିଦ୍ରତା ଆସିଥାଏ ଓ ରାହୁ କେତୁ ପ୍ରବେଶ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଛୋଟ ଝିଅ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମନା ଯାଇଥାଏ । ଯଦି ଆପଣ ଛୋଟ ଝିଅ ମାନଙ୍କ ଦ୍ଵାରା ଘରେ ଝାଡୁ ପୋଛା ଲଗାଇବେ ତା ହେଲେ ଆପଣଙ୍କ ଘରେ ଦରିଦ୍ରତା ଆସିଥାଏ ଓ ଶନି ଦେବତା ମଧ୍ୟ ରୁଷ୍ଠ ହୋଇଯାନ୍ତି ।

୨. ବନ୍ଧୁଗଣ ଯେତେବେଳେ କୌଣସି ମହିଳା ଘରେ ଝାଡୁ ପୋଛା କରୁଛି ସେତେବେଳେ ତାକୁ ପାଣିରେ କିଛି ଲୁଣ ମିଶାଇବା ନିହାତି ଆବଶ୍ୟକ । ଏହି ଲୁଣ ପାଣି ଦ୍ଵାରା ଘର ପୋଛିଲେ ସମସ୍ତ ଜୀବାଣୁ ନଷ୍ଟ ହେବା ସହ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଶେଷ ହୋଇଥାଏ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିଥାନ୍ତି ।

୩. ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଯେତେବେଳେ ସୂର୍ଯ୍ୟ ଅସ୍ତ ହେଇ ଯାଉଛନ୍ତି ସେତେବେଳେ କୌଣସି ମହିଳାକୁ ନିଜ ଘରେ ଝାଡୁ ପୋଛା ଲଗାଇବା ଉଚିତ ନୁହେଁ । କାରଣ ଏହି ସମୟ ସଫା ସୁତୁରା ପାଇଁ ଠିକ ହୋଇ ନଥାଏ । ଏହି ଭୁଲ ଦ୍ଵାରା ରାହୁ କେତୁ ଆପଣଙ୍କ ଘରେ ପ୍ରବେଶ କରନ୍ତି ଓ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଚାଲି ଯାଆନ୍ତି ।

୪. ବନ୍ଧୁଗଣ କେବେ ହେଲେ ବୃହସ୍ପତି ବାରରେ ଘରେ ଝାଡୁ ପୋଛା ଲଗାଇବା ଉଚିତ ନୁହେଁ । କାରଣ ବୃହସ୍ପତି ବାରକୁ ଗୁରୁ ମନା ଯାଇଥାଏ । ଏହି ଦିନରେ ଘରେ ଝାଡୁ ପୋଛା ଲଗାଇଲେ ଗୁରୁ ଦୁର୍ବଳ ହୋଇ ଯାଇଥାନ୍ତି । ଏହି ବୃହସ୍ପତି ବାର ଦିନ ଝାଡୁ ପୋଛା, ମାଂସ ର ସେବନ ଓ ପୋଷାକ ସଫା କରିବା ଦ୍ଵାରା ଘରର ସନ୍ତାନ ଓ ପତି ଉପରେ ବିପଦ ଆସିଥାଏ । ଏହା ସହିତ ଆପଣଙ୍କ ଘରେ ଦରିଦ୍ରତା ବାସ କରିଥାଏ । ତେଣୁ ଭୁଲ ସେ ମଧ୍ୟ ଏହି ସବୁ ଭୁଲକୁ କରିବେ ନାହିଁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *