ଭାରତରେ ଏଭଳି ଏକ ସ୍ଥାନ ଯେଉଁଠି ଟ୍ରେନ ଯାତ୍ରା କରୁଥିବା ସମୟରେ ଟ୍ରେନର ସମସ୍ତ ଲାଇଟ ବନ୍ଦ ହୋଇଯାଏ ? ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଘଟଣା

ନମସ୍କାର ବନ୍ଧୁଗଣ  । ସୂଚନା ମୁତାବକ ଭାରତରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ଟ୍ରେନ ଯାତ୍ରାକରୁଥିବା ବେଳେ ହଠାତ ବନ୍ଦ ହୋଇଯାଏ ଟ୍ରେନର ସମସ୍ତ ଲାଇଟ । ଆସନ୍ତୁ ଜାଣିବା ଏନେଇ କଣ କହିଲେ ଲୋକପାଇଲାଟ ?  ଟ୍ରେନ ଯାତ୍ରା କରୁଥିବା ସମୟରେ ସଂପୂର୍ଣ୍ଣ ଲାଇଟ ବନ୍ଦ ହୋଇଯାଏ ଓ ଯାତ୍ରୀମାନେ ଯାତ୍ରା କରନ୍ତି ।

ଏହି ଟ୍ରେନରେ ଆପେ ଆପେ ସମସ୍ତ ଲାଇଟ ବନ୍ଦ ହୋଇଯାଇଥାଏ । ଏହାକୁ ଅଧିକାଂଶ ଲୋକେ ବିଶ୍ଵାସକରନ୍ତି ନାହିଁ ମାତ୍ର ଏହା ଏକଦମ ସତ ଅଟେ । ଆପଣମାନେ ଯାତ୍ରା କରୁଥିବା ବେଳେ କୋଣସି ଏକ କାରଣରୁ ଲାଇଟ ଯିବା ଦେଖିଥିବେ କିନ୍ତୁ ଏହି ଟ୍ରେନରେ ଏହା ବାଧ୍ୟତାମୂଳକ ବନ୍ଦ ହୋଇଥାଏ ଏବଂ ଆପେ ଆପେ ।

ଚେନାଇର ଏକ ରେଳଷ୍ଟେସନ ନିକଟରେ ଏଭଳି ହୁଏ ଚେନାଇର ତାମ୍ବରମ ନାମ ଏକ ରେଳଷ୍ଟେସନ ରହିଛି ଏହି ଷ୍ଟେସନରେ ଏଭଳି ଘଟିଥାଏ । ଚେନାଇରେ ରେଳଯାତ୍ରା କରୁଥିବା ସମୟରେ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଥାଏ । ଏହା କେବଳ ଏହି ଟ୍ରେନ ସହ ଘଟିଥାଏ ଅନ୍ୟ କୋଣସି ଟ୍ରେନରେ ଏଭଳି ହୋଇନଥାଏ ।

କେବଳ ଲୋକାଲ ଟ୍ରେନମାନଙ୍କରେ ବିଦ୍ୟୁତ ବନ୍ଦ ହୋଇଥାଏ । ଏହି ଟ୍ରେନରେ ପ୍ରଥମ କରି ଯାତ୍ରା କରୁଥିବା ଯାତ୍ରୀମାନେ ଭୟଭୀତ ହୋଇଥାନ୍ତି । ପ୍ରତିଦିନ ଏଭଳି ଘଟେ ତେବେ ଆପଣଙ୍କୁ ପ୍ରଶ୍ନ ଆସିପାରେ ଏଭଳି କାହିଁକି ହୁଏ ବୋଲି ? ଏହାକୁ ନେଇ ଜଣେ ଲୋକପାଇଲଟ କହିଛନ୍ତି କି ଏହା ହେଉଛି ଦୂରତାର ଅଂଶ ଏହି ଛୋଟ ଅଂଶରେ କୋଣସି କରେନ୍ଟ ନାହିଁ । ଏହି ସ୍ଥାନ ଗୁଡିକୁ ପ୍ରାକୃତିକ ବିଭାଗ କୁହାଯାଏ ।

ଏପରି ରେଳ ତିଆରି କରିବାର ମୁଖ୍ୟ ଉଦେଶ୍ୟ ହେଲା ଅଭାରଇଟ ବୋଲଟେଜ ଓ କୁରେଣ୍ଟ ବ୍ୟଦାୟକୁ ରଖିବା । ଏହାକୁ କ୍ୟୁଟି କରେନ୍ଟ କୁହାଯାଏ । ଅନ୍ୟପକ୍ଷେ ଆପଣମାନେ ଜାଣିବେ ଯେ ଏକ୍ସପ୍ରେସ୍ ଟ୍ରେନର କୋଚ୍ ମାନଙ୍କୁ ପାଇଁ ପୃଥକ ବିଦ୍ୟୁତ ଯୋଗାଣ ରହିଥାଏ । ଯାହା ଫଳରେ ସେମାନଙ୍କୁ କୋଣସି ଅସୁବିଧା ହୋଇନଥାଏ ।

ଏଭଳି ପରିସ୍ଥିତିରେ ନୂତନ ସାଂପ୍ରତିକ ଜୋନ ଯୋଗୁଁ ଏଠାରୁ ଯାଉଥିବା ଲୋକାଲ ଟ୍ରେନର ଲାଇଟ ବନ୍ଦ ହୋଇଯାଇଥାଏ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *