ବିଶ୍ଵ cricket ରେ ପ୍ରଥମ ଥର ହେବାକୁ ଯାଉଛି ଏମିତି, ଇତିହାସ ରଚିବ Team India…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦିତୀୟ ଦିନିକିଆରେ ଟିମ ଇଣ୍ଡିଆ ରଚିବ ଇତିହାସ । ପ୍ରଥମ ଥର ପାଇଁ ବିଶ୍ଵକ୍ରିକେଟରେ ଏହିପରି ଭାବେ କିଛି ହେବା ପାଇଁ ଯାଉଅଛି । ତେବେ ୧୧ ଜଣ ବଛାବଛା ପ୍ଲେୟାରଙ୍କୁ ନେଇ ଟିମ ଇଣ୍ଡିଆ ଗଠନ କରାଯାଇଛି । ତେବେ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ମଧ୍ୟରେ ଦିତୀୟ ମ୍ଯାଚ ହେବା ପାଇଁ ଯାଉଛି । ଜାନୁଆରୀ ୨୧ ରେ ରାୟପୁରର ସହିଦବୀର ନାରାୟଣ ଆନ୍ତରଜାତୀୟ ଷ୍ଟାଡିୟମ ଠାରେ ଏହି ମ୍ଯାଚ ହେବା ପାଇଁ ଯାଉଛି ।

ତେବେ ଏହି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଯାଉଥିବା ମ୍ଯାଚ ପାଇଁ ଖେଳର ଜୋରଦାର ପ୍ରସ୍ତୁତି ଜାରୀ ରହିଛି । ତେବେ ଭାରାଟୀୟ ଦଳ ନିଜର ମ୍ଯାଚ ପ୍ରାକ୍ଟିସ ପାଇଁ ଜୋରଦାର ଲାଗିପଡିଛି । ତେବେ ଏହି ମ୍ଯାଚ ପାଇଁ ଗଠନ କରାଯାଇଥିବା ପ୍ଲେଈଂ ୧୧ ରେ ୩ ଜଣ ଦ୍ଵିଶତକ ହାସଲ କରିଥିବା ପ୍ଲେୟାରଙ୍କୁ ଖେଳିବାର ସୁଯୋଗ  ମଧ୍ୟ ମିଳିବ । ତେବେ ବିଶେଷ ଭାବରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ନିକଟରେ ପ୍ଲେଈଂ-11 ର ଚୟନ କରିସାରିଛନ୍ତି ।

ତେବେ ସେହି ପ୍ଲେଈଂ-11 ରେ ରୋହିତ ଶର୍ମା, ଶୁଭମନ ଗିଲ୍ ଓ ଈଶାନ କିଷାନ ମଇଦାନରେ ନଜର ଆସିବେ । ତେବେ ଦିତୀୟ ଦିନିକିଆ ମ୍ଯାଚରେ ଭାରତୀୟ ଦଳ ବହୁତ ଶୀଘ୍ର ଏକ ଇତିହାସ ରଚିବା ପାଇଁ ଯାଉଛି । ଯାହାଙ୍କୁ ଦେଖିବା ପାଇଁ ବହୁତ କ୍ରିକେଟ ପ୍ରେମୀଙ୍କର ଅପେକ୍ଷା ରହିଛି । ତେବେ ଏପରି ଭାବରେ ନିଜର ଖେଳର ଜଲ୍ବା ଦେଖାଇବାକୁ ଯାଉଛି । ଯାହା ଦ୍ଵାରା ଭାରତୀୟ ଟିମ ବିଶ୍ଵଦରବାରରେ ନିଜର ଆଉ ଏକ ଏକ ମଜଭୁତ ସ୍ଵତନ୍ତ୍ର ସ୍ଥାନ ଗଢିବା ପାଇଁ ଯାଉଛି ।

ତେବେ ଦିନିକିଆ ସିରିଜରେ ରୋହିତ ଶର୍ମା ୩ ଥର ଦ୍ଵିଶତକ ହାସଲ କରିଛନ୍ତି । ତେବେ ୨୦୨୨ ମସିହାରେ ବାଙ୍ଗଲାଦେଶ ବିପକ୍ଷରେ ମଧ୍ୟ ଈଶାନ କିଷାନ ଦ୍ଵିଶତକ ରଚିଥିଲେ ।  ତେବେ ସୁବମନ ଗିଲ୍ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ପ୍ରଥମ ଦିନିକିଆ ମ୍ଯାଚରେ ଦ୍ଵିଶତକ ହାସଲ କରିପାରେ ସକ୍ଷମ ହୋଇପାରିଛନ୍ତି । ତେବେ ବିଶ୍ଵରେ ଏପରି କୌଣସି ମଧ୍ୟ କ୍ରିକେଟ ଟିମ ନାହିଁ ।

ଯେ ୱାନ-ଡେ କ୍ରିକେଟରେ ଏପରି ୩ ଜଣ ଦ୍ଵିଶତକ ହାସଲ କରିଥିବା ପ୍ଲେୟାରଙ୍କୁ ଖେଳାଇଥିବେ । ତେବେ ଏହି ୩ ପ୍ଲେୟର ଯେଉଁ ମାନେ ଦ୍ଵିଶତକ ହାସଲ କରିଛନ୍ତି । ଏହା ସହିତ ଅନ୍ୟ ପ୍ଲେୟାର ମିଶି ଏଥର କିଛି କ୍ରିକେଟରେ ନୂଆ ଇତିହାସ ରଚନା କରିବା ପାଇଁ ଯାଉଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *