ବିରାଡି ରାସ୍ତା କାଟିଲେ ରୁହନ୍ତୁ ସାବଧାନ, ଏହି ଗୋଟିଏ ଉପାୟ କରନ୍ତୁ ଅଶୁଭ ଶୁଭ ହୋଇଯିବ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବା ରାସ୍ତା ରେ ଯାଉଥିବା ସମୟରେ ଯଦି ବିରାଡ଼ି ଆପଣଙ୍କ ରାସ୍ତା କାଟିଥାଏ ଅଥବା ଆପଣ ବିରାଡ଼ି କୁ ଦର୍ଶନ କରନ୍ତି ତେବେ ଆପଣଙ୍କୁ କଣ କରିବା ଉଚିତ । ତେବେ ଆସନ୍ତୁ ଜାଣିବା ବିରାଡ଼ି ଆପଣଙ୍କ ରାସ୍ତା କାଟିଲେ ଆପଣ ସେହି ଅଶୁଭ କୁ ଶୁଭ ଫଳରେ କିପରି ପରିଣତ କରିବେ ।

ବନ୍ଧୁଗଣ ଆପଣ ରାସ୍ତା ରେ ଚାଲି ଚାଲି ଅଥବା କୌଣସି ଯାନବାହନ ରେ ଯାଉଥିବା ସମୟରେ ଯଦି ଗୋଟିଏ ବିରାଡ଼ି ଟି ଆପଣଙ୍କ ରାସ୍ତା କାଟି ଆଗକୁ ଯାଇଥାଏ, ତେବେ ତାକୁ ଯାତ୍ରା ଦୋଷ କୁହାଯାଏ । ଏହାଦ୍ବାରା ଆପଣ ଯେଉଁ କାର୍ଯ୍ୟ ରେ ଯାଉଛନ୍ତି ସେଥିରେ ସଫଳ ହେବାର ସମ୍ଭାବନା ବହୁତ କମ ରହିଥାଏ । କେତେକ ସ୍ଥଳରେ ଏପରି ହେବା ଦ୍ଵାରା ଦୁର୍ଘଟଣା ହେବାର ମଧ୍ୟ ଆଶଙ୍କା ରହିଥାଏ । ଏହା ସହିତ କୌଣସି ବ୍ୟକ୍ତି ସହିତ କଳି ଝଗଡ଼ା ହେବାର ସମ୍ଭାବନା ମଧ୍ୟ ରହିଥାଏ ।

ବିରାଡ଼ି ରାସ୍ତା କାଟିବା ସହିତ ଯଦି ଆପଣ ରାସ୍ତା ରେ ଯାଉଥିବା ସମୟରେ ବିରାଡ଼ି ର ଦର୍ଶନ ମଧ୍ୟ କରିଥାନ୍ତି ତେବେ ମଧ୍ୟ ଅଶୁଭ ହୋଇଥାଏ । ସବୁ ଦୃଷ୍ଟି ରୁ ଦେଖିବାକୁ ଗଲେ ବିରାଡ଼ି ଆପଣଙ୍କ ରାସ୍ତା କାଟିବା ଓ ଆପଣ ରାସ୍ତା ରେ ଯାଉଥିବା ସମୟରେ ବିରାଡ଼ି ର ଦର୍ଶନ କରିବା ଆଦି ସମ୍ପୂର୍ଣ୍ଣ ଭାବରେ ଅଶୁଭ ଦାୟକ ହୋଇଥାଏ । ଏହି ସବୁ ଅଶୁଭ ଫଳ କୁ ଶୁଭ କରିବା ନିମନ୍ତେ ଏକ ଉପାୟ ରହିଛି ଆସନ୍ତୁ ଜାଣିବା ସେହି ଉପାୟ ଟି କଣ ।

କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ, ବିରାଡ଼ି କୁ ରାସ୍ତା ରେ ଦେଖିଲେ ବା ବିରାଡ଼ି ତାଙ୍କର ରାସ୍ତା କାଟିଲେ ସେମାନେ ୭ ଥର ପଛକୁ ପାଦ ପକାଇ ଥାଆନ୍ତି । ବନ୍ଧୁଗଣ ଯଦି ଆପଣ ରାସ୍ତା ରେ ଯାଉଥିବା ସମୟରେ ବିରାଡ଼ି ଆପଣଙ୍କ ରାସ୍ତା କାଟିଥାଏ ତେବେ ଆପଣଙ୍କୁ ଗୋଟିଏ ମନ୍ତ୍ର ର ଉଚ୍ଚାରଣ ୭ଥର କରିବାକୁ ପଡ଼ିବ ।

ଆପଣ ଚାହିଁଲେ ୭ ପାଦ ପଛକୁ ପକାଇ ଏହି ମନ୍ତ୍ର କହି ପାରିବେ ଅଥବା ଆପଣ ରାସ୍ତା ରେ ଛିଡ଼ା ହୋଇ ମଧ୍ୟ ଏହି ମନ୍ତ୍ର ଉଚ୍ଚାରଣ କରି ପାରିବେ । ସେହି ମନ୍ତ୍ର ଟି ହେଉଛି, ‘ରାଜା ରାମଚନ୍ଦ୍ରରି କାଣ ମନ୍ନୀଥାରେ ଆଡ଼ିଆବେ ଆଂସ’ । ଏହି ମନ୍ତ୍ର ସମ୍ବନ୍ଧରେ ପୁସ୍ତକାଦି ରେ ମଧ୍ୟ ବର୍ଣ୍ଣନା କରାଯାଇଛି ।

ତେବେ ବନ୍ଧୁଗଣ ଯଦି ଆପଣ ରାସ୍ତା ରେ ଯାଉଥିବା ସମୟରେ ବିରାଡ଼ି ଆପଣଙ୍କ ରାସ୍ତା କୁ କାଟିଥାଏ ଅଥବା ଆପଣ ବିରାଡ଼ି ର ଦର୍ଶନ କରୁଛନ୍ତି ତେବେ ଏହି ମନ୍ତ୍ର କୁ ୭ ଥର ଉଚ୍ଚାରଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ କୌଣସି କ୍ଷତି ହେବ ନାହିଁ ଏବଂ ସମସ୍ତ ଅଶୁଭ ଫଳ ଶୁଭ ରେ ପରିଣତ ହୋଇଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *