Bhubaneswar ର Bindusagar ରେ ଅଘଟଣ ! ଚପଲ ସ୍କୁଟି ରଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ଏପରି ସବୁ ଘଟଣା ଘ-ଟୁ-ଛି ଯାହା ସମସ୍ତଙ୍କ ମନରେ ଚିନ୍ତାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକର ଚର୍ଚା ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ହେଇଛି । ଗତ କିଛି ସମୟ ହେବ ଏକ ଖବର ବହୁତ ଚର୍ଚାରେ ଅଛି ଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଭୁବନେଶ୍ୱର ବିନ୍ଦୁସାଗରରୁ ଜଣେ ଯୁବକଙ୍କ ମୃ-ତ-ଦେ-ହ ଉ-ଦ୍ଧା-ର ହୋଇଛି। ଯାହା ସାମାନ୍ତରାପୁରର ଜଣେ ଯୁବକଙ୍କର ବୋଲି କୁହାଯାଉଛି । ତେବେ ମୃ-ତ୍ୟୁ ପଛରେ ପାରିବାରିକ ଟେ-ନ-ସ-ନ ବୋଲି କୁହାଯାଉଛି । ବନ୍ଧୁଗଣ ଗତ କାଲି ରାତିରେ ପୋଲିସକୁ ଖବର ଆସିଥିଲା ଯେ, ଜଣେ ଯୁବକ ଭୁବନେଶ୍ୱର ବିନ୍ଦୁସାଗରରେ ଆ-ତ୍ମ-ହ-ତ୍ୟା କରିଛି ।

ଖବର ପାଇବା ମାତ୍ରେ ପୋଲିସ ବିଭାଗ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଥିଲେ ଓ ଲୋକାଲ ଲୋକ ମାନଙ୍କୁ ସହାୟତା ପାଇଁ ଡକାଇ ଥିଲେ । ହେଲେ ରାତି ୧୨ଟାରେ ଲୋକମାନେ ପାଣିରେ ବୁ-ଡି-ବା ପାଇଁ ମନା କରିଥିଲେ ଯାହା ଫଳରେ ଓଡ୍ରାଫ ଟିମକୁ ଘ-ଟ-ଣା ସ୍ଥଳରେ ଡକା ଯାଇଥିଲା । ଯୁବକ ଜଣକ ନିଜ ସ୍କୁଟି ଓ ଚପଲ ରଖି ପାଣିକୁ ଡେ-ଇଁ ଥିଲେ । ପ୍ରଥମେ ସେମାନେ ବିନ୍ଦୁ ସାଗର ତୁଠରେ ଯେଉଁଠି ଲୋକମାନେ ଗାଧୋଇ ଥାନ୍ତି ସେହି ସ୍ଥାନରୁ ଖୋ-ଜି-ବା ଆରମ୍ଭ କରିଲେ ହେଲେ କିଛି ଖାସ ଫଳ ମିଳିଲା ନାହିଁ ।

ଏହା ପରେ ଯୁବକ ନିଜ ଚପଲ ଯେଉଁଠି ରଖିଥିଲେ ସେହି ସ୍ଥାନରୁ ତାଙ୍କୁ ଖୋଜା ଯାଇଥିଲା ଓ ଓଡ୍ରାଫ ଟିମ ସଫଳ ହୋଇଥିଲେ । ଗତ କାଲି ରାତି ୧୨ଟାରୁ ୩ଟା ପର୍ଯ୍ୟନ୍ତ ଓଡ୍ରାଫ ଟିମ ଯୁବକଙ୍କ ମୃ-ତ ଦେହ ଉଧାର ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ହେଲେ ତାଙ୍କୁ କିଛି ଖାସ ସଫଳତା ମିଳିନଥିଲା । କିନ୍ତୁ ଆଜି ସକାଳ ସମୟରେ ସେ ପୁଣି ଉଧାର କାର୍ଯ୍ୟ ଜାରି ରଖି ନିଜ ମିସନରେ ସଫଳତା ପାଇଲେ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *