ବିନା ନୋଟିସରେ ଉଚ୍ଛେଦ ! ମହିଳା ରାସ୍ତା ମଝିରେ କଲେ ହାଇଡ୍ରାମା, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ମହିଳା ଏକ ବ୍ୟକ୍ତିଙ୍କୁ ଜବରଦସ୍ତ ମାଆଡ ମାଆରୁଥିବାର ନଜର ଆସୁଛନ୍ତି ।

ସେହି ବ୍ୟକ୍ତି ଜଣକ ମହିଳାଙ୍କର କିଛି ଜିନିଷକୁ ବିଏମସି ଗାଡିରେ ପକେଇ ନେବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ସେହି ସମୟରେ ମହିଳା ଜଣକ ବ୍ୟକ୍ତିଙ୍କୁ ଠେଲୁ ଛନ୍ତି ଆଉ ବ୍ୟକ୍ତିଙ୍କ ବେକକୁ ଧରି ପଛକୁ କରିଦେଉଛନ୍ତି । ଅନ୍ୟ ଲୋକମାନେ ସେଠାରେ ଛିଡା ହୋଇ ସବୁ କିଛି ଦେଖୁଛନ୍ତି ଆଉ ଭିଡିଓ କରୁଛନ୍ତି । ବ୍ୟକ୍ତିଙ୍କୁ ଠେଲିବା ପରେ ମହିଳା ଜଣକ ନିଜ ଜିନିଷ ଉପରେ ଛିଡା ହୋଇଯାଉଛନ୍ତି ।

ତେବେ ବନ୍ଧୁଗଣ ମହିଳା ଜଣକ ଅନ୍ୟ ଆଡେ ଚାହିଁବା ବେଳେ ଅନ୍ୟ ବ୍ୟକ୍ତି ତାଙ୍କ ଜିନିଷକୁ ନଗର ନିଗମ ଟ୍ରାକ୍ଟରରେ ପକେଇ ଦେଉଛି ହେଲେ ମହିଳା ପୁଣି ଟ୍ରାକ୍ଟରରୁ ନିଜ ଜିନିଷ ଆଣି ତଳେ ପକାଉଛନ୍ତି । ମହିଳା ଜଣକ ନିଜ ଜିନିଷ ଉପରେ ବସି ଯାଉଛନ୍ତି ଆଉ ଲୋକ ମାନଙ୍କୁ ଗାଳି ଦେଉଛନ୍ତି । ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ବ୍ରହ୍ମପୁରରେ ଦେଖିବାକୁ ମିଳିଛି ।

ଏହି ମହିଳାଙ୍କ ଏଭଳି ବ୍ୟବହାରକୁ ନେଇ ଅନେକ ଲୋକ ଆପତ୍ତି ଯତାଇ ଛନ୍ତି । ମହିଳାଙ୍କ ମତରେ ମୋ ଜିନିଷ ମୁଁ ଛାଡିବିନି । ତେବେ ବନ୍ଧୁଗଣ ଏହି ଘଟଣାର ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published.