ବିଲେଇ କୁ ମାରି ଘରେ ଲୁଚି ବସିଲା ଏହି ଭୟଙ୍କର ରାଗି ନାଗ (Angry Cobra), ରାଗରେ ନିଜକୁ ହିଁ କାମୁଡି ଦେଲା, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ଏହି ଦୁନିଆରେ ସାପର ଅନେକ ପ୍ରଜାତି ଅଛି ହେଲେ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ପୁରାତନ କାଳରୁ ନାଗ ସାପକୁ ପୂଜା କରାଯାଏ କାରଣ ନାଗ ସାପକୁ ଭଗବାନ ଶିବ ସବୁବେଳେ ନିଜ ବେକରେ ଧାରଣ କରନ୍ତି । ନାଗ ସାପ ସହ ଜଡିତ ଅନେକ ଘଟଣା ଓ ଖବର ବିଷୟରେ ଆପଣ ମାନେ ଜାଣିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ ।


ବନ୍ଧୁଗଣ ଗତ କିଛି ସମୟ ହେବ ଏହି ଘଟଣାର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛି ଓ ଲୋକମାନେ ଏହି ଘଟଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଏକ ଘରେ ଗୋଟେ ନାଗ ସାପ ବିଲେଇ ମା-ରି ପ-ଶି ଯାଇଥିଲା । ସାପଟି ଘର ଭିତରେ ଥିବା ସିମେଣ୍ଟ ବସ୍ତା ଭିତରେ ଲୁ-ଚି ରହିଥିଲା ।

ବିଷଧର ନାଗ ସାପକୁ ଦେଖି ପରିବାର ଲୋକଙ୍କ ହୋ-ସ ଉଡି ଯାଇଥିଲା ଓ ପରିବାର ଲୋକ ଏକ ସାପ ଧରାଳିକୁ ଡକାଇ ଥିଲେ । ବନ୍ଧୁଗଣ ନାଗ ସାପର ଗ-ର୍ଜ-ନ ସେହି ଭିଡିଓରେ ଶୁଣିବାକୁ ମିଳିଛି । ନାଗ ସାପକୁ ଉଧାର କରିବା ପରେ ସାପଟିର କ୍ରୋ-ଧ ଦେଖିବାକୁ ମିଳିଛି । ନାଗ ସାପର ଭୟଙ୍କର ଗ-ର୍ଜ-ନ ଶୁଣି ଗାଁ ଲୋକ ମାନଙ୍କ ହୋ-ସ ଉଡିଯାଇଥିଲା ।

https://www.youtube.com/watch?v=8ulFXDM1zPU

ଶୋଭାଗ୍ୟ ବଶତଃ ନାଗ ସାପଟି କାହାର କ୍ଷତି କରି ନଥିଲା । ସାପ ଧରାଳି ଜଣକ ବହୁତ ସାବଧାନତାର ସହ ସାପକୁ ଉଧାର କରିଥିଲେ ଓ ଜଙ୍ଗଲରେ ନେଇ ଛାଡିଥିଲେ । ତା ହେଲେ ବନ୍ଧୁଗଣ ଏହି ନାଗ ସାପର ଗ-ର୍ଜ-ନ ଶୁଣି ଆପଣ ମାନଙ୍କୁ କେମିତି ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *