Supreme Court ର ସବୁଠୁ ବଡ ନିଷ୍ପତ୍ତି ! ବୋହୂ ବାପଘର ସବୁ ଜିନିଷ ଯୌତୁକ

ତେବେ ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ବର୍ତ୍ତମାନ ଘର ବନେଇବା ପାଇଁ ଟଙ୍କା ମାଗିବାକୁ ଅପରାଆଧ କୁହାଯିବ । ବର୍ତ୍ତମାନ ସମୟରେ ଯୌତୁକର ପରିଭାଷା ବ୍ୟାପକ ହେବା ଉଚିତ ଏଥିପାଇଁ କନ୍ୟା ଘରୁ ଆସିଥିବା ସମସ୍ତ ଜିନିଷ ତଥା ଦାବି କରାଯାଉଥିବା ଜିନିଷ ଗୁଡିକୁ ଯୌତୁକ ଭାବେ ପରିଗଣିତ କରାଯିବ ।

ବନ୍ଧୁଗଣ ପ୍ରାଚୀନ କାଳରୁ ଆମ ହିନ୍ଦୁ ଧର୍ମ ବିବାହରେ ଯୌତୁକ ପ୍ରଥା ରହି ଆସିଛି । ବର୍ତ୍ତମାନର ସମୟରେ ଝିଅ ବାହାଘର ପାଇଁ ବାପା ମା ଝିଅ ଜନ୍ମ ହେବା ମାତ୍ରେ ତାର ଯୌତୁକ ଟଙ୍କା ସଞ୍ଚୟ କରୁଛନ୍ତି । ପୁଅ ବାଲା ଘର ଯାହା ଡିମାଣ୍ଡ କରିବେ ତାକୁ ମାନି ବାକୁ ବାଧ୍ୟ ହୁଅନ୍ତି ଝିଅ ଘର ଏଣିକି କାର ହେଉ ବା ଟଙ୍କା ଝିଅର ଖୁସି ପାଇଁ ବାପା ଯୌତୁକ ଦେଇଥାନ୍ତି ।

ହେଲେ ବନ୍ଧୁଗଣ ବର୍ତ୍ତମାନ ଯୌତୁକ ସମ୍ପର୍କରେ ସୁପ୍ରିମ କୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇ ଛନ୍ତି । ଜମି ବାଡି, ସମ୍ପତ୍ତି, ସୁନା ରୂପା ଓ ଘର ନିର୍ମାଣ ଜନିତ ସମସ୍ତ ଜିନିଷ ଯୌତୁକ ଜନିତ ଅପରାଧ ବୋଲି କୁହାଯିବ । ସୁପ୍ରିମ କୋର୍ଟ ବିଚାରପତି ଜଜ୍ ଏସଏନ ଭୋପାନ ଓ ଜଜ୍ ହିମା କୋହିଲିଙ୍କୁ ନେଇ ଗଠିତ ଏକ ବେଞ୍ଚ ଏହି ରାୟ ଶୁଣାଇ ଛନ୍ତି । ସମ୍ପତ୍ତି ଜନିତ ଯେକୌଣସି ଶ୍ରେଣୀରେ ଅର୍ଥାତ ଆଇପିସି ଧାରା ୩୦୪B ଓ ଆତ୍ମତହତୟା ପାଇଁ ଉତ୍ସଇବା ଅପରାଆଧରେ ଅନ୍ତର୍ଭୁକ୍ତ ହେବ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛି ।

ଏହି ମାମଲାର ବିଚାର କରି ସୁପ୍ରିମ କୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇ ଛନ୍ତି । ଜଣେ ମହିଳାଙ୍କ ଠାରୁ ଘର ନିର୍ମାଣ ପାଇଁ ଅଭିଯୁକ୍ତ ସ୍ଵାମୀ ଓ ଶଶୁର ବାରମ୍ବାର ଟଙ୍କା ଦାବି କରୁଥିଲେ ହେଲେ ମହିଳାଙ୍କ ପରିବାର ଲୋକେ ଟଙ୍କା ଦେବା ପାଇଁ ସମର୍ଥ ନଥିଲେ । ଏହା ପରେ ଅଭିଯୁକ୍ତ ସ୍ଵାମୀ ଟଙ୍କା ପାଇଁ ମହିଳାଙ୍କୁ ହଇରାଣ କରିବା ସହ ଶାରୀରିକ ଓ ମାନସିକ ଯନ୍ତ୍ରଣଣା ଦେଇଥିଲେ ।

ଯାହାଫଳରେ ମହିଳା ଜଣକ ଆତ୍ମତହତୟା କରିଥିଲେ । ତେବେ ଏହି ମାମଲାକୁ ନେଇ ସୁପ୍ରିମ କୋର୍ଟ ଏକ ବଡ ରାୟ ଶୁଣାଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *