ACF Soumya Ranjn ଡେଥ ମିଷ୍ଟ୍ରି: ବିଦ୍ୟାଭାରତୀଙ୍କୁ ଜେରା କଲେ ତଦନ୍ତକାରୀ ଟୀମ, ପଚରାଗଲା ଏହି ସବୁ ସାଂଘାତିକ ପ୍ରଶ୍ନ, ଦେଖନ୍ତୁ Video

ବନ୍ଧୁଗଣ, ପାରଳଖମୁଣ୍ଡି ACF ସୌମ୍ୟଙ୍କ ମୃ-ତ୍ୟୁ ଘଟଣା କୁ ଅନେକ ଦିନ ବୀତି ଗଲାଣି ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମୃ-ତ୍ୟୁ ପଛର ରହସ୍ୟ ଜଣା ପଡି ନାହିଁ । ପୋଲିସ ନିଜର କାର୍ଯ୍ୟ କରୁଥିଲେ ମଧ୍ୟ ସଂପୂର୍ଣ୍ଣ ସତ୍ୟତା ସାମ୍ନା କୁ ଆସି ନାହିଁ । ମାତ୍ର ବର୍ତ୍ତମାନ ବିଦ୍ୟା ରହିଛନ୍ତି ପ୍ରଶ୍ନ ଘେରରେ ।

ବିଦ୍ୟାଙ୍କୁ କିଛି ଏଭଳି ପ୍ରଶ୍ନ ପଚାରି ଯାଇଥିଲା ଯାହା ବହୁତ ଆଗରୁ ଲୋକଲୋଚନାକୁ ଆସିଥିଲା । ସେହି ପ୍ରଶ୍ନ ଗୁଡିକ ହେଉଛି, ଭା-ଇ-ରା-ଲ ହୋଇଥିବା ୫ ଟି ଚିଠି କିଏ ଲେଖିଥିଲା ? ଏହି ଚିଠି କାହା ଉଦେଶ୍ୟରେ ଲେଖା ଯାଇଥିଲା ? ଯଦି ଏହା ସୌମ୍ୟ ଙ୍କ ଉଦେଶ୍ୟରେ ଲେଖା ଯାଇଥିଲା ତେବେ ଏତେ ଘୃଣା କରୁଥିଲେ କାହିଁକି ? ସୌମ୍ୟଙ୍କ ସହିତ ଥିବା ବାର୍ତ୍ତାଳାପ ଅଡିଓ କିଏ ଭା-ଇ-ରା-ଲ କରିଥିଲା ? ଏହି ଅଡିଓ ରେ ସୌମ୍ୟ ଙ୍କର ଅନ୍ୟ ଝିଅ ସହିତ ସମ୍ପର୍କ ଥିବା କୁହା ଯାଇଅଛି ।

ଏହା ସୌମ୍ୟ ଏବଂ ବିଦ୍ୟା ର ନା ନାହିଁ ? ସୌମ୍ୟ ଙ୍କର ଅନ୍ୟ ଝିଅ ସାଙ୍ଗେ ସମ୍ପର୍କ ସମ୍ବନ୍ଧରେ ତୁମ୍ଭେ କଣ ଜାଣିଛ ? ତୁମ୍ଭ ନାମ ସହିତ ଜଡିତ ଥିବା ବ୍ୟକ୍ତି ଙ୍କୁ ତୁମ୍ଭେ କିଭଳି ଜାଣିଛ ? ବଲାଙ୍ଗୀର ବିବାହ ପାର୍ଟି କୁ ନେଇ ତୁମ୍ଭର ମତ କଣ ? ସେଠାରେ ତୁମ୍ଭ ସହିତ ପଢୁଥିବା ଅକ୍ଷୟ ତଥା ଜ୍ୟୋତି କିଏ ? ବିବାହ ପରେ ସେମାନଙ୍କ ସହିତ ସମ୍ପର୍କ ରଖିଥିଲ ନା ନାହିଁ ? ସେଦିନ ରାତିରେ ସୌମ୍ୟ ପୋ-ଡି ହୋଇଥିଲେ କିଭଳି ?

ଏହିଭଳି ଏନେକ ପ୍ରଶ୍ନ ପଚାରି ଥିଲେ ତଦନ୍ତ କାରୀ ଅଫିସର “ବିବେକନନ୍ଦ ସ୍ଵାଇଁ” । ମାତ୍ର ବିଦ୍ୟା ନିର୍ଭୀକ ଥିଲେ । ବିଦ୍ୟା କିଛି ପ୍ରଶ୍ନ ର ଉତ୍ତର ଦେଇଥିବା ବେଳେ ଅନ୍ୟ କିଛି ପ୍ରଶ୍ନ ର ଉତ୍ତର ଦେଇ ନଥିଲେ । ତେବେ ବିଦ୍ୟା କଣ ଲୁଚାଇ ଆସୁଛନ୍ତି ପୋଲିସ ଆଗରେ ? ସତ କଣ ? ମାତ୍ର ଡ୍ରାଇଭର ଦିବାକର ମହାପାତ୍ର ଙ୍କୁ ଜେରା ପରେ ସେଦିନ କଣ ହୋଇଥିଲା ବିଦ୍ୟା ତଥା ତାଙ୍କ ପରିବାର ଙ୍କ ମଧ୍ୟରେ ତାହା ସଂପୂର୍ଣ୍ଣ ରୂପେ ଜଣା ପଡିଯିବ ।

ପୂର୍ବରୁ ସୌମ୍ୟ ଙ୍କ ବାପା ଅନେକ ପ୍ରଶ୍ନ ରଖିଥିଲେ, ଯଥା ବ୍ୟାଚଲର ପାର୍ଟି ରେ କିଏ କିଏ ଥିଲେ ? ମୋ ପୁଅ କାହିଁକି ସେଥିରେ ସାମିଲ ନଥିଲା ? ବିଦ୍ୟା ଯେଉଁ ପୁରୁଷ ସଙ୍ଗେ ଫଟୋ ଉଠାଇ ମୋ ପୁଅ ପାଖକୁ ପଠାଇଥିଲା ସେ ପିଲା କିଏ ? ଏବଂ ବିଦ୍ୟା ସବୁ ସମ୍ପତ୍ତି ର ଏଗ୍ରିମେଣ୍ଟ ନିଜ ନାମ ରେ କରାଇବାର କଣ କାରଣ ଥିଲା ?

ଏଭଳି ଅନେକ ପ୍ରଶ୍ନ ମି-ଡି-ଆ ସମୁଖରେ ରଖିଥିଲେ ସୌମ୍ୟଙ୍କ ବାପା । ସୌମ୍ୟ ଙ୍କ ପରିବାର ଲୋକେ ବାରମ୍ଭର ଅଭିଯୋଗ କରିଆସୁଛନ୍ତି ଯେ ବିଦ୍ୟାଭାରତୀ ତାଙ୍କ ପୁଅ କୁ ମା-ରି ଦେଇଅଛି । ମାତ୍ର ପୋଲିସ ର ତଦନ୍ତ ଏ ପର୍ଯ୍ୟନ୍ତ ଶେଷ ହେଉ ନାହିଁ ।

ଜଣେ ମା ଯେତେବେଳେ ନିଜ ସନ୍ତାନ କୁ ହରାଇ ବସେ ତାହାର ଆକଳନ ତଥା କ୍ଷତି ପୂରଣ କେହି କରିପାରିବେନି ଅବଶ୍ୟ ମାତ୍ର ଆମ୍ଭେ ସରକାର ଙ୍କୁ ଏବଂ ଆମ୍ଭ ଆଇନ ଅଧିକାରୀ ମାନଙ୍କୁ ନିବେଦନ କରୁଅଛୁ ଯେ, ମୃ-ତ ସୌମ୍ୟଙ୍କୁ ଉଚିତ ନ୍ୟାୟ ମିଳୁ । ବନ୍ଧୁଗଣ ଏହି ପ୍ରସଙ୍ଗ ରେ ଆପଣଙ୍କ ମତାମତ କଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *