ଦେଖନ୍ତୁ ବିଧାୟକ ହେବା ପରେ ପରିବାର ସହିତ Rudra Maharathy ଙ୍କ କିଛି ଖୁଶିର ମୂହୁର୍ତ୍ତ, ଦେଖନ୍ତୁ Video

ବନ୍ଧୁଗଣ ପିପିଲି ନିର୍ବାଚନରେ ବିଜୟର ଟିକା ପିନ୍ଧି ଛନ୍ତି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ । ତେବେ ଗତ କାଲି ଥିଲା ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ଶ୍ରାଦ୍ଧ ବାର୍ଷିକ । ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ପୁଅ ରୁଦ୍ର ମହାରଥୀ ବିଜୟର ଟିକା ପିନ୍ଧି ଛନ୍ତି । ତେଣୁ ଏହି ଦିନଟିକୁ ମନ ରଖିବା ପାଇଁ ପ୍ରଦୀପ ମହାରଥୀଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷରେ ତାଙ୍କର ଗୋଟେ ବିରାଟ ବଡ ଷ୍ଟାଚୁ ନିର୍ମାଣ କରାଯାଇଛି ଓ ଏହି ଷ୍ଟାଚୁକୁ ପ୍ରଦୀପଙ୍କ ପୁଅ ରୁଦ୍ର ମହାରଥୀ ଉଦ୍ଘାଟନ କରିଛନ୍ତି ।

ଗତ କାଲି ଷ୍ଟାଚ୍ୟୁର ଉଦ୍ଘାଟନ ପରେ ତାଙ୍କ ଭୋଟିଙ୍ଗର ଗଣତି ଆରମ୍ଭ ହୋଇଥିଲା ଓ ଶେଷରେ ବିଜୟର ମୁକୁଟ ପିନ୍ଧିଲେ ରୁଦ୍ର ପ୍ରତାପ ମହାରଥୀ । ତେବେ ରୁଦ୍ର ଜିତିଥିବା ଖୁସିରେ ତାଙ୍କ ପରିବାର ଲୋକେ ବେସ ଅଧିକ ଖୁସି ଅଛନ୍ତି । ରୁଦ୍ର ବିଜୟର ମୁକୁଟ ପିନ୍ଧିବା ପରେ ତାଙ୍କ ମା, ଭଉଣୀ, ଭେଣେଇ, ସ୍ତ୍ରୀ ଓ ଝିଅ ସମସ୍ତେ ବହୁତ ଅଧିକ ଖୁସି ଅଛନ୍ତି । ଏବେ ତାଙ୍କ ପରିବାରରେ ଖୁସିର ମାହୋଲ ଅଛି ।

 

ସୋ-ସି-ଆ-ଲ ମି-ଡି-ଆରେ ରୁଦ୍ର ପ୍ରତାପ ମହାରଥୀଙ୍କ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଯାହାକୁ ନେଇ ବର୍ତ୍ତମାନ ଚର୍ଚା ହେଉଛି । ରୁଦ୍ରଙ୍କ ଏହି ବିଜୟ ପାଇଁ କେତେକ ବଡ ବଡ ରାଜନୀତିଜ୍ଞ ତାଙ୍କୁ ସୁବେଚ୍ଚା ଜଣାଇଛନ୍ତି । ଅନ୍ୟ ପକ୍ଷରେ ପିପିଲି ବାସୀ ମଧ୍ୟ ପ୍ରଦୀପଙ୍କ ଏହି ବିଜୟ ପାଇଁ ବହୁତ ଖୁସି ଅଛନ୍ତି । ସ୍ଵର୍ଗତ ପ୍ରଦୀପ ମହାରଥୀ ପିପିଲି ବାସୀ ମାନଙ୍କ ପାଇଁ ବହୁତ କିଛି ଭଲ କାମ କରି ଥିଲେ ।

ସମସ୍ତଙ୍କ ଆଶା ଏହା ଅଛି ଯେ, ନିଜ ବାପାଙ୍କ ପରି ରୁଦ୍ର ମଧ୍ୟ ପିପିଲିର କାର୍ଯ୍ୟ ଭାର ବହୁତ ଦାଇତ୍ଵର ସହ ସମ୍ଭାଳିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *