‘ରାକ୍ଷସଗିରି କଲା ରକ୍ଷସ ଭଳିଆ କୁଟା ଖାଇଲା, ଏତେ ନିଷ୍ଠୁର ସେ…’ ବାଣପୁର ଅଘଟଣ ମାମଲାରେ ବିଧାୟକ ଜଗ୍ଗଦେବଙ୍କ ଉପରେ ଗର୍ଜିଲେ Sura Routaray, ଆଉ ଯାହା କହିଲେ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କାଲି ସାରା ଓଡିଶାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା । ଗତ କାଲି ଖରାବେଳ ସମୟରେ କେବଳ ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ସମସ୍ତ ସ୍ଥାନରେ ଏହି ଘଟଣାର ଚର୍ଚ୍ଚା ଜୋର ସୋରରେ ହେଉଛି । ଗତ କାଲି ଆପଣ ମାନେ ବି ଏକ ଖବର ଶୁଣିଥିବେ ଯେ, ବନ୍ଧୁଗଣ ଜଣେ ବିଧାୟକ ମଦ୍ୟପାନ କରି ରାସ୍ତା ଉପରେ ଗାଡି ଚଲାଉ ଥିଲେ ଓ ନିଜ ହୋସ ଉଡାଇ ଲୋକ ମାନଙ୍କ ଉପରେ ଗାଡି ଚଢାଇ ଦେଇଛନ୍ତି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ବିଧାୟକ ଜଣକ ହେଉଛନ୍ତି ଚିଲିକାର ବିଧାୟକ ।

ଗାଡି ଚଢାଇବା ପରେ ଯାହା ଘଟିଥିଲା ତାହା ଅତ୍ୟନ୍ତ ଦୁଃଖ ଦାୟକ । ତେବେ ଅନେକ ଲୋକ ଏହି ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଚିଲିକା ବିଧାୟକ ମଦ ପିଇକି ଗାଡି ଚଢାଇ ଦେଲେ । ଆଖି ବୁଜିବା ମାତ୍ରକେ ସମସ୍ତଙ୍କ ଉପରକୁ ଗାଡି ଚଢିଗଲା । ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ ହୋଇଛି ।

ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ କରାଯାଇଛି । ଏଥିରେ ବିଧାୟକ ଲହୁଲୁହାଣ ହୋଇଛନ୍ତି । ବନ୍ଧୁଗଣ ଏହି ଘଟଣା ଘଟିବା ପରେ ଆଜି କଂଗ୍ରେସ ନେତା ସୁର ରାଉତରାୟ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ସୁର ଭାଇ କଣ କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁର ଭାଇ କହିଛନ୍ତି-‘ମୁଁ ବି ଏମଏଲଏ ସେ ବି ଏମଏଲଏ ସାନ ଭାଇଟେ ହେଲେ ଏତେ ନିଷ୍ଟୁର ରାକ୍ଷସ ଚରିତ୍ର । ତମେ ଜବରଦସ୍ତ ଗାଡି ଚଳାଇ ଲୋକଙ୍କୁ ମଡେଇ ଦେବ । ଏଗୁଡାକ ଘୋର ଅନ୍ୟାୟ ହୋଇଛି । ଅବଶ୍ୟ ସେଠିକା ଲୋକଙ୍କୁ ଧନ୍ୟବାଦ ତାକୁ ଉତ୍ତମ ମଧ୍ୟମ ଯେଉଁ ଦେଇଛନ୍ତି ସେ ଆଉ ଜୀବନରେ ଗଣ୍ଡୋଗଳ କରିବ ନାହିଁ । ସେ ଯେମିତି ରାକ୍ଷସଗିରି କଲା ତାକୁ ସେମିତି ଲୋକମାନେ ରକ୍ଷସ ଭଳିଆ କୁଟି ଛନ୍ତି । ସରିଗଲା ତାର ଗଣ୍ଡୋଗଳ’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ପ୍ରତିକ୍ରିୟା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *