‘ମୋ ଉପରକୁ ଗାଡି ଚଢାଇଦେଲେ ବିଧାୟକ’ ବିଧାୟକଙ୍କ ଏମିତି କାଣ୍ଡ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଘଟଣାଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଜଣେ ବିଧାୟକ ମଦ୍ୟପାନ କରି ରାସ୍ତା ଉପରେ ଗାଡି ଚଲାଉ ଥିଲେ ଓ ନିଜ ହୋସ ଉଡାଇ ଲୋକ ମାନଙ୍କ ଉପରେ ଗାଡି ଚଢାଇ ଦେଇଛନ୍ତି ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ବିଧାୟକ ଜଣକ ହେଉଛନ୍ତି ଚିଲିକାର ବିଧାୟକ । ଗାଡି ଚଢାଇବା ପରେ ଯାହା ଘଟିଥିଲା ତାହା ଅତ୍ୟନ୍ତ ଦୁଃଖ ଦାୟକ । ତେବେ ଅନେକ ଲୋକ ଏହି ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।  ଚିଲିକା ବିଧାୟକ ମଦ ପିଇକି ଗାଡି ଚଢାଇ ଦେଲେ । ଆଖି ବୁଜିବା ମାତ୍ରକେ ସମସ୍ତଙ୍କ ଉପରକୁ ଗାଡି ଚଢିଗଲା ।

ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ ହୋଇଛି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ କରାଯାଇଛି । ଏଥିରେ ବିଧାୟକ ଲହୁଲୁହାଣ ହୋଇଛନ୍ତି । ବନ୍ଧୁଗଣ ବିଧାୟକ ଜଣକ ଯେଉଁ ମାନଙ୍କ ଉପରେ ଗାଡି ଚଢାଇ ଛନ୍ତି ତାଙ୍କ ମଧ୍ୟରେ ଜଣେ ମହିଳା ପୋଲିସ ବାଲା ବି ଅଛନ୍ତି । ଗତ କିଛି ସମୟ ହେବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣାଟି ଘଟିବା ପରେ ମହିଳା ପୋଲିସ ଜଣକ ଭିଡିଓରେ କାନ୍ଦୁ ଥିବାର ନଜର ଆସୁଛନ୍ତି । ମହିଳା ପୋଲିସ ଜଣକ ବହୁତ କଷ୍ଟରେ ଥିବାରୁ ସେ କିଛି କହିପାରୁ ନାହାନ୍ତି । ତେବେ ବନ୍ଧୁଗଣ ଏହି ଘଟଣାକୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ଏଭଳି ଅଭାବନୀୟ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *