ଦେଖନ୍ତୁ Viral ଭିଡ଼ିଓ : BJD ବିଧାୟକଙ୍କ ନିଜ ବାହାଘର ରେ ନାଗିନ୍ ଡାନ୍ସ ! ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ, ଦେଖନ୍ତୁ ଜବରଦସ୍ତ ଡ୍ୟାନ୍ସ ଭିଡିଓ…

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ କରୋନା ସମୟ ରେ ସମ୍ପୂର୍ଣ୍ଣ ଦେଶ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି । ବର୍ତ୍ତମାନ ବିଶ୍ଵ ରେ କରୋନା ତା-ଣ୍ଡ-ବ ଲୀଳା ରଚୁଛି । ଆମ ଦେଶ ରେ ଅନେକ ଲୋକ କରୋନା ର୍ବ ଆକ୍ରାନ୍ତ ହେଉଛନ୍ତି ଓ ବହୁତ ଲୋକ କରୋନା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏଥିପାଇଁ ସରକାର ସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ବହୁତ ନିୟମ କରିଛନ୍ତି ଓ ଏହାକୁ ଠିକ ଭାବରେ ପରିଚାଳିତ କରିବା ପାଇଁ ବିଭିନ୍ନ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି । କିନ୍ତୁ ସରକାରୀ ଅଧିକାରୀ ମାନେ ହି ଆଇନ କୁ ଭାଙ୍ଗୁଥିବାର ଅନେକ ଜାଗା ରେ ଦେଖୀବାକୁ ମିଳୁଛି । ତେବେ ଏହି ପରି ସମୟ ରେ ଏକ ଭିଡିଓ ବହୁତ ଭାଇରାଲ ହେବାକୁ ଲାଗିଛି । ତେବେ ଘ-ଟ-ଣା ଟି ହେଉଛି ଜଣେ ବିଧାୟକ ନିଜ ବାହାଘର ରେ କୌଣସି ଗାଇଡ଼ ଲାଇନ ନ ମାନି ସାମାଜିକ ଦୂରତା ନ ରଖି ଲୋକଙ୍କ ଗହଳି ରେ ନାଚୁଥିବାର ଏଜ ଭିଡିଓ ରେ ଦେଖୀବାକୁ ମିଳିଛି ।

ବନ୍ଧୁଗଣ ସୂଚନା ଅନୁସାରେ ଏହା ହେଉଛି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଙ୍କ ବିବାହ ର ଦୃଶ୍ୟ । ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ନିଜେ ବିଧାୟକ କରୋନା ସମୟ ରେ ସରକାର ଙ୍କ ଗାଇଡ଼ ଲାଇନ ନ ମାନି ନିଜ ସାଙ୍ଗ ମାନଙ୍କ ସହିତ ନାଚୁଛନ୍ତି । ସେଠାରେ ଉପସ୍ଥିତ କାହା ମୁହଁ ରେ ମାସ୍କ ନାହିଁ କି କାହା ମଧ୍ୟରେ ସାମାଜିକ ଦୂରତା ମଧ୍ୟ ନାହିଁ ।

ତେବେ ବର୍ତ୍ତମାନ ଲୋକେ ଏହା ପ୍ରଶ୍ନ କରିଛନ୍ତି ଯେ ଏମାନେ ଆଇନ ଠାରୁ ଉର୍ଦ୍ଧ୍ବ ରେ ନା ଏମାନଙ୍କୁ କରୋନା ହେବ ନାହିଁ । ସାଧାରଣ ଲୋକ କରୋନା ଗାଇଡ଼ ଲାଇନ ଭାଙ୍ଗିଲେ ସେମାନଙ୍କୁ ବହୁତ ହଇରାଣ କରାଯାଉଛି କିନ୍ତୁ ସରକାରୀ ଅଧିକାରୀ ମାନଙ୍କ ପାଇଁ ଯେପରି କୌଣସି ଆଇନ ନ ଥିବା ଭଳି ଏହି ଭିଡିଓ କୁ ଦେଖିଲା ପରେ ମନେ ହେଉଛି ।

ଏହା ପୂର୍ବ ରୁ ଜଣେ ମହିଳା ତହସିଲଦାର ମଧ୍ୟ ଏପରି କରିଥିବାରୁ ତାଙ୍କୁ ଚାକିରୀ ରୁ ନିଲମ୍ବିତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ବିଧାୟକ ଙ୍କ ପ୍ରତି ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକ ଙ୍କ ଏହି ବାହାଘର ସମୟ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି ।

ଏହା ସହିତ ଲୋକ ମାନେ ଏହି ଭିଡିଓ ରେ ବିଭିନ୍ନ ପ୍ରକାର କମେଣ୍ଟ କରି ସମାଲୋଚନା ମଧ୍ୟ କରୁଛନ୍ତି । ତେବେ ସରକାର ବର୍ତ୍ତମାନ ବିଧାୟକ ଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା । ତେବେ ବନ୍ଧୁଗଣ ଏଥିରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *