ଦେଖନ୍ତୁ କେମିତି ଓଡ଼ିଶାକୁ ବାଏ ବାଏ କହି ବିଦେଶରେ ଯାଇ Enjoy କରୁଛନ୍ତି ହିରୋଇନ Jhilik Bhatajrajee, ଭାଇରାଲ ହେଲା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଝିଲିକ । ଆପଣ ମାନେ ସମସ୍ତେ ଝିଲିକଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଝିଲିକ ଅନେକ ସୁପର ହିଟ ଫିଲ୍ମ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ତେବେ ଆସିବା ଦିନରୁ ହିଁ ଝିଲିକ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉଣ୍ଟ–ରେ ନୂଆ ନୂଆ ଭିଡିଓ ଓ ଫଟୋ ଅ-ପ-ଲୋ-ଡ କରନ୍ତି ।

ବିବାହ ପରଠାରୁ ଝିଲିକ ଓଡିଆ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି ହେଲେ ସୋ-ସି-ଆ-ଲ ମି-ଡି-ଆରେ ସେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଝିଲିକଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଆପଣ ମାନେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଝିଲିକଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ଏହି ଭା-ଇ-ରା-ଲ ଭିଡିଓରେ ଝିଲିକ ନିଜ ସ୍ଵାମୀଙ୍କ ସହ ବିଦେଶ ବୁଲୁଥିବାର ନଜର ଆସୁଛନ୍ତି । ଅନେକ ଲୋକ ଭାବୁ ଛନ୍ତି ଝିଲିକ ଓଡିଶା ଛାଡି ସବୁଦିନ ପାଇଁ ବିଦେଶ ଚାଲିଗଲେ ହେଲେ ବନ୍ଧୁଗଣ ଏମିତି କିଛି ନାହିଁ ଝିଲିକ କେବଳ ଛୁଟିରେ ମାଲଦୀପ ବୁଲିବା ପାଇଁ ଯାଇଛନ୍ତି । ମାଲଦୀପ ହେଉଛି ବହୁତ ସୁନ୍ଦର ଜାଗା ଓ ଝିଲିକ ମାଲଦୀପରେ ବହୁତ ଏଞ୍ଜୋଏ କରୁଥିବାର ନଜର ଆସୁଛନ୍ତି ।

ଝିଲିକ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ମାଲଦୀପ ଭିଡିଓ ସବୁ ଅ-ପ-ଲୋ-ଡ କରିଛନ୍ତି ଯାହାକୁ ନେଇ ସେ ଏବେ ଚର୍ଚାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଝିଲିକ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *