13 Interesting Gk Questions- ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବା ପରେ ବିଚାରପତି କାହିଁକି କଲମ ନିବ୍ ଭାଙ୍ଗନ୍ତି ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗର ପ୍ରଶ୍ନ ଉତ୍ତର  ନେଇ ଆସିଛୁ,

ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ଏହା ସହ ଆପଣ ନିଜ ପିଲା ମାନଙ୍କୁ ବି ଏହା ବିଷୟରେ କହି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଓଡିଆ ଢଗର ପ୍ରଶ୍ନ ଏବଂ ଉତ୍ତର ବିଷୟରେ ।

୧. ଭାରତର ଜାତୀୟ ସ୍ତମ୍ବର ନାମ କଣ ?

ଉତ୍ତର- ଭାରତର ଜାତୀୟ ସ୍ତମ୍ବର ନାମ ହେଉଛି ଅଶୋକ ସ୍ତମ୍ବ ।

୨. ଭାରତର ଜାତୀୟ ଧ୍ୱନିର ନାମ କଣ ?

ଉତ୍ତର- ଭାରତର ଜାତୀୟ ଧ୍ୱନିର ନାମ ହେଉଛି ଶଙ୍ଖ ଧ୍ୱନି ।

୩. ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦର କେଉଁ ଠାରେ ଅବସ୍ଥିତ ?

ଉତ୍ତର- ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦର କଲିକତା ଠାରେ ଅବସ୍ଥିତ ।

୪. ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର କେଉଁ ଠାରେ ଅବସ୍ଥିତ ?

ଉତ୍ତର- ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଭୁବନେଶ୍ବର ଠାରେ ଅବସ୍ଥିତ ।

୫. ଭାରତର ମୁଖ୍ୟ ଶୃଙ୍ଗର ନାମ କଣ ଓ ଏହାର ଉଚ୍ଚତା କେତେ ?

ଉତ୍ତର- ଭାରତର ମୁଖ୍ୟ ଶୃଙ୍ଗର ନାମ ହେଉଛି ଏଭରେଷ୍ଟ ଓ ଏହାର ଉଚ୍ଚତା ହେଉଛି ୮୮୫୦ ମିଟର ।

୬. ଭାରତର ମୁଖ୍ୟ ଜଳ ବିଦ୍ୟୁତ ନେଭେଲି ପାୱାର ଷ୍ଟେସନ କେଉଁ ଠାରେ ଅବସ୍ଥିତ ?

ଉତ୍ତର- ଭାରତର ମୁଖ୍ୟ ଜଳ ବିଦ୍ୟୁତ ନେଭେଲି ପାୱାର ଷ୍ଟେସନ ତାମିଲନାଡୁ ଠାରେ ଅବସ୍ଥିତ ।

୭. ଟ୍ରମ୍ବେ ଥର୍ମାଲ ପାୱାର ଷ୍ଟେସନ କେଉଁ ଠାରେ ଅବସ୍ଥିତ ?

ଉତ୍ତର- ଟ୍ରମ୍ବେ ଥର୍ମାଲ ପାୱାର ଷ୍ଟେସନ ମହରାଷ୍ଟ୍ର ଠାରେ ଅବସ୍ଥିତ ।

୮. ଭାରତର ପ୍ରଧାନ କୃଷି ଧାନ କେଉଁ ଠାରେ ବା କେଉଁ ରାଜ୍ୟରେ ଅଧିକ ହୋଇଥାଏ ?

ଉତ୍ତର- ଭାରତର ପ୍ରଧାନ କୃଷି ଧାନ ପଶ୍ଚିମ ବଙ୍ଗ, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ତାମିଲନାଡୁ ଏବଂ ଓଡିଶାରେ ସବୁଠାରୁ ଅଧିକ ହୋଇଥାଏ ।

୯. ଗହମ କେଉଁ କେଉଁ ଠାରେ ପ୍ରଧାନ ଚାଷ ?

ଉତ୍ତର- ଗହମ ପଞ୍ଜାବ ଓ ଉତ୍ତର ପ୍ରଦେଶର ପ୍ରଧାନ ଚାଷ ଅଟେ ।

୧୦. ବିନ୍ଦୁପୁର ଅଭ୍ୟାରଣ୍ୟ କେଉଁ ଠାରେ ଅବସ୍ଥିତ ?

ଉତ୍ତର- ବିନ୍ଦୁପୁର ଅଭ୍ୟାରଣ୍ୟ କର୍ଣ୍ଣାଟକ ରାଜ୍ୟରେ ଅବସ୍ଥିତ ।

୧୧. ଗିର ଅଭ୍ୟାରଣ୍ୟ କେଉଁ ଠାରେ ଅବସ୍ଥିତ ?

ଉତ୍ତର- ଗିର ଅଭ୍ୟାରଣ୍ୟ ଗୁଜୁରାଟରେ ଅବସ୍ଥିତ ।

୧୨ . ଗାନ୍ଧୀ ସାଗର ଅଭ୍ୟାରଣ୍ୟ କେଉଁ ଠାରେ ଅବସ୍ଥିତ ?

ଉତ୍ତର- ଗାନ୍ଧୀ ସାଗର ଅଭ୍ୟାରଣ୍ୟ ମାଣ୍ଡସାର ମଧ୍ୟପ୍ରଦେଶରେ ଅବସ୍ଥିତ ।

୧୩. ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବା ପରେ ବିଚାରପତି କାହିଁକି କଲମର ନିବ ଭାଙ୍ଗି ଦିଅନ୍ତି ?

ଉତ୍ତର- ଅପରାଧୀଙ୍କ ମୃତ୍ୟୁ ଲେଖିଥିବା କଲମ ଅନ୍ୟ କୌଣସି କାର୍ଯ୍ୟରେ ବ୍ଯବହ୍ରୁତ ହୋଇ ନଥାଏ ସେଥିପାଇଁ ଭଙ୍ଗା ଯାଏ ।

Leave a Reply

Your email address will not be published. Required fields are marked *