ରାସ୍ତା ମଝିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହାଇଡ୍ରାମା, ଭାଇରାଲ ହେଲା Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଯାଜପୁର ପାଣି କୋହିଲି ଜାଗାରେ ଚାଲିଛି ହାଇଡ୍ରାମା ।

ବିଚ ରାସ୍ତାରେ ଭେଟା ଭେଟି ହୋଇଛନ୍ତି ସ୍ଵାମୀ ସ୍ତ୍ରୀ । ଯାଜପୁର ଜିଲ୍ଲା ପାଣି କୋହିଲି ଛକରେ ଗତ କାଲି ଦେଖିବାକୁ ମିଳିଥିଲା ଏଭଳି କିଛି ହାଇଡ୍ରାମା । ଆଉ ଯେଉଁଥି ପାଇଁ ବିଚ ରାସ୍ତାରେ ଲୋକଙ୍କ ପ୍ରବଳ ଭିଡ ଜମି ଥିଲା । ଏଠାରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭୀଷଣ ଝଗଡା ଚାଲିଥିଲା । ବିଚ ରାସ୍ତାରେ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ।

ସେଠାରୁ ଜାଣିବାକୁ ମିଳିଥିଲା ଯେ, ମହିଳା ଜଣକ ନିଜ ଘରୁ କେଉଁ ଆଡକୁ ଚାଲି ଯାନ୍ତି ଯାହାକି ଏହି କଳିର ମୁଖ୍ୟ କାରଣ ଥିଲା । ପାଣି କୋହିଲିରେ ସ୍ଵାମୀ ସ୍ତ୍ରୀଙ୍କ ଏହି ଝଗଡା ଲୋକଙ୍କୁ ରୁଣ୍ଡ କରିଥିଲା । ଦୁହିଁଙ୍କ ମଧ୍ୟରେ ଚାଲିଥିଲା କଥା କଟାକଟି । ଆହୁରି ପୁଣି ଏଠାରେ ସ୍ଵାମୀ ସ୍ତ୍ରୀ ପରସ୍ପରକୁ ଦୋଷ ଲଗାଇବାରେ ବ୍ୟସ୍ତ ଥିଲେ । ତେବେ ଏଠାରେ ସ୍ଵାମୀର ଅଭିଯୋଗ ଅନୁଯାଇ ମହିଳା ଜଣକ ଘରେ କାହାକୁ ନ ଜଣାଇ କେଉଁଠି ଚାଲି ଯାନ୍ତି ।

ଆଉ ଆଜି ତାଙ୍କୁ ବିଚ ରାସ୍ତାରେ ଧରି ପଚରା ଉଚରା କରିବାରୁ ଝଗଡା ଆରମ୍ଭ ହୋଇଥିଲା । ଅନ୍ୟ ପଟରେ ପାଣି କୋହିଲି ପୋଲିସ ଉଭୟ ସ୍ଵାମୀ ସ୍ତ୍ରୀଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି । ତେବେ ଏହି ଦୁଇଜଣଙ୍କ ଝଗଡା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *