ବିବାହିତ ହେବା ପରେ ମଧ୍ୟ ସାଉଥ ଇଣ୍ଡଷ୍ଟ୍ରି ର ଏହି 5 ଜଣ ଫେମସ ଆକ୍ଟରଙ୍କର ଏହି ହିରୋଇନ ମାନଙ୍କ ସହିତ ଚାଲିଥିଲା ଚକ୍କର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି ଦିଗଜ ଅଭିନେତା ଅଛନ୍ତି ଯେଉଁମାନେ ବିବାହିତ ହୋଇ ମଧ୍ୟ ଅନ୍ୟ ଅଭିନେତ୍ରୀଙ୍କ ସହ ଅଫେୟାର ରଖିଥିଲେ । ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ବିଷୟରେ ।

କମଲ ହାସନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତା କମଲ ହସନ । କମଲ ହସନ ସାଉଥର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ କମଲ ହସନ ସର୍ବ ପ୍ରଥମେ ବାନୀ ଗଣପତିଙ୍କ ସହ ବିବାହ କରିଥିଲେ । ହେଲେ ବିବାହ କରିବା ପରେ ମଧ୍ୟ କମଲ ଅଭିନେତ୍ରୀ ସାରିକାଙ୍କୁ ଡେଟ କରିଥିଲେ ।

ଯାହାଫଳରେ କମଲ ଓ ବାନୀଜଙ୍କ ମଧ୍ୟରେ ତଲାକ ହୋଇଥିଲା । ଏହାପରେ କମଲ ଓ ସାରିକାଙ୍କ ବିବାହ ୧୯୮୮ ମସିହାରେ ହୋଇଥିଲା ଓ ଏହି ଦୁଇଜଣଙ୍କର ଦୁଇଟି ଝିଅ ମଧ୍ୟ ଜନ୍ମ ହୋଇଥିଲେ । ଦୁତୀୟ ବିବାହ କରିବା ପରେ ମଧ୍ୟ କମଲ ଅଭିନେତ୍ରୀ ଗୌତମୀଙ୍କ ସହ ଲଭ ଅଫେୟାର ରଖିଥିଲେ,ଯାହାଫଳରେ ସାରିକା ଓ କମଲଙ୍କ ସମ୍ପର୍କ ସବୁଦିନ ପାଇଁ ଭାଙ୍ଗିଗଲା ।


ପ୍ରଭୂଦେବା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ସାଉଥର ଦିଗଜ କୋରିଓଗ୍ରାଫର ପ୍ରଭୂଦେବା । ପ୍ରଭୂଦେବା ୨୦୧୦ ମସିହାରେ ନିଜ ପତ୍ନୀ ରାମ ଲଥାଙ୍କ ଠାରୁ ତଲାକ ନେଇଥିଲେ । ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଥିଲା ଯେ ପ୍ରଭୁ ଅଭିନେତ୍ରୀ ନୟନତାରାଙ୍କ ସହ ଲଭ ଅଫେୟାର ରଖିଥିବାର ନିଜ ପତ୍ନୀଙ୍କୁ ତଲାକ ଦେଇଥିଲେ । ହେଲେ ବନ୍ଧୁଗଣ ନୟନତାରା ଓ ପ୍ରଭୁଙ୍କ ସମ୍ପର୍କ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଯାଇନଥିଲା, ଯାହାଫଳରେ ସେମାନେ ୨୦୧୨ ମସିହାରେ ଅଲଗା ହୋଇଯାଇଥିଲେ ।


ଧନୁସ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ଧନୁସ । ଧନୁସ ଅଭିନେତା ରଜନୀ କାନ୍ତଙ୍କ ଝିଅ ଐଶ୍ଵର୍ଯ୍ୟଙ୍କ ସହ ୨୦୦୪ ମସିହାରେ ବିବାହ କରିଥିଲେ । ବିବାହ ପରେ ମଧ୍ୟ ଧନୁସ ଅଭିନେତ୍ରୀ ଶୃତି ହସନଙ୍କ ସହିତ ଅଫେୟାର ରଖିଥିଲେ । ହେଲେ ଯେତେବେଳେ ଏହା ବିଷୟରେ ଐଶ୍ଵର୍ଯ୍ୟ ଜାଣିଲେ ସେତେବେଳେ ଧନୁସ ଶୃତିଙ୍କ ଠାରୁ ଅଲଗା ହୋଇଯାଇଥିଲେ ।

ନାଗାର୍ଜୁନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତା ନାଗାର୍ଜୁନ । ବନ୍ଧୁଗଣ ନାଗାର୍ଜୁନ ମଧ୍ୟ ବିବାହ ପରେ ଅଭିନେତ୍ରୀ ତବ୍ବୁଙ୍କ ସହ ଲଭ ଅଫେୟାର ରଖିଥିଲେ । ସେହି ସମୟରେ ନାଗାର୍ଜୁନ ଆମଲାଙ୍କ ସହ ବିବାହ କରି ତବ୍ବୁଙ୍କ ସହ ଅଫେୟାର ରଖିଥିଲେ । ହେଲେ ଯେତେବେଳେ ଆମଲାଙ୍କୁ ଏହି ସବୁ କଥା ବିଷୟରେ ଜଣା ପଡିଥିଲା ସେତେବେଳେ ନାଗାର୍ଜୁନ ତବ୍ବୁଙ୍କ ଠାରୁ ଅଲଗା ହୋଇଯାଇଥିଲେ ।

ରାମ ଚରଣ


ଆପଣଙ୍କୁ କହି ଦେଉଛୁ କି ଫିଲ୍ମ ଚିରୁଥା ରେ ରାମ ଚରଣ ଏକ୍ଟ୍ରେସ ନେହା ଶର୍ମା ଙ୍କ ସହିତ ଲୀଡ କ୍ୟାରେକ୍ଟର ରେ ନଜର ଆସିଥିଲେ । ଏକା ସହିତ କାମ କରିବା ପରେ ଦୁହେଁ ଭଲ ସାଙ୍ଗ ହେଇଗଲେ ଓ ଏହା ପରେ ଏମାନଙ୍କ ଦୋସ୍ତି ପ୍ରେମରେ ବଦଳିଗଲା । ବହୁତ ସମୟ ପର୍ଯ୍ୟନ୍ତ ଦୁହେଁ ପରସ୍ପରକୁ ଡେଟ କରିବା ପରେ ରାମ ଚରଣ ଉପାସନା କାମିନେନୀ ଙ୍କ ସହିତ ବିବାହ କରିନେଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *