ବିବାହରେ Rahul ଓ Athiya ଙ୍କୁ କୋଟି କୋଟି ଟଙ୍କାର ମହଙ୍ଗା ଗିଫ୍ଟ ! Virat Kohli ଦେଲେ ସବୁଠୁ ମହଙ୍ଗା ଗିଫ୍ଟ ତ Dhoni କଣ ଦେଲେ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିକଟ ଅତୀତରେ କ୍ରିକେଟର KL ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥିୟା ଶେଠୀଙ୍କର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ କିଛି ବର୍ଷ ତଳୁ ରାହୁଲ ଓ ଆଥିୟାଙ୍କର ପ୍ରେମ ସମ୍ପର୍କ ବହୁ ଚର୍ଚାରେ ଥିଲା । ତେବେ ସେହି ପ୍ରେମ ସମ୍ପର୍କକୁ ସାର୍ଥକ କରିବା ପାଇଁ ବର୍ତ୍ତମାନ ସମୟରେ ରାହୁଲ ଓ ଆଥିୟା ଉଭୟ ବିବାହରେ ଡୋରୀ ବନ୍ଧା ହୋଇଯାଇଛନ୍ତି । ତେବେ ବାହାଘର ପାଇଁ କିପର ତଥା ବ୍ୟାଟ୍ସମ୍ୟାନ ରାହୁଲ ଓ ଆଥିୟାଙ୍କୁ ଅନେକ ଆଡୁ ଶୁଭେଚ୍ଛା ଓ ବିବାହର ବଧାଇ ଛୁଟି ଆସିଥିଲା ।

ତେବେ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମଧ୍ୟ ବଲିଉଡ ଓ କ୍ରିକେଟ ଜଗତର ବ୍ୟକ୍ତିବିଶେଷ ମଧ୍ୟ ସାମିଲ ହୋଇଥିଲେ । ତେବେ ରାହୁଲଙ୍କର ଭାରତୀୟ ଦଳରେ ବହୁ କ୍ରିକେଟରଙ୍କ ସହିତ ବନ୍ଧୁତ୍ଵ ବହୁତ ଭଲ ରହିଥିଲେ । ହେଁ ବର୍ତ୍ତମାନ ସମୟର ନ୍ୟୁଜିଲାଣ୍ଡ ବିପକ୍ଷ ଭାରତର ମ୍ଯାଚ ଥିବା ହେତୁ ଅନେକ କ୍ରିକେଟର ବିବାହରେ ସାମିଲ ହୋଇପାରିନଥିଲେ । ହେଲେ ରାହୁଲ ଓ ଆଥିୟାଙ୍କର ବିବାହ ହେବା ସହିତ ତାଙ୍କୁ ବାହାଘରରେ ମିଳିଥିବା ଉପହାରକୁ ନେଇ ବହୁ ଚର୍ଚା ହେବାରେ ଲାଗିଛି ।

ତେବେ ରାହୁଲ ଓ ଆଥିୟାଙ୍କୁ ଅନେକ କିଛି ଦାମୀ ଦାମୀ ଉପହାର ମଧ୍ୟ ମିଳିଛି । ତେବେ ଯେଉଁଥିରେ ଦାମୀ କାର ଓ ବାଇକ ମଧ୍ୟ ରହିଛି । ତେବେ ଜବରଦସ୍ତ ବ୍ୟାଟ୍ସମ୍ୟାନ ତଥା କ୍ରିକେଟର ଭିରାଟ କୋହଲୀ ରାହୁଲଙ୍କ ସହିତ ବହୁତ ଭଲ ବନ୍ଧତ୍ଵ ରହିଆସିଛି । ତେବେ ସେହି ଖୁସିରେ ରାହୁଲଙ୍କର ବିବାହ ଉପଲକ୍ଷେ ଭିରାଟ ଏକ କାର ଗିଫ୍ଟ କରିଛନ୍ତି । ଯେଉଁ ଗାଡିର ଦାମ ରହିଛି ୨ କୋଟି ୧୭ ଲକ୍ଷ ।

ତେବେ ଭାରତୀୟ ଟିମର ପୂର୍ବ ଅଧିନାୟକ ମହେନ୍ଦ୍ର ସିଙ୍ଘ ମଧ୍ୟ ରାହୁଲଙ୍କର ବିବାହ ଉପଲକ୍ଷେ ତାଙ୍କୁ ଏକ ବାଇକ ଉପହାର ଭେଟି ଦେଇଛନ୍ତି । ତେବେ ଏହା ତ ସମସ୍ତଙ୍କୁ ଜଣା ଯେ ଧୋନୀଙ୍କର ବାଇକରେ ବହୁତ ହିଁ ସୌକିନ ରହିଥାଏ । ତେବେ ଧୋନୀ ଦେଇଥିବା ବାଇକର ମୂଲ୍ୟ ୮୦ ଲକ୍ଷ ଟଙ୍କା । ତେବେ ବଲିଉଡର ସୁପରଷ୍ଟାର ସଲମାନ ଖାନ ମଧ୍ୟ ରାହୁଲ ଓ ଆଥିୟାଙ୍କ ବିବାଘର ଉତ୍ସବରେ ସାମିଲ ହୋଇଥିଲେ ।

ଏହା ସହିତ ଉଭୟଙ୍କୁ ଏକ କାର ଗିଫ୍ଟ କରିଥିଲେ । ତେବେ ଏପରି ଭାବରେ କ୍ରିକେଟର ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥିୟାଙ୍କୁ ଦାମୀ ଦାମୀ ଉପହାର ମିଳିଥିବା କଥା ଏବେ ବହୁତ ଚର୍ଚାର ବିଷୟ ପାଲଟିଛି । ଯଦି ଆମ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *