ବିବାହରେ Rahul ଓ Athiya ଙ୍କୁ ମିଳିଲା ଏହି ସବୁ ଦାମୀ ଗିଫ୍ଟ ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିକଟ ଅତୀତରେ କ୍ରିକେଟର ରାହୁଲ ଓ ଅଭିନେତ୍ରୀ ଆଥିୟାଙ୍କର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ ବିବାହ କାର୍ଯ୍ୟକ୍ରମଟି ବହୁତ ଧୂମଧାମ ସହକାରେ ପାଳନ କରଯାଇଥିଲା । ଯେଉଁଥିରେ ବହୁ ବଡ ବଡ କ୍ରିକେଟର ଓ ବଲିଉଡର ସେଲିବ୍ରେଟି ମାନେ ନଜର ଆସିଥିଲେ । ତେବେ କେବଳ ଯେ କ୍ରିକେଟର ଓ ସେଲିବ୍ରେଟି ବାହାଘର ଆସିଥିଲେ ତାହା ନୁହେଁ ବଂର ନବ ବିବାହିତ ଦମ୍ପତି ରାହୁଲ ଓ ଆଥିୟାଙ୍କ ପାଇଁ ଯେଉଁ ସବୁ ଉପହାର ଆଣିଥିଲେ ।

ତାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କିଛି ବର୍ଷ ତଳୁ କ୍ରିକେଟର ରାହୁଲ ଓ ସୁନ୍ଦରୀ ଅଭିନେତ୍ରୀ ଆଥିୟା ପ୍ରେମ ସମ୍ପର୍କରେ ଥିଲେ । ଯାହାଙ୍କ ଲଭ ଷ୍ଟୋରି ବହୁତ ଚର୍ଚାରେ ମଧ୍ୟ ଥିଲା । ତେବେ ସେହି ପ୍ରେମୀ ଯୁଗଳ କ୍ରିକେଟର ରାହୁଲ ଓ ବଲିଉଡ ସୁପରଷ୍ଟାର ସୁନୀଲ ଶେଠୀଙ୍କର ଲାଡଲି ଆଥିୟାଙ୍କର ବିବାହ ହେବାର ଖବର ଉଠିଥିଲା ।

ତେବେ ବର୍ତ୍ତମାନ ସମୟରେ ଉଭୟ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ତେବେ ତାଙ୍କର ବିବାହ କାର୍ଯ୍ୟରେ ସାମିଲ ହୋଇ ରାହୁଲ ଓ ଆଥିୟାଙ୍କୁ ବିବାହର ବଧାଇ ଜଣାଇବା ପାଇଁ ଅନେକ କ୍ରିକେଟର ଓ ଷ୍ଟାର ମଧ୍ୟ ସେଠାରେ ନଜର ଆସିଥିଲେ । ତେବେ ରାହୁଲ ଓ ଆଥିୟାଙ୍କୁ ମଧ୍ୟ ବହୁତ ଗୁଡିଏ ନାମୀଦାମୀ ଉପହାର ମଧ୍ୟ ମିଳିଛି ।

ତେବେ ଯାହାକୁ ଦେଖି ଶ୍ଵଶୁର ତଥା ବଲିଉଡ ସୁପରଷ୍ଟାର ସୁନୀଲ ଶେଠୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ସୁନୀଲ ଶେଠୀ ତାଙ୍କ ଝିଅ ଓ ଜ୍ଵାଇଁଙ୍କୁ ୫୦ କୋଟି ଟଙ୍କାର ମୁମ୍ବାଇ ସ୍ଥିତ ଏକ ଆପର୍ଟମେଣ୍ଟ ଗିଫ୍ଟ ଆକାରରେ ଦେଇଛନ୍ତି । ତେବେ ରାହୁଲ ଓ ଆଥିୟାଙ୍କୁ ମିଳିଥିବା ବହୁତ ଦାମୀ ଦାମୀ ଗିଫ୍ଟରେ ୩ ଟି କାର ଓ ବାଇକ ମଧ୍ୟ ରହିଛି ।

ତେବେ ୩ ଟି ଗାଡିର ମୂଲ୍ୟ ପାଖାପାଖି ୪ କୋଟିରୁ ଅଧିକ ହେବ । ତେବେ ରାହୁଲ ଓ ଆଥିୟାଙ୍କୁ ୧ କୋଟି ୬୪ ଲକ୍ଷ ଟଙ୍କାର ଅଡି କାର ଗିଫ୍ଟ ଆକାରରେ ଦେଇଛନ୍ତି । ତେବେ କ୍ରିକେଟର ଭିରାଟ କୋହଲୀ ମଧ୍ୟ ୨ କୋଟି ୧୭ ଲକ୍ଷ ଟଙ୍କାର କାର ଗିଫ୍ଟ କରିଛନ୍ତି । ତେବେ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ଧୋନୀ ମଧ୍ୟ ରାହୁଲ ଓ ଆଥିୟାଙ୍କୁ ବାଇକ ଉପହାର କରିଛନ୍ତି ।

ଯାହାର ମୂଲ୍ୟ ରହିଛି ୮୦ ଲକ୍ଷ ଟଙ୍କା । ତେବେ ଏପରି ଉପହାର ଜ୍ଵାଇଁ ଓ ଝିଅର ଦେଖିବା ପରେ ବଲିଉଡ ଷ୍ଟାର ସୁନୀଲ ଶେଠୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଉଭୟଙ୍କ ଦାଂପତ୍ଯ ଜୀବନ ହସଖୁସି ଭରା ରହୁ ବୋଲି କାମନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *