ନନ୍ଦିନୀ ସ୍ଵାମୀ କଲେ ସବୁଠୁ ବଡ ଖୁଲାସା ! ଧରା ପଡିଗଲା ସବୁ ମିଛ, ସାମ୍ନାକୁ ଆସିଲା ନନ୍ଦିଦୀଙ୍କ ହ୍ଵାଟ୍ସପ ଚାଟ୍, ଵିଵାହ ଆଗରୁ ଥିଲା ସମ୍ପର୍କ…ଦେଖନ୍ତୁ ଏହି video

ନମସ୍କାର ବନ୍ଧୁଗଣ ତେବେ ବାହା ହୋଇ ସାତଜନ୍ମର ସାଥୀ ହେବା ପାଇଁ ଅଗ୍ନି ଆଗରେ ଶପଥ ନେଇଥିଲା ସ୍ତ୍ରୀ । ହେଲେ ଚତୁର୍ଥୀ ରାତିରୁ ହିଁ ସ୍ୱାମୀକୁ ଦେଲା ଧୋକା ।  ବିବାହର ଗୋଟେ ଦିନ ପରେ ନନ୍ଦିନୀ ଘର ଛାଡି ଚାଲି ଯାଇଥିଲେ ଆଉ ଏହା ପରେ ତାଙ୍କ ସ୍ଵାମୀ ବଳରାମ ଥାନାରେ ଯାଇ ଅଭିଯୋଗ କରିଥିଲେ । ନନ୍ଦିନୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ବଳରାମ ଓ ତାଙ୍କ ପରିବାର । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ଭରତପୁରରେ ।

ଅନ୍ୟ ପକ୍ଷରେ ନନ୍ଦିନୀ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ଉପରେ ହୋଇଥିବା ଅତ୍ୟାୟଆଚାଆର ବିଷୟରେ କହୁଥିବାର ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାକୁ ନେଇ ଏକ ବଡ ଖୁଲାସା ସାମ୍ନାକୁ ଆସିଛି । ବଳରାମ ଏହି ମାମଲାକୁ ନେଇ ଏକ ବଡ ତଥ୍ୟ ଦେଇଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବଳରାମ ନିଜ ପତ୍ନୀ ନନ୍ଦିନୀଙ୍କ ସହ ବିବାହ ପୂର୍ବରୁ କଥାବାର୍ତ୍ତା କରୁଥିଲେ ଆଉ ଏବେ ଉଭୟଙ୍କ ହ୍ଵାଟ୍ସପ ଚାଟ ସାମ୍ନାକୁ ଆସିଛି । ବିବାହ ପୂର୍ବରୁ ନନ୍ଦିନୀ ବହୁତ ସୁନ୍ଦର ଭାବରେ ବଳରାମଙ୍କ ସହ କଥା ହେଉଥିଲେ । ଦୁହେଁ ଦୁଇଜଣଙ୍କୁ ଭଲ ଭାବରେ ଜାଣିଥିଲେ କିନ୍ତୁ ଘରୁ ଫେରାର ହେବା ପରେ ନନ୍ଦିନୀ ନିଜ ସ୍ଵାମୀଙ୍କୁ ଓଲା କହୁଛନ୍ତି ଯଦି ସେ ଓଲା ଥିଲେ ତା ହେଲେ ବିବାହ ପୂର୍ବରୁ ତାଙ୍କ ସହ କାହିଁକି କଥା ହେଉଥିଲେ ।

ଆଉ ଗୋଟେ ମିଛ କଥା ନନ୍ଦିନୀ କହିଛନ୍ତି ଯେ, ସେ ବିବାହ ପୂର୍ବରୁ ପୁଅକୁ ଜାଣି ନଥିଲେ କି ଦେଖି ନଥିଲେ । ହ୍ଵାଟ୍ସପ ଚାଟରେ ନନ୍ଦିନୀ ବଳରାମଙ୍କୁ ବେବି, ଆଇ ଲଭ ୟୁ ଓ ଅନେକ ରୋମାଣ୍ଟିକ କଥା ଲେଖିଥିବାର ନଜର ଆସିଛନ୍ତି । ନନ୍ଦିନୀ ଅନେକ ଲଭ ଇମୋଜି ମଧ୍ୟ ବଳରାମଙ୍କୁ ଦେଇଥିଲେ । ଆଉ ଏହି ସବୁ ମେସେଜରେ ରିପ୍ଳାଏ ବଳରାମ ଦେଉଥିଲେ ।

ତେବେ ସକାଳୁ ନେଇ ରାତି ପର୍ଯ୍ୟନ୍ତ ଉଭୟ ମୋବାଇଲ କଲ୍ ଆଉ ହ୍ଵାଟ୍ସପରେ କଥା ହେଉଥିଲେ । ଯେତେବେଳେ ଚଉଠି ରାତିରେ ନନ୍ଦିନୀ ନ୍ୟୁଉଡ ଭିଡିଓ କଲ୍ ନିଜ ଭିଣେଇ ସହ କରିଥିଲେ ସେଦିନ ତାଙ୍କ ସ୍ଵାମୀ ସବୁ କିଛି ଦେଖିଥିଲେ । ଆଉ ତା ପରେ ବିବାଦ ଆରମ୍ଭ ହୋଇଥିଲା । ବୋଧେ ବଳରାମଙ୍କ ପଛରେ ନନ୍ଦିନୀ ଅଲଗା ପୁରୁଷଙ୍କ ସହ ରିଲେସନରେ ରହିବାକୁ ଚାହୁଁ ଥିଲେ ହେଲେ ଯେତେବେଳେ ଧରା ପଡିଗଲେ କିଛି ରାସ୍ତା ନ ପାଇ ଫେରାର ହେଇଗଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *