ବିବାହ ପୂର୍ବରୁ ହିଁ ପ୍ରେଗନେଣ୍ଟ ହେଇଗଲେ Bollywood ର ଏହି 4 ଜଣ ଜଣ Actress, ପେଟରେ ପିଲା ଥାଇ ବସିଲେ ବିବାହ ବେଦୀରେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କେତେକ ଅଭିନେତ୍ରୀ ବର୍ତ୍ତମାନ ନିଜ ପ୍ରେଗ୍ନେନ୍ସି ପାଇଁ ବହୁତ ଚର୍ଚାରେ ଅଛନ୍ତି ହେଲେ ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ବିବାହ ପୂର୍ବରୁ ପ୍ରେଗ୍ନେଣ୍ଟ ହୋଇଯାଇଥିଲେ ।

ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଅମୃତା ଅରୋରା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଅମୃତା ଅରୋରା । ଅଭିନେତା ଅରବାଜ ଖାନଙ୍କ ଶାଳି ଅମୃତା ଅରୋରା ନିଜ ବୟଫ୍ରେଣ୍ଡ ଶକିଲ ଲଡକଙ୍କ ସହ ୪ ମାର୍ଚ ୨୦୦୯ ମସିହାରେ ବିବାହ କରିଥିଲେ । ହେଲେ ବନ୍ଧୁଗଣ ବିବାହ କରିବା ପୂର୍ବରୁ ଅମୃତା ଗର୍ଭବତୀ ଥିଲେ ସେଥିପାଇଁ ସେ ନିଜ ବୟଫ୍ରେଣ୍ଡ ଶକିଲଙ୍କ ସହ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।


ନେହା ଧୂପିଆ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ନେହା ଧୂପିଆ । ଆପଣ ମାନେ ସମସ୍ତେ ନେହାଙ୍କୁ ବହୁତ ସୁପର ହିଟ ବଲିଉଡ ଫିଲ୍ମରେ ଦେଖିଥିବେ । ନେହା ଧୂପିଆ ନିଜ ବୟଫ୍ରେଣ୍ଡ ଅଙ୍ଗଦ ବେଦିଙ୍କ ସହ ମେ ମାସରେ ବିବାହ କରିଥିଲେ ହେଲେ ସେ ସେହି ବର୍ଷ ନଭେମ୍ବର ମାସରେ ଏକ ଝିଅକୁ ଜନ୍ମ ଦେଇଥିଲେ । ଏଥିରୁ ଜଣା ପଡିଗଲା ଯେ ନେହା ବିବାହ ପୂର୍ବରୁ ଗର୍ଭବତୀ ଥିଲେ ।

କଙ୍କୋନା ସେନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କଙ୍କୋନା ସେନ ଶର୍ମା । ଆପଣ ମାନେ ସମସ୍ତେ କଙ୍କୋନାଙ୍କୁ ବହୁତ ବଲିଉଡ ଫିଲ୍ମରେ ଦେଖିଥିବେ । ଅଭିନେତ୍ରୀ କଙ୍କୋନା ବହୁତ ସମୟ ପର୍ଯ୍ୟନ୍ତ ଅଭିନେତା ରଣବିର ସୋରେଙ୍କୁ ଡେଟ କରୁଥିଲେ । ଏହି ଦୁଇଜଣ ୨୦୧୦ ମସିହା ସେପ୍ଟେମ୍ବର ମାସରେ ପରସ୍ପର ସହ ବିବାହ କରିଥିଲେ । ବିବାହର ୬ ମାସ ପରେ କଙ୍କୋନା ଏକ ଝିଅକୁ ଜନ୍ମ ଦେଇଥିଲେ । ଖବର ମୁତାବକ ଜଣା ପଡିଛି ଯେ କଙ୍କୋନା ବିବାହ ପୂର୍ବରୁ ଗର୍ଭବତୀ ଥିଲେ । ହେଲେ ବନ୍ଧୁଗଣ ୨୦୧୫ ମସିହାରୁ ଏହି ଦୁଇଜଣ ଅଲଗା ଅଲଗା ରହୁଛନ୍ତି ।


ଶ୍ରୀଦେବୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଶ୍ରୀଦେବୀ । ବନ୍ଧୁଗଣ ଶ୍ରୀଦେବୀ ହେଉଛନ୍ତି ଏକମାତ୍ର ଅଭିନେତ୍ରୀ ଯିଏ ନିଜ ପ୍ରେଗ୍ନେନ୍ସିର ଖୁଲାସା କରିଥିଲେ । ସେ ଫିଲ୍ମ ପ୍ରଡ୍ୟୁସର ବୋନୀ କପୁରଙ୍କ ସହ ୧୯୯୬ ମସିହାରେ ବିବାହ କରିଥିଲେ ଓ ସେହି ସମୟରେ ଶ୍ରୀଦେବୀଙ୍କ ଗର୍ଭରେ ୭ ମାସର ଛୁଆ ଥିଲା । ବିବାହର କିଛି ମାସ ମଧ୍ୟରେ ଯାନଭି କପୁର ଜନ୍ମ ହୋଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *