ଅଦ୍ଭୁତ ! ବିବାହ ପାର୍ଟିରେ ନାଚୁ ନାଚୁ… ଚାଲିଗଲା ଜୀବନ, ଭିଡିଓ ହେଲା ଭାଇରାଲ, ଆପଣ ବି ଦେଖନ୍ତୁ ଏହି Video

ବନ୍ଧୁଗଣ ଏହି ଦୁନିଆର ସବୁଠାରୁ ବଡ ସତ୍ୟ ହେଉଛି ମୃତ୍ୟୁ ଯାହାକୁ କେବେବି କେହି ଟାଳି ପାରିବେ ନାହିଁ । ମୃତ୍ୟୁ କେବେ ସମୟ ଦେଖି ଆସି ନଥାଏ ମୃତ୍ୟୁ କେତେବେଳେ ଆସେ ତା ବିଷୟରେ କେହି ବି ଜାଣି ନାହାନ୍ତି । ଏହି ଦୁନିଆରେ ଥିବା ସମସ୍ତ ଲୋକ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଲୋକ ମାନେ ଯେତେ କଷ୍ଟ କରି ଧନ ଅର୍ଜନ କରି ଧନୀ ହୁଅନ୍ତୁ ନା କାହିଁକି ଶେଷରେ ସେମାନଙ୍କର ବି ବେଳ ଶେଷ ହେବ ।

ମଣିଷ ମନରେ ଥିବା ସମସ୍ତ ଗର୍ବ ଅହଂକାର ଦିନେ ଦିନେ ତା ସହ ଚାଲିଯିବ । ତେଣୁ କଥାରେ ଅଛି ଧନୀ ହୁଅନ୍ତୁ ବା ଗରିବ ସମସ୍ତଙ୍କର ଶେଷ ଠିକଣା ଗୋଟିଏ । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି ।

ବର୍ତ୍ତମାନର ଡିଜିଟାଲ ଦୁନିଆରେ ଲୋକମାନେ ଯେକୌଣସି ସ୍ଥାନରେ ରହି ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏଭଳି ଦୃଶ୍ୟ ଆପଣ ମାନେ ଆଗରୁ କେବେ ଦେଖି ନଥିବେ ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓଟି ହେଉଛି ଏକ ବିବାହ ସମାରୋହର । ବିବାହରେ ସାଧାରଣତ ନାଚ ଗୀତ ହୋଇଥାଏ । ପରିବାର ଲୋକେ ଓ ସାଙ୍ଗ ସାଥି ମାନେ ମିଶି ଅତି ଖୁସିର ସହ ଡ୍ୟାନ୍ସ କରିଥାନ୍ତି ଏବଂ ମସ୍ତି କରିଥାନ୍ତି ।

ଏହି ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି କିଛି ମହିଳାଙ୍କ ସହ ଏକ ବିବାହ ସମାରୋହରେ ଅତି ଆନନ୍ଦ ଉଲ୍ଲାସର ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛି । କିଛି ସମୟ ନାଚିବା ପରେ ବ୍ୟକ୍ତି ଜଣକ ଅସୁସ୍ଥ ହୋଇ ତଳେ ବସି ଯାଉଛନ୍ତି ଆଉ ତା ପରେ ତାଙ୍କ ପ୍ରାଣ ଚାଲିଯାଉଛି । ନାଚୁ ନାଚୁ ବିଚରା ଲୋକଟି ପ୍ରାଣ ହାରିଦେଲା । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *