ବିବାହ ପରେ ପ୍ରଥମ ଥର ପାଇଁ ସାରେଗାମା ପା ର ଶୁଟିଙ୍ଗ ସେଟ ରେ ଗୀତ ଗାଇଲେ Dipti Rekha Padhi

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କିଛି ଦିନ ହେବ ଆମ ଅଲିଉଡ ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି ଏକ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ସେହି ସିଙ୍ଗର ଜଣକ ହେଉଛନ୍ତି ଦୀପ୍ତି ରେଖା ପାଢି । ଆପଣ ମାନେ ସମସ୍ତେ ଦୀପ୍ତି ରେଖାଙ୍କ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ ଦୀପ୍ତି ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ସୁପଟ ହିଟ ଫିଲ୍ମରେ ଗୀତ ଗାଈ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଦୀପ୍ତି ଜଣେ ସୁନ୍ଦର ଗାୟିକା ହେବା ସହିତ ଜଣେ ସୁନ୍ଦର ଅଭିନେତ୍ରୀ ମଧ୍ୟ ଅଟନ୍ତି ।

ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କେତେକ ଧାରାବାହିକରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଏହି କିଛି ଦିନ ହେବ ଦୀପ୍ତି ନିଜ ବିବାହକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଏହି ମାସ ଗତ ୧୧ ତାରିଖରେ ବିବାହ କରିଥିଲେ । ବନ୍ଧୁଗଣ ଦୀପ୍ତି ଗତ ୧୧ ତାରିଖ ଦିନ ଭୁବନେଶ୍ବରର ଜଣେ ବଡ ଶିଳ୍ପପଟି ସୋମ୍ୟରଞ୍ଜନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ।

ବନ୍ଧୁଗଣ ବିବାହ ପରେ ସେ ନିଜ ଶାଶୁ ଘରେ ରହୁଥିଲେ । ହେଲେ କିଛି ଦିନ ପରେ ସେ ସାର୍ଥକ ଟିଭିର ଫେମସ ସୋ ‘ସାରେ ଗାମା ପା’ର ଜଜ୍ ହୋଇଛନ୍ତି । ବନ୍ଧୁଗଣ ବିବାହ ପରେ ସେ ଏହି ସୋରେ ଜଜ୍ ହୋଇଛନ୍ତି । ଜଣେ ଜଜ୍ ହେବା ଦ୍ରୁଷ୍ଟିରୁ ସ୍ଟେଜ ଉପରେ ନିଜର ଏକ ଦମଦାର ଗୀତ ଗାଇ ସେ ଲୋକମାନଙ୍କର ମନୋରଞ୍ଜନ କରିଛନ୍ତି ।

ବନ୍ଧୁଗଣ ଏହି ସୋ ସହ ଜଡିତ କିଛି ଫଟୋକୁ ଦୀପ୍ତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ଓ କହିଛନ୍ତି, ସେ ଏହି ସ୍ଥାନରେ କେତେକ ଫେମସ ଗୀତକାର ମାନଙ୍କ ସହ ଭେଟିଛନ୍ତି । ବନ୍ଧୁଗଣ ଦୀପ୍ତି ସେୟାର କରିଥିବା ଫଟୋରେ ଅସୀମା ପଣ୍ଡା, କ୍ରୀଷ୍ଣା ବେହୁରା, ଗୁଡୁଲି ରଥ ଓ ଆଙ୍କର ସୁଲଘନା ନଜର ଆସୁଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଏହି ସୋର ଶୁଟିଙ୍ଗ ଚାଲୁଅଛି ଓ ବହୁତ ଶୀଘ୍ର ଏହା ଟିଭିରେ ପ୍ରସାରିତ ହେବାକୁ ଯାଉଛି ।

ଦୀପ୍ତି ଏହି ସମସ୍ତ ଫଟୋରେ ବହୁତ ଖୁସି ନଜର ଆସୁଛନ୍ତି । ବନ୍ଧୁଗଣ ଖବର ମିଳିଛି ଆଗାମୀ ସମୟରେ ଆସୁଥିବା ଏକ ଫିଲ୍ମରେ ଦୀପ୍ତି ଗୀତ ଗାଇବାକୁ ଯାଉଛନ୍ତି । ସେହି ଫିଲ୍ମର ନାମ ବର୍ତ୍ତମାନ ଘୋଷଣା କରାଯାଇନାହିଁ । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଦୀପ୍ତିଙ୍କ ଗୀତ ଭଲ ଲାଗିଥାଏ ତେବେ ଆମ ପୋଷ୍ଟକୁ ଲାଇକ ଓ ସେୟାର କରିବା ପାଇଁ ଭୁଲିବେ ନାହିଁ, ଧନ୍ୟବାଦ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *