ବିବାହ ପରେ ସ୍ଵାମୀ ସବ୍ୟଙ୍କ ଘରେ କେମିତି ଅଛନ୍ତି ଚୁଲବୁଲି ନାୟିକା ଅର୍ଚ୍ଚିତା

ବନ୍ଧୁଗଣ ସାଧାରଣତଃ ଆମ ଓଲିଉଡ କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ଅଭିନୟ ପଦର୍ଶନ କରି ଆଜି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ସବ୍ୟସାଚୀ ଓ ଅର୍ଚିତା । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ସବ୍ୟ ଓ ଅର୍ଚିତା ମାର୍ଚ୍ଚ 1 ତାରିଖ ଦିନ ରାଜସ୍ଥାନରେ ବିବାହ କରିଛନ୍ତି ।

ଏହି ଦୁଇଜଣ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ସିକ୍ରେଟ ଡେଟ କରୁଥିଲେ ଯାହା ବିଷୟରେ କୌଣସି ଲୋକ ଜାଣିନଥିଲେ । ଏମାନେ ହଠାତ ଗତ ସୋମାବାର ଦିନ ବିବାହ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଗତ ସୋମବାର ସବ୍ୟ ଓ ଅର୍ଚିତା ନିଜ ବିବାହ ଫଟୋ ସୋସିଆଲ ମିଡିଆରେ ଛାଡି ଛନ୍ତି ଓ ସେମାନେ ସାତ ଜନ୍ମର ସାଥି ହୋଇଛନ୍ତି ବୋଲି ମଧ୍ୟ ଲେଖିଛନ୍ତି ।

ସବ୍ୟ ଓ ଅର୍ଚିତାଙ୍କ ବିବାହ ଏକ ନୂଆ ଢଙ୍ଗରେ ହୋଇଛି ହେଲେ ଓଡିଆ ରୀତିନୀତିରେ ଏହି ବିବାହ ସମ୍ପନ୍ନ ହୋଇଛି । ବନ୍ଧୁଗଣ ଗତକାଲି ଏହି ଦୁଇଜଣଙ୍କ ବିବାହ ଶେଷ ହେବା ପରେ ଏମାନେ ରାଜସ୍ଥାନର କିଛି ଫେମସ ସ୍ଥାନକୁ ଯାଇ ବୁଲିଛନ୍ତି ଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର ମଧ୍ୟ କରିଛନ୍ତି ।

ରାଜସ୍ଥାନରେ ବୁଲିବା ପରେ ଅର୍ଚିତା ଓ ସବ୍ୟ ବର୍ତ୍ତମାନ ଓଡିଶାକୁ ଫେରି ସାରିଛନ୍ତି ଓ ଅର୍ଚିତା ନିଜ ଶାଶୁ ଘରେ ଅଛନ୍ତି । ବନ୍ଧୁଗଣ ଅର୍ଚିତା ନିଜ ଶାଶୁ ଘରେ ବହୁତ ଖୁସିରେ ଅଛନ୍ତି । ଆଉ ଗୋଟେ ବା ଦୁଇ ଦିନ ପରେ ଏହି ଦୁଇଜଣଙ୍କର ଏକ ଗ୍ରାଣ୍ଡ ରିସେପ୍ସନ ହେବାକୁ ଯାଉଛି । ଯେଉଁଠି ସମସ୍ତ ବଡ ବଡ କଳାକାର ଓ କେତେକ ଭିଆଇପି ଲୋକ ଉପସ୍ଥିତ ହେବେ ।

ଅର୍ଚିତା ଓ ସବ୍ୟଙ୍କର ଗ୍ରାଣ୍ଡ ରିସେପ୍ସନ ରାଜଧାନୀ ଭୁବନେଶ୍ବରରେ ହବାକୁ ଯାଉଛି । ବନ୍ଧୁଗଣ ଏହି ଦୁଇଜଣ ରାଜସ୍ଥାନରେ ଏକ ପ୍ରକାରର ସିକ୍ରେଟ ମ୍ୟାରେଜ କରିଥିଲେ । ଯେଉଁଠି କେବଳ ସେମାନଙ୍କର ପରିବାର ଲୋକ ଉପସ୍ଥିତ ଥିଲେ । ପରିବାର ଲୋକଙ୍କ ବ୍ଯତୀତ ଅନ୍ୟ କୌଣସି କଳାକାର ସେହି ସ୍ଥାନରେ ନଥିଲେ ।

କିନ୍ତୁ ବନ୍ଧୁଗଣ ଏହି ଦୁଇଜଣଙ୍କ ଗ୍ରାଣ୍ଡ ରିସେପ୍ସନରେ ଆପଣ ମାନେ ବହୁତ ବଡ ବଡ କଳାକାରଙ୍କୁ ଦେଖିବାକୁ ପାଇବେ । ମାତ୍ର ଆଉ ଦୁଇ ଦିନ ମଧ୍ୟରେ ଏହି ଦୁଇଜଣଙ୍କ ଗ୍ରାଣ୍ଡ ରିସେପ୍ସନ ହେବାକୁ ଯାଉଛି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *