ବିବାହ କରିବେ ଓଡିଆ ହିରୋଇନ Riya Dey, ଦେଖନ୍ତୁ କିପରି ଧୁମଧମରେ ସରିଲା ନିର୍ବନ୍ଧ

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ସମୟରେ ସୋ-ସି-ଆ-ଲ ମି-ଡି-ଆ ରେ ଏହି ଅଭିନେତ୍ରୀ ଜଣଙ୍କ ବେସ ଚର୍ଚ୍ଚା ରେ ଅଛନ୍ତି ନିଜ ବ୍ୟକ୍ତିଗତ ଜୀବନ କୁ ନେଇ । ତେବେ ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ରିୟା ଦେ । ଅଭିନେତ୍ରୀ ରିୟା ଦେ ଯିଏ କି ବର୍ତ୍ତମାନ ସମୟରେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ସୋ-ସି-ଆ-ଲ ମି-ଡି-ଆ ରେ ଚର୍ଚ୍ଚା ରେ ଅଛନ୍ତି । ଆପଣ ମାନେ ଅଭିନେତ୍ରୀ ରିୟା ଦେ ଙ୍କୁ ତ ବେସ ଭଲ ଭାବରେ ଜାଣିଥିବେ ।

ଅଭିନେତ୍ରୀ ରିୟା ଦେ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ଅନେକ ଚଳଚିତ୍ର ମାନଙ୍କରେ ନିଶ୍ଚିତ ଭାବରେ ଦେଖିଥିବେ । ରିୟା ଦେ ନିଜର ଅଭିନୟ ପାଇଁ ସାରା ଓଡିଶାର ଘରେ ଘରେ ପରିଚିତ । ସେ ନିଜର ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରୀରେ ଏକ ସ୍ଵତନ୍ତ୍ର ପରିଚୟ ବନାଇ ପାରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ଲୋକପ୍ରିୟ ଅଭିନେତା ଙ୍କ ସହ ଅଭିନୟ କରିଛନ୍ତି । ଏବଂ ଆପଣ ମାନେ ତାଙ୍କର ଅନେକ ଚଳଚିତ୍ର ନିଶ୍ଚିତ ଭାବରେ ଦେଖିଥିବେ । ବର୍ତ୍ତମାନ ଅଭିନେତ୍ରୀ ଜଣକ ଅଭିନୟ ଦୁନିଆରୁ ଦୂରେଇ ହୋଇଯାଇଛନ୍ତି । ମାତ୍ର ସେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ବେସ ଚର୍ଚ୍ଚା ରେ ରହିଥିବାର ନଜର ଆସିଛନ୍ତି । ସୂଚନା ଅନୁଯାୟୀ ଅଭିନେତ୍ରୀ ରିୟା ଙ୍କ ବିବାହ ଆଗାମୀ ଦିନରେ ହେବାକୁ ଯାଉଛି । ତାଙ୍କର ନିର୍ବନ୍ଧ ମଧ୍ୟ ସଋ ଯାଇଛି ।

ଏହା ଆଦୌ ସୁ-ଟି-ଙ୍ଗ ସେଟର ଖବର ନୁହେଁ, ବରଂ ରିୟଲ ଲାଇଫ ରେ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ସୁନୀଲ ନାମକ ଜଣେ ଯୁବକ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ତାଙ୍କର ମୁଦିପିନ୍ଧା କାରଜ୍ୟକରମ ମଧ୍ୟ ଶେଷ ହୋଇଛି । ଓଲିଉଡ କଳାକାର ମଧ୍ୟ ରିୟା ଙ୍କୁ ଶୁଭେଛା ଜଣାଇବା ସହିତ ତାଙ୍କର ଏହି ଆନନ୍ଦର ମୂହୁର୍ତ୍ତ ରେ ତାଙ୍କ ସହିତ ଯୋଗଦାନ କରିଥିଲେ ।

ଓଲିଉଡର ବହୁତ ନାମିଦାମି କଳାକାର ଙ୍କୁ ରିୟା ଙ୍କ ସହିତ ଦେଖିବାକୁ ମିଳିଥିଲା । ସୁନୀଲ ଏବଂ ରିୟା ଙ୍କ ଯୋଡି ମଧ୍ୟ ବେସ ପ୍ରଶଂସା ଯୋଗ୍ୟ ବୋଲି ଅନ୍ୟ ଅଭିନେତା ତଥା ଅଭିନେତ୍ରୀ ମାନେ ନିଜର ମତ ଦେଇଥିଲେ । ରିୟା ଙ୍କ ପରିବାର ଲୋକେ ମଧ୍ୟ ବେସ ଖୁସ ନଜର ଆସୁଥିଲେ । ନିଜ ଝିଅ ଙ୍କ ଆଗାମୀ ବୈବାହିକ ଜୀବନ ବେସ ଆନନ୍ଦମୟ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ସଫଳ ହେଉ ବୋଲି ଭଗବାନ ଙ୍କ ନିକଟରେ ସଭିଏଁ କାମନା କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *