ବିବାଦରେ ଅଭିନେତ୍ରୀ Shweta Tiwari, ନିଜ Web Series ପ୍ରୋମୋଟ କରିବାକୁ ଯାଇ ଭଗବାନ ଓ ବ୍ରା’ କୁ ନେଇ କହିଲେ କିଛି ଏମିତି କି…ତାତିଲେ ଲୋକ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଶ୍ଵେତା ତିୱାରୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ତେବେ ସେ ଛୋଟ ପରଦାର ଜଣେ ଦାମୀ ନାମୀ ଅଭିନେତ୍ରୀ । ତେବେ ସେ କସୋଟି ଜିନ୍ଦେଗି କି କେ’ରେ ଅଭିନୟ କରିବା ପରେ ଶ୍ୱେତା ତିବାରୀ ଇଣ୍ଡଷ୍ଟ୍ରିରେ ନିଜର ଏକ ଏମିତି ଛବି କରି ଦେଇଥିଲେ ଯେଉଁଠି ତାଙ୍କୁ ଲୋକମାନେ ଗୋଟିଏ ସଂସ୍କାରୀ ବୋହୁ ଓ ଝିଅ ରୂପରେ ଦେଖୁଥିଲେ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ଉପରେ ନଜର ପକାଇବେ ତେବେ ସେ ବର୍ତ୍ତମାନ ସବୁବେଳେ ନିଜର ବୋଲ୍ଡ ଅନ୍ଦାଜରେ ନଜର ଆସୁଛନ୍ତି ।

ତେବେ ଅଭିନେତ୍ରୀ ଶ୍ୱେତା ତିବାରୀ ସବୁବେଳେ କୌଣସି ନା କୌଣସି ବିଷୟକୁ ନେଇ ଚର୍ଚାରେ ରହିଥାନ୍ତି । ଅଭିନେତ୍ରୀଙ୍କ ଦୁଇଟି ବିବାହ ହୋଇଥିଲା । କିନ୍ତୁ ଦୁଇଟି ବିବାହର ଅନ୍ତ ଛାଡପତ୍ର ଦ୍ଵାରା ହେଲା । ଅଭିନେତ୍ରୀ ଶ୍ୱେତା ତିବାରୀ ଆଜି ବି ନିଜର ବିବାହକୁ ନେଇ ବିବାଦ ମଧ୍ୟରେ ଘେରି ରୁହନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଶ୍ୱେତା ତିବାରୀ ନିଜର ବୋଲ୍ଡ ଅନ୍ଦାଜକୁ ନେଇ ବହୁତ ଅଧିକ ପପୁଳାର ଓ ପ୍ରସିଦ୍ଧ ହୋଇସାରିଛନ୍ତି ।

ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଏମିତି ବହୁତ ଫଟୋ ଅଛି ଯେଉଁଠି ଅଭିନେତ୍ରୀ ନିଜର କ୍ଳେଭେଜକୁ ଶୋ କରୁଥିବାର ନଜର ଆସୁଛନ୍ତି । କିନ୍ତୁ ଟିଭି ସିରିଏଲରେ ସଂସ୍କାରୀ ବୋହୁ ରୋଲରେ ନଜର ଆସିସାରିଥିବା ଅଭିନେତ୍ରୀ ଶ୍ୱେତା ତିବାରୀ ଯେତେବେଳେ ୱେବ ସିରିଜରେ ନଜର ଆସିଲେ ତେବେ ସେ ବହୁତ ବୋଲ୍ଡ ଅନ୍ଦାଜ ଯୋଗୁ ଚର୍ଚାରେ ରହିଲେ । ୱେବସିରିଜ ‘ହମ ତୁମ ଏଣ୍ଡ ଦେମ’ରେ ଅଭିନେତ୍ରୀ ଶ୍ୱେତା ତିବାରୀ ବହୁତ ଇଣ୍ଟିମେଟ ସିନ ଓ ବୋଲ୍ଡ ସିନ ଦେଲେ ।

ତେବେ ବର୍ତ୍ତମାନ ସେ ଆଉ ଏକ ବିବାଦ ରେ ଘେରି ହୋଇ ଯାଇଛନ୍ତି । ତାଙ୍କର ନୂଆ ୱେବ ସିରିଜ ଭୋପାଲ ର ମଧ୍ୟ ପ୍ରଦେଶରେ ପ୍ରେସ ମିଟିଂ ସମୟରେ ସେ ଏକ ଆପତ୍ତିଜନକ କଥା କହିଥିଲେ ଯାହା ପରେ ସେ ବହୁତ ଟ୍ରୋଲ ହେବା ସହ ତାଙ୍କ ଉପରେ କେଶ ମଧ୍ୟ ହୋଇ ସାରିଛି । ତେବେ ସେ ପ୍ରେସ ମିଟିଂ ରେ ତାଙ୍କ ୱେବ ସିରିଜ କୁ ନେଇ କଥାବାର୍ତ୍ତା ଚାଲିଥିବା ସମୟରେ ସେ କହିଥିଲେ କି ମୋ ବ୍ରା ର ସାଇଜ ଭଗବାନ ନେଉଛନ୍ତି ।

ତେବେ ଏହି ମନ୍ତବ୍ୟ ପରେ ସେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ସହ ତାଙ୍କୁ ବହୁତ ଟ୍ରୋଲ କରାଯାଉଛି ଏବଂ ତା ସହ ମଧ୍ୟପ୍ରଦେଶ ର ସରକାର ମଧ୍ୟ ତାଙ୍କ ଉପରେ କଡା କାର୍ଯ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *