୨୦୨୧ ରେ ରିଅଲ ଲାଇଫ ରେ ବିବାହ କରିବେ TV ର ଏହି 6 ଟି ଲୋକପ୍ରିୟ ଯୋଡି, 3 ନମ୍ବର ଯୋଡି ତ ସମସ୍ତଙ୍କ ଫେବ୍ରେଟ

ନମସ୍କାର ବନ୍ଧୁଗଣ ୨୦୨୦ ରେ ବହୁତ ଛୋଟ ପରଦା ଏବଂ ବଡ଼ ପରଦା ର ଅଭିନେତା ଏବଂ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନେ ହେଲେ ନେହା କକ୍ଡ଼, ପୁନିତ ପାଠକ, ସନା ଖାନ ଏବଂ ଆଦିତ୍ୟ ନାରାୟଣ ଭଳି ଲୋକ ପ୍ରିୟ କଳାକାର ବିବାହ କରିଛନ୍ତି। ଏବଂ ସେହି ଭଳି ୨୦୨୧ ରେ ମଧ୍ୟ ଏହି ଇଣ୍ଡଷ୍ଟ୍ରୀ ର ଅନେକ ଅଭିନେତା ଏବଂ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉ ଛନ୍ତି। ତେବେ ଚାଲନ୍ତୁ ଜାଣିନେବା ସେହି ଅଭିନେତ୍ରୀ ଏବଂ ଅଭିନେତା ମାନେ କିଏ ଯିଏ ଏହି ବର୍ଷ ରେ ବିବାହ କରିବାକୁ ଯାଉଛନ୍ତି।

୧- ପ୍ରଥମ ନମ୍ବର ରେ ଅଛନ୍ତି ସୁରଭି ଚାନ୍ଦନା ଏବଂ କରନ ଶର୍ମା ଙ୍କର। ସୁରଭି ଜଣେ ଛୋଟ ପରଦାର ଜଣେ ସଫଳ ଅଭିନେତ୍ରୀ ଏବଂ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ମଧ୍ୟ। ସେ ନିଜର ଅନ୍ଦାଜ ନିଜର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ କୁ ଜିନିବାରେ ସଫଳ ହୋଇ ପାରିଛନ୍ତି। ଏବେ ଖବର ଆସୁଛି କି ସେ ନିଜର ପ୍ରେମିକ କରନ ଙ୍କ ସହ ଏହି ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

୨- ନମ୍ବର ଦୁଇ ରେ ଅଛନ୍ତି ଅବିକା କୋର ଏବଂ ମିଲିନ୍ଦ। ଅବିକା ଛୋଟ ପରଦାର ଜଣେ ସଫଳ ଅଭିନେତ୍ରୀ ସହ ସାଉଥ ରେ ମଧ୍ୟ ଜଣେ ଲୋକ ପ୍ରିୟ ଅଭିନେତ୍ରୀ। ଅବିକା ବାଳିକା ବଧୂ ଧାରା ବାହିକ ପରଠାରୁ ଅଧିକ ଚର୍ଚ୍ଚା ରେ ରହିବାକୁ ଲାଗିଲେ। ଏବଂ ତାଙ୍କ ଅଭିନୟ କୁ ଲୋକ ମାନେ ଖୁବ ପସନ୍ଦ ମଧ୍ୟ କରନ୍ତି।ଏବଂ ଏବେ ସେ ନିଜର ପ୍ରେମିକ ମିଲିନ୍ଦ ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

୩- ତୃତୀୟ ନମ୍ବର ରେ ଅଛନ୍ତି ମୋହସିନ ଖାନ ଏବଂ ଶିବାଙ୍ଗୀ ଯୋଶୀ। ଏହି ଦୁଇ ଜଣ ଛୋଟ ପରଦାର ଜଣେ ଜଣେ ସଫଳ ଅଭିନେତା ଏବଂ ଅଭିନେତ୍ରୀ। ଏମାନ ଙ୍କ ଯୋଡି କୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଥାନ୍ତି। ଏବଂ ଏବେ ଖବର ଆସୁଛି କି ଏମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

୪-ଚତୁର୍ଥ ନମ୍ବର ରେ ଅଛନ୍ତି ଶ୍ରଦ୍ଧା ଆର୍ଯ୍ୟ ଏବଂ ଆଲମ । ଶ୍ରଦ୍ଧା ଛୋଟ ପରଦାର ଜଣେ ସଫଳ ଅଭିନେତ୍ରୀ। ସେ ନିଜର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ହୃଦୟ କୁ ଜିନିବାରେ ସଫଳ ହୋଇ ପାରିଛନ୍ତି ଏବଂ ଏବେ ତାଙ୍କୁ କୌଣସି ପରିଚୟ ର ଆବଶ୍ୟକ ମଧ୍ୟ ନାହିଁ। ଖବର ଆସୁଛି କି ସେ ନିଜର ପ୍ରେମିକ ଆଲମ ଙ୍କ ସହ ଏହି ବର୍ଷ ବିବାହ ବନ୍ଧନରେ ବାନ୍ଧି ବାକୁ ଯାଉଛନ୍ତି।

୫-ପଞ୍ଚମ ନମ୍ବର ରେ ଅଛନ୍ତି ପର୍ଲ ବି ପୁରୀ। ପର୍ଲ ଛୋଟ ପରଦା ର ଜଣେ ଲୋକ ପ୍ରିୟ ଅଭିନେତା ସେ ଅନେକ ଧାରବାହିକ ରେ ଅଭିନୟ କରି ସଫଳତା ହାସଲ କରିଛନ୍ତି। ଖବର ଆସୁଛି ପର୍ଲ ନିଜର ଅନେକ ଦିନର ପ୍ରେମିକା ହବିବା ନବାଵ ଙ୍କ ସହ ବିବାହ କରି ବାକୁ ଯାଉଛନ୍ତି। ଏମାନେ ମେରି ଶାଶୂ ମାଆ ଧାରାବାହିକ ରେ ଏକାଠି କାମ କରିଥିଲେ।

 

୬- ଷଷ୍ଠ ନମ୍ବର ରେ ଅଛନ୍ତି ସୁରଭି ଜ୍ୟୋତି ଏବଂ ବରୁଣ ତୁର୍କୀ। ସୁରଭି ଛୋଟ ପରଦା ର ଜଣେ ସଫଳ ଏବଂ ଲୋକପ୍ରିୟ ଅଭିନେତ୍ରୀ ତାଙ୍କୁ ବର୍ତ୍ତମାନ କୌଣସି ପରିଚୟ ର ଆବଶ୍ୟକତା ନାହିଁ ଏବଂ ବରୁଣ ମଧ୍ୟ ଜଣେ ଟିଭି ଇଣ୍ଡଷ୍ଟ୍ରୀ ର ସଫଳ ଅଭିନେତା। ଖବର ଆସୁଛି କି ଏହି ଯୋଡି ଏହି ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।ଏବଂ ଏମାନେ ଦୁଇ ଜଣ କୁବୁଲ ହେ ଧାରାବାହିକ ରେ ଏକାଠି ନଜର ଆସିଥିଲେ।

ତେବେ ଫ୍ରେଣ୍ଡ୍ସ ଆପଣ ଙ୍କୁ କେଉଁ ଯୋଡି ଟି ସବୁଠୁ ଅଧିକ ଭଲ ଲାଗିଲା କମେନ୍ଟ କରନ୍ତୁ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *