ଫେରିଆ ମୋ ସୁନା ଭଉଣୀ…ତତେ ମୁଁ ଭୁଲି ପାରୁନି…ତୁ ମୋ ଆଖିର ତାରା ଥିଲୁ…ପୁରା ଘଟଣା ଜାଣିଲେ ଆପଣ ବି କାନ୍ଦି ପକେଇବେ

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭଉଣୀର ଚିତାକୁକୁ ତାର ଭାଇ ଡେଇଁ ପଡିଛି ଆଉ ନିଜ ଜୀବନ ହାରିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ମଧ୍ୟ ପ୍ରଦେଶ ଭୋପାଳ ସାଗର ଜିଲ୍ଲା ମଝି ଗାଁରେ ଘଟିଛି । ଏହି ଘଟଣାଟି ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଭଉଣୀର ମୃତ୍ୟୁର ଦୁଃଖକୁ ସହି ପାରି ନଥିଲା ଭାଇ ଆଉ ଶେଷରେ ଅନ୍ତିମ ସଂସ୍କାର ଚାଲି ଥିବା ବେଳେ ଭଉଣୀର ଚିତାକୁ ଡେଇଁ ପଡି ଥିଲା ଭାଇ ।

ସେଠାକାର ଲୋକ ମାନେ ଭାଇର ଶରୀରକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ନେଇ ଯାଇଥିଲେ । ହେଲେ ବନ୍ଧୁଗଣ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାଛ ଗାଁର ପ୍ରେତି ଦାଙ୍କି ନାମକ ଜଣେ ଯୁବତୀ ନିଖୋଜ ହୋଇଯାଇଥିଲେ । ଗତ ରବିବାର ତାଙ୍କ ମୃତ ଦେହ ଗାଁରେ ଥିବା କୂଅ ଭିତରୁ ମିଳି ଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ବେବଛେଦ ପାଇଁ ନେଇଥିଲା ।

ବେବଛେଦ ପରେ ମାମଲା ରୁଜୁ କରି ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଇଥିଲା । ତେବେ ପରିବାର ଲୋକେ ଝିଅର ମୃତ ଶରୀରକୁ ଅନ୍ତିମ ସଂସ୍କାର କରି ଦେଇଥିଲେ । ଅନ୍ତିମ ସଂସ୍କାର କରି ଘର ଲୋକ ଫେରି ଆସିଥିଲେ ହେଲେ କିଛି ଲୋକ ଜୁଇ ଜଳିବାର ଅପେକ୍ଷା କରି ରହିଥିଲେ । ଆଉ ସେହି ସମୟରେ ଭାଇ ମନକୁ ଏମିତି କିଛି ଚିନ୍ତା ଆସିଥିଲା ଯାହା ଭାବି ସେ ନିଜେ ଡେଇଁ ପଡିଥିଲା ଭଉଣୀର ଚିତା ଉପରେ ।

ଆଉ ଯେତେବେଳେ ସେ ଚିତ୍କାର କରିବାକୁ ଲାଗିଲା ସେତେବେଳେ କିଛି ଲୋକ ତାକୁ ଉଦ୍ଧାର କରି ଡାକ୍ତର ଖାନାକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଆଉ ଏପଟେ ଝିଅ ଆଉ ପୁଅକୁ ହରାଇ ଭାଙ୍ଗି ପଡିଛି ପୁରା ପରିବାର । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *