‘ଓଃ ଭୁବନେଶ୍ଵର ଝିଅ ବିୟୁଟିଫୁଲ, ଷାଠିଏ ବର୍ଷ ହେଲା…’ ଦେଖନ୍ତୁ କାହାକୁ ଓ କାହିଁକି ଏମିତି କହିଲେ ବିଧାୟକ Suresh Routray

ବନ୍ଧୁଗଣ, ଚର୍ଚ୍ଚିତ ଚେହେରା ବିଧାୟକ ସୁର ରାଉତରାୟଙ୍କୁ କିଏ ବା ନ ଜାଣେ ? ସୁର ନିଜ ଦମଦାର କଥା ତଥା କିଛି ବିଶେଷ ଡାଇଲୋଗ ପାଇଁ ବେସ ଚର୍ଚିତ ଅଟନ୍ତି ତଥା ଲୋକେ ମଧ୍ୟ ତାଙ୍କୁ ବେସ ସନ୍ନମାନ ଭଲ ପାଇବା ଦେଇ ଆସିଛନ୍ତି । ତେବେ ନବବର୍ଷ ଉପଲକ୍ଷେ ସୁର କିଛି ଏଭଳି କଥା କହିଛନ୍ତି ଭୁବନେଶ୍ଵର ଝିଅଙ୍କୁ ନେଇ, ତେବେ ଆସନ୍ତୁ ଜାଣିନେବା ଯେ ସୁର ବାବୁ କ’ଣ ମନ୍ତବ୍ୟ ଦେଇଛନ୍ତି ?

ସୁର କହିଛନ୍ତି ଯେ ନୂଆବର୍ଷ ଆସିଛି କିନ୍ତୁ ଆଗ ପୁରୁଣା ବର୍ଷର ଆଡକୁ ଦେଖିବାକୁ ହେବ । ଆଃ ଭୁବନେଶ୍ଵର ଲୋକଙ୍କୁ ମାନିବାକୁ ହେବ । ଭଗବାନ ଙ୍କ କୃପାରୁ 2023 ବିଶ୍ବରେ ଆଗ ଶାନ୍ତି ପ୍ରତିଷ୍ଠା ହେଉ । ଭାରତବର୍ଷ ରେ ମଧ୍ୟ ଶାନ୍ତି ପ୍ରତିଷ୍ଠା ହେଉ । ଓଡିଶା ତଥା ଉତ୍କଳ ମହାନ ଏଠାରେ ସମସ୍ତଙ୍କ ମଙ୍ଗଳ ହେଉ ଛାତ୍ରମାନେ ଭଲ ପଢନ୍ତୁ ।

ଏକ ଷ୍ଟେଜ ପ୍ରୋଗ୍ରାମରେ ସୁର ବାବୁ ଏହିଭଳି ପପୁ ପମପମ ଙ୍କ ସହିତ ମଜାମସ୍ତି କରିବା ସହିତ ସୁଲୋଚନା ଙ୍କୁ ନେଇ କିଛି ବିଶେଷ କଥା କହିଥିଲେ । ସୁର କହିଥିଲେ ଯେ ଭୁବନେଶ୍ଵର ର ଝିଅ ସୁଲୋଚନା ହେଉଛନ୍ତି ତାଙ୍କ ସାନ ଭଉଣୀ । ଭୁବନେଶ୍ଵରର ଝିଅ ଓଃ ବିୟୁଟିଫୁଲ । 60 ବର୍ଷ ହେଲା ଭୁବନେଶ୍ବରରେ କାମ କରୁଛନ୍ତି ସେ, ମାତ୍ର 4 ରୁ 5 ଟି ୟୁନିଟି ଥିଲା ।

6 ପର୍ଯ୍ୟନ୍ତ 7 ନଥିଲା, ଟିଭି ସବୁ ଗାଁ ମାନଙ୍କରେ ଲାଗୁଥିଲା । ସେହିଦିନଠାରୁ ସୁର ରାଉତରାୟ ଭୁବନେଶ୍ଵରରେ କାମ କରି ଆସୁଛନ୍ତି । ଏତେଦିନ ପରେ ବିୟୁଟିଫୁଲ ମେୟର ଆମର, ବିଚିଙ୍ଗ ପକାଇବା, ଫିନାଇଲ ପକାଇବା, ମଶାଧୂଆଁ ବୁଲାଇବା, ଏହା ସହିତ ମର୍ଡନ ଚେଷ୍ଟା ଯାହା ସବୁ କରାଯାଉଛି ଆକାଶମାର୍ଗ ରୁ ତାକୁ ସେ ସବୁ ଅତ୍ୟନ୍ତ ଭଲ କଥା ଅଟେ । ଏ ସବୁ ଆଦୌ ନଥିଲା କିଛି ରାସ୍ତାରେ ମଧ୍ୟ ଉତ୍ତମ କାମ ସବୁ ହେଉଛି । ଡ୍ରେନ କାମ ହେଉଛି, ଗରିବ ଆଦିବାସୀ ଯିଏ ସବୁ ଅଛନ୍ତି ଝୋପଡିରେ ତାଙ୍କ ନିମନ୍ତେ ଥଇଥାନର ବ୍ୟବସ୍ଥା ହେଉଛି ।

ସୁନ୍ଦର କାମ ସବୁ ମୁନିସିପାଲଟିର ଚାଲିଛି । ୱାର୍ଡ ବୁଲିବା ସହିତ ଅସୁବିଧା ସବୁ ବୁଲି ବୁଝୁଛନ୍ତି । ଭାରତ ସରକାର ମଧ୍ୟ କିଛି ଅର୍ଥ ସାହାର୍ଯ୍ୟ କରିବା ଆବଶ୍ୟକ । ଖାଲି ଓଡିଶା ସରକାର ଏ ନେଇ ଅର୍ଥ ସାହାର୍ଯ୍ୟ କରିଲେ ହେବ ନାହିଁ ବୋଲି କହିଥିଲେ ମେୟର ସୁଲୋଚନା ଙ୍କୁ ନେଇ ସୁର ରାଉତରାୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *