ଡେଲିଭରି ବୟ କିଡନାପ ସମୟରେ ଶେଷ ଥର ପାଇଁ ସ୍ତ୍ରୀ ଙ୍କୁ ଦେଇଥିଲେ ଭଏସ ମେସେଜ, କହିଥିଲେ ଏମିତି କି ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସିଛି । ସ୍ଵିଗି ଡେଲିଭରି ବୋଏକୁ ନେଇ ଅ-ପ-ହ-ର-ଣ ଅଭିଯୋଗ ଆସିଥିଲା । ଅ-ପ-ହ-ର-ଣ ନେଇ ଫୋନ ଯୋଗେ ସ୍ତ୍ରୀଙ୍କୁ ଜଣାଇଥିଲେ ଯୁବକ । ଛୁ-ରୀ-ରେ ତାଙ୍କ ଉପରେ ଆ-କ୍ର-ମ-ଣ କରାଯିବା ସହ ତାଙ୍କର ଫୋନ ଓ ଟଙ୍କା ନେଇଯାଇଥିବା ନେଇ ସେ ସ୍ତ୍ରୀକୁ କହିଥିଲେ । ଧଉଳି ଥାନାରେ ଯୁବକଙ୍କ ପରିବାର ପକ୍ଷରୁ ଅ-ଭି-ଯୋ-ଗ ହୋଇଛି ।

ଯୁବକ ଜଣକଙ୍କ ନାମ ହେଉଛି ପତିତପାବନ । ବର୍ତ୍ତମାନ ପୋଲିସ ତ-ଦ-ନ୍ତ-ରେ ପତିତ ପାବନଙ୍କ ପର୍ସ ମିଳିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପତିତପାବନଙ୍କ ଠିକଣା ମିଳୁ ନାହିଁ ତେଣୁ ପୋଲିସ ନିଜର ତ-ଦ-ନ୍ତ ଜାରି ରଖିଛି । ତେବେ ଭୁବନେଶ୍ବର ଉତ୍ତରା ଛକ ନିକଟରୁ ଯୁବକଙ୍କୁ ଅ-ପ-ହ-ର-ଣ କରଯାଇଥିଲା ବୋଲି ଅ-ଭି-ଯୋ-ଗ ହୋଇଛି । ତେବେ ଘଟଣା ଟି ହେଉଛି ରାଜଧାନୀ ଭୁବନେଶ୍ବର ର ତେବେ ପତିତ ପାବନ ନାମକ ଜଣେ ଫୁଡ଼ ଡେଲିବରୀ ବୟ ନିଜର ଖାଇବା ଡେଲିବରୀ କରିବା ପାଇଁ ଯାଇଥିଲେ ତେବେ ନିଜ ସ୍ତ୍ରୀ ଙ୍କ ସହ ୯:୪୫ ରେ କଥା ମଧ୍ୟ ହୋଇ ଥିଲେ ଏବଂ ଗାଡି ଖରାପ ହୋଇ ଯାଇଛି ବୋଲି କହିଥିଲେ ଏବଂ ବର୍ଷା ଯୋଗୁଁ ଯାଇ ହେଉନାହିଁ ବୋଲି ମଧ୍ୟ କହିଥିଲେ ।

ତେବେ ଏହା କହି ଫୋନ କା-ଟି ଦେଲେ ଏବଂ ଆଉ ଟିକେ ପରେ ଫୁଣି ଥରେ ଫୋନ କରି ଯୁବକ ଜଣକ ନିଜ ପତ୍ନୀଙ୍କୁ ଫୋନ କଲ୍ କରି ବହୁତ କଷ୍ଟରେ କହୁଥିଲେ-‘ଧନ ଭାଇ କୁ କହ ଏଇଠିକି ଆସିବ । ମୋତେ କିଛି ଲୋକ ଛୁ-ରୀ ଭୁ-ଶି ଦେଇଛନ୍ତି । ଉତ୍ତରା ଆଡେ ମୋତେ କିଛି ଲୋକ ଟେକି ନେଇଛନ୍ତି । ଡାଲା ଅଟୋରେ ନେଇ ଯାଇଛନ୍ତି ମୋ ଉତ୍ତରାର ବ୍ରିଜ ପାଖରେ ଅଛି । ମ-ରି-ବି କି ବଞ୍ଚିବୀ ଜାଣି ନାହିଁ । ଭାଇକୁ କହ ଏହି ଲୋକେସନକୁ ଶୀଘ୍ର ଆସିବ’ । ଆଗକୁ ଯୁବକ ଜଣକ କହିଛନ୍ତି- ‘ମୁ ଅଟୋରେ ସୋଇଛି ମୋ ଫୋନ ନେଇଗଲେ ମୋ ପଇସା ନେଇଗଲେ ସେମାନେ । ମୋ ପ୍ଯାଣ୍ଟ ସାର୍ଟ ସବୁ ଚିରିକି ପକେଇ ଦେଇଛନ୍ତି ଏମାନେ । ଉତ୍ତରା ଏଇ ପଟେ ଭୁବନେଶ୍ଵର ପଟକୁ ହେଲା’ ।

ତେବେ ଏହା ପରେ ପରିବାର ଲୋକ ଧଉଳି ରେ ଅ-ଭି-ଯୋ-ଗ କରିଥିଲେ କିନ୍ତୁ ସେ ତାଙ୍କୁ ଲିଙ୍ଗରାଜ ପଠାଇ ଥିଲେ ଏବଂ ଲିଙ୍ଗରାଜ ଥାନା ଧଉଳି ଏମିତି କରି ସେମାନେ କୌଣସି ସାହାର୍ଯ୍ୟ କରୁ ନାହାନ୍ତି । ତେବେ ଆଜି ସକାଳେ ଖୋଜାଖୋଜି କରିବା ସମୟରେ ଲିଙ୍ଗି ପୁର ବ୍ରିଜ ଉପରେ ନି-ଖୋ-ଜ ଡେଲିବରୀ ବୟ ଙ୍କ ପୋଷାକ ଛି-ଣ୍ଡି ଯାଇଥିବା,ଗୋଟିଏ ନୂଆ ଛୁ-ରୀ,ବ୍ୟାଗ ଏବଂ ଚପଲ ଆଦି ମିଳିଥିଲା ତେବେ ଏହା ଦେଖି ପରିବାର ଲୋକ ଭା-ଙ୍ଗି ପଡିଛନ୍ତି ଏବଂ ତାଙ୍କ ସ୍ୱାମୀ ଙ୍କୁ ଖୋଜିବାରେ ସାହାର୍ଯ୍ୟ କରନ୍ତୁ ବୋଲି ସେ ନିବେଦନ ମଧ୍ୟ କରିଛନ୍ତି ।

ଗତ କାଲି ରାତି ୧୦ଟା ବେଳେ ପତିତପାବନଙ୍କ ଫୋନ କଲ୍ ଆସିଥିଲା । 10 ଟା ପରେ ତାଙ୍କ ଫୋନଟି ଅଫ୍ ହୋଇ ଯାଇଥିଲା । ରାତି ସାରା ତାଙ୍କ ପରିବାର ଲୋକ ଯୁବକଙ୍କ ଲାଷ୍ଟ ଲୋକେସନକୁ ଫଲୋ କରୁଥିଲେ । ପାଖା ପାଖି ରାତି ତମାମ ସେ ଦୁଇ ଦୁଇଟି ଥାନାକୁ ଯାଇ ଅ-ଭି-ଯୋ-ଗ କରିଥିଲେ । ସଖାଳ ସମୟରେ ପୋଲିସ ଉତ୍ତରା ଛକରେ ଥିବା ନଦୀ ବନ୍ଧ ପାଖକୁ ଯାଇଥିଲେ । ସେହି ରାସ୍ତାରେ ଯୁବକଙ୍କ ସାର୍ଟ, ପର୍ସ ଓ ଗାଡିର ଲାଇଟ ଖଣ୍ଡ ପଡିଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାର ତ-ଦ-ନ୍ତ କରୁଛି ଓ ଯୁବକଙ୍କୁ ଖୋ-ଜୁ-ଛି ।

Leave a Reply

Your email address will not be published. Required fields are marked *