Bhubaneswar ରେ ଖୁଲମ ଖୁଲା ଚାଲିଥିଲା deha ବେପାର, ହଠାତ ମାଡି ବସିଲା ପୋଲିସ, ଆଉ ତା’ପରେ…ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁବନେଶ୍ଵରରେ ବର୍ତ୍ତମାନ ଖୁଲମ ଖୋଲା ଭାବରେ ଦ-ଏହବ୍ୟବସାୟ ହେଉଥିବାର ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଏ ନେଇ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ରାଜଧାନୀରେ ଏହିଭଳି ଭାବରେ ଦ-ଏହ ବ୍ୟବସାୟ ଚାଲିଥିବା ସମୟରେ ସ୍ଥାନୀୟ ଲୋକେ ଦେଖି ପୋଲିସ ଙ୍କୁ ଖବର ଦେଇଥିଲେ । ତେବେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଏୟାରପୋର୍ଟ ଥାନା ଅନ୍ତର୍ଗତ ଏୟାରପୋର୍ଟ ଛକ ନିକଟରେ ।

ପାଖରେ ଥିବା ଏକ ମଦ ଦୋକାନ କଡରେ, ନିଛାଟିଆ ସ୍ଥାନରେ ଖୁଲମ ଖୋଲା ଦ-ଏହ ବ୍ୟବସାୟ ଚାଲିଥିଲା । ରାସ୍ତା କଡରେ ଚାଲିଥିଲା ଦ-ଏହ ବ୍ୟାପାର, ଆଉ ରାସ୍ତା ଉପରେ ଠେଙ୍ଗା ଧରି ଜଗି ବସିଥିଲା ଦଲାଲ । ଆଉ ଯେତେବେଳେ କାମ ସରିଥିଲା ସେତେବେଳେ ଟଙ୍କା ଲେନଦେନ କୁ ନେଇ ଗ୍ରାହକ ଏବଂ ରୂପଜୀବୀ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହା ଶୁଣି ଏହାକୁ ବୁଝିବା ନିମନ୍ତେ ରାସ୍ତା କଡକୁ ଯାଇଥିଲା ଦ-ଏହ ଦଲାଲ ।

ଆଉ ଏହି ସମୟରେ ସ୍ଥାନୀୟ ଲୋକେ ଜାଣି ପୋଲିସ କୁ ଖବର ଦେଇଥିଲେ । ଏହାପରେ ଏଥିରେ ଥିବା ସଂଶ୍ଳିଷ୍ଠ ଥିବା ସମସ୍ତଙ୍କୁ ଅଟକ ରଖିଥିଲେ । ଆଉ ପୋଲିସ ଆସିବା ପରେ ଯେତେବେଳେ ପୋଲିସ ସମସ୍ତଙ୍କୁ ଥାନା କୁ ନେବାକୁ ବସିଲା ଠିକ ସେତିକିବେଳେ ଦ-ଏହ ଦଲାଲ କୁ ଛାଡି ଗ୍ରାହକ ଏବଂ ରୂପଜୀବୀ ଦୌଡି ପଳାଇଥିଲେ । ଏହାପରେ ଦଲାଲ କୁ ଧରି ପୋଲିସ ଥାନା କୁ ନେଇଥିଲା ।

ଏହା ଆଜି ନୁହେଁ କି କାଲି ନୁହେଁ ଏହିଭଳି କିଛି ଘଟଣା କ୍ରମଶଃ ଘଟି ଚାଲୁଥିବାର ସୂଚନା ମିଳିଛି । ତଥାପି ଏଥିରେ ନା ଲାଗି ପାରୁଛି ରୋକ ନା ଏଥିରେ କାହାର ନଜର ଅଛି । ଯଦି ଏମାନଙ୍କ ବିରୁଦ୍ଧରେ କିଛି ଆଖିଦୃଶିୟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଯାଇ ଏହା ଉପରେ ରୋକ ଲାଗି ପାରନ୍ତା । ଶୀତ ରାତିରେ ଗ୍ରାହକ ରାସ୍ତା କଡରେ ଏହିଭଳି ଦ-ଏହାଜୀବୀ ଙ୍କ ସହିତ ଦେଖିବାର ମିଳିଥିଲା ।

ଏହାକୁ ନେଇ ସାଧାରଣ ଜନତା ଅଶୋନ୍ତୋଷତା ପ୍ରକାଶ କରିଛନ୍ତି । ଏହିଭଳି ଏମାନଙ୍କ ଡରଭୟ ପୋଲିସ ଙ୍କ ପ୍ରତି ତଥା ଆଇନ ପ୍ରତି ଆଦୌ ନଥିବାର ଅନୁଭବ ହେଉଛି । କାରଣ ଯଦି ସେଭଳି ଥାନ୍ତା ତେବେ ଏମାନେ ଖୁଲମ ଖୋଲା ଏହି ଲଜ୍ୟାଜନକ କାମ କରିନଥାନ୍ତେ । ସବୁଠାରୁ ବଡ କଥା ହେଉଛି ଦ-ଏହଜୀବୀ ମାନଙ୍କ ପାଇଁ ସୁପ୍ରିମକୋର୍ଟ ବର୍ତ୍ତମାନ କିଛି ଏହିଭଳି ନିଷ୍ପତ୍ତି ନେଇଛନ୍ତି ଯାହାଙ୍କୁ ନେଇ ଏମାନଙ୍କ ସାହାସ ବଢିବାରେ ଲାଗିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *