କୁକୁଡା ସହିତ ପଙ୍ଗା ନେବା ଏହି ଭୋକିଲା ବିଷଧର ନାଗ (Hungry Cobra) ଟିକୁ ପଡିଗଲା ମହଙ୍ଗା ! ଆଉ ତା’ ପରେ ଯାହା ହେଲା…ନିଜେ ଦେଖି ନିଅନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କ ଭିଡିଓ ଗୁଡିକୁ ମଧ୍ୟ ଦେଖିଥିବେ ।

ମିର୍ଜାଙ୍କର ଅନେକ ସାପ ଉଦ୍ଧାର ଭିଡିଓ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଅଛି । ତେବେ ଗତ କିଛି ସମୟ ହେବ ମିର୍ଜାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଗୋଟେ ଦେଶୀ କୁକୁଡା ଭାଡି ଭିତରକୁ ଏକ ନାଗ ସାପ ଆସିଯାଇଥିଲା । ରାତି ଅଧରେ ଭୋକିଲା ନାଗ ସାପକୁ କୁକୁଡାକୁ ଶିକାର କରିବା ପାଇଁ ଆସିଥିଲା ହେଲେ କୁକୁଡା ମାନେ ବି ବହୁତ ଚତୁର ଥିଲେ । ନାଗ ସାପକୁ ଦେଖି ସମସ୍ତ କୁକୁଡା ଗୋଟେ ଗୋଟେ ଉଚ୍ଚ ସ୍ଥାନରେ ଛିଡା ହୋଇଗଲେ ଆଉ ରାବିବାକୁ ଲାଗିଲେ । କୁକୁଡା ଜୋର ଜୋର ସେ ରାବିବା ଦ୍ଵାରା ମାଲିକ ଆସି ଘଟଣା ବିଷୟରେ ଜାଣିଥିଲା ଓ ମିର୍ଜା ଆରିଫଙ୍କୁ ଡକାଇ ଥିଲା ।

ଏହା ପରେ ମିର୍ଜା ଆରିଫ ଆସି ଅତି ସାବଧାନତାର ସହ ନାଗ ସାପଟିକୁ ଉଦ୍ଧାର କରିଥିଲେ । ବନ୍ଧୁଗଣ ଉଦ୍ଧାର ସମୟରେ ଅନେକ ଥର ନାଗ ସାପଟି ମିର୍ଜାଙ୍କୁ ଚୋଟ ମାରିବା ପାଇଁ ଚେଷ୍ଟା କରିଥିଲା ହେଲେ ମିର୍ଜା ସଫଳତା ପୂର୍ବକ ସାପଟିକୁ ଉଦ୍ଧାର କରିପାରିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *