ସାମ୍ନାକୁ ଆସିଲେ ଭିଣେଇ, କଲେ ମହା ଖୁଲାସା ! କହିଲା ‘ମୁଁ ନନ୍ଦିନୀର ଭିଣେଇ ନୁହଁ, ମୁଁ ତା’ର…’ ଶୁଣିଲେ ଆପଣ ବି ଚମକି ପଡିବେ…

ନମସ୍କାର ବନ୍ଧୁଗଣ ତେବେ ବାହା ହୋଇ ସାତଜନ୍ମର ସାଥୀ ହେବା ପାଇଁ ଅଗ୍ନି ଆଗରେ ଶପଥ ନେଇଥିଲା ସ୍ତ୍ରୀ । ହେଲେ ଚତୁର୍ଥୀ ରାତିରୁ ହିଁ ସ୍ୱାମୀକୁ ଦେଲା ଧୋକା । ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହିତ ନ୍ୟୁଡ୍ ଭିଡିଓ କଲ୍ କରି ସ୍ୱାମୀକୁ ଧୋକା ଦେଉଥିଲା । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ଭରତପୁରରେ । ବାହା ହୋଇ ଚତୁର୍ଥୀ ରାତିରେ ବୟଫ୍ରେଣ୍ତ ସହ ନ୍ୟୁଡ୍‌ ଭିଡିଓ କଲ୍‌ କରୁଥିବା ବେଳେ ସ୍ୱାମୀ ଦେଖିଥିବାର ଅଭିଯୋଗ କରିଥିଲେ ।

ଏହାସହ ଚତୁର୍ଥୀ ରାତି ପରଦିନ ସ୍ୱାମୀକୁ ମନ୍ଦିର ଡାକି ବୟଫ୍ରେଣ୍ତ ଠାରୁ ନିସ୍ତୁକ ମା-ଡ଼ ଖାଇଥିବାର ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁଯାୟୀ, ସ୍ତ୍ରୀ ନନ୍ଦିନୀ ତାଙ୍କୁ ଧୋକା ଦେବା ସହ ବୟଫ୍ରେଣ୍ଡ ଦ୍ୱାରା ନିସ୍ତୁକ ମାଆଡ଼ ମାଆରିଇଛନ୍ତି । ନୂଆ କରି ବାହା ହୋଇଥିବା ଓ ଆାକ୍ରରମଣଅର ଶିକାର ହୋଇଥିବା ସ୍ୱାମୀ ବଳରାମ ସାହୁ ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନାରେ ଏଭଳି ଅଭିଯୋଗ କରିଛନ୍ତି ।

ତାଙ୍କ ଅଭିଯୋଗ ହେଲା, ପିପିଲି ଅଞ୍ଚଳର ନନ୍ଦିନୀ ନାମକ ଝିଅ ସହିତ ତାଙ୍କର କିଛି ଦିନ ତଳେ ବାହାଘର ହୋଇଥିଲା । ଚତୁର୍ଥୀ ରାତି ଅଧରେ ସେ ଉଠିପଡ଼ି ଦେଖିଲେ, ତାଙ୍କ ସ୍ତ୍ରୀ ଉଲ-ଗଗ୍ନ ହୋଇ ଅନ୍ୟ ଏକ ପୁଅ ସହିତ ଭିଡିଓ କଲରେ କଥା ହେଉଛନ୍ତି । ତେବେ ପ୍ରଶ୍ନ କରିବାରୁ ସେ ପ୍ରଥମେ ନିଜ ଭଉଣୀ ସହ କଥା ଦେଉଥିବାର କହିଥିଲେ କିନ୍ତୁ ସତ ଧରା ପଡ଼ିବା ପରେ ସେ ସ୍ୱାମୀଙ୍କୁ କ୍ଷମା ମାଗିଥିଲେ ।

ଆଉ କେବେ ଏପରି କରିବେନି ବୋଲି ମଧ୍ୟ ସ୍ବାମୀଙ୍କୁ କହିଥିଲେ । ପରଦିନ ଲିଙ୍ଗରାଜ ମନ୍ଦିରକୁ ଯିବାକୁ କହିଥିଲେ । ସେଠାକୁ ଯିବା ପରେ ଝିଅ ଓ ତାଙ୍କ ସଂପର୍କୀୟ ମାନେ ସ୍ୱାମୀଙ୍କୁ ପ୍ରବଳ ମାଆଡ଼ ମାଆରିଇଥିଲେ । ଏପରିକି ଜୀବନରେ ମାଆରିଇଦେବାକୁ ଧମକ ଦେଇଥିବା ବଳରାମ କହିଛନ୍ତି । ତେବେ ନନ୍ଦିନୀ କହିଛନ୍ତି ମୁଁ ମୋ ଭେଣେଇ ସହିତ କଥା ହଉଥିଲି ସେକଥା ପୁରା ମିଛ କଥା । ମୋ ଭଉଣୀ ଯେଉଁଠି ମ୍ୟାରେଜ୍ କରିନି ଭେଣେଇ ଆସିବ କଉଠୁ ।

ମୁଁ ମୋ ଫ୍ୟାମିଲି ସହିତ କଥା ହେଉଥିଲି କବାଟ ଦେଇକି ମୋ ବିଷୟରେ ସବୁ କଥା କହୁଥିଲି । ସେ ସେଇଟାକୁ ଖରାପରେ କହୁଛନ୍ତି। ତେବେ ଯଦି ମୋ ଭିଣେଇ ସହ ମୋ ସମ୍ପର୍କ ଥାଆନ୍ତା ତେବେ ମୁଁ ତାଙ୍କୁ କଣ ପାଇଁ ବାହା ହୋଇଥାନ୍ତି। ତେବେ ସେପଟେ ଭିଣେଇ ମଧ୍ୟ କହିଛନ୍ତି କି ମୁଁ ନନ୍ଦିନୀ ର ଭଉଣୀ ର ସାଙ୍ଗ ତାଙ୍କ ଭିଣେଇ ନୁହଁ।

ତେବେ ମୁଁ ତାକୁ ମୋ ଭଉଣୀ ଭଳି ଦେଖେ କେବେ ଖରାପ ନଜରରେ ଦେଖି ନାହିଁ। ତେବେ ତାଙ୍କ ଶାଶୁ ଘର ଲୋକ ତାଙ୍କୁ ଟର୍ଚ୍ଚର କରିବାରୁ ସେ ପଳେଇ ଆସିଛି। ତେବେ ବର୍ତ୍ତମାନ ଦେଖିବାର ଅଛି କି କିଏ ସତ କହୁଛି କିଏ ମିଛ କହୁଛି।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *