ମହା ଖୁଲାସା ! ଭିଣେଇ ଖୋଲିଲେ ନନ୍ଦିନୀ ରହସ୍ୟ, ଖୋଲି କହି ଦେଲେ ନନ୍ଦିନୀ ବିଷୟରେ ଏହି ସବୁ କଥା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କିଛି ଦିନ ତଳେ ଘଟିଥିବା ଘଟଣା ସମ୍ବନ୍ଧରେ ବେସ ଭଲ ଭାବରେ ଜାଣିଥିବେ । ତେବେ ସୂଚନା ଅନୁଯାୟୀ ନନ୍ଦିନୀ ବଳରାମ ଙ୍କୁ ବିବାହ କରିଥିଲେ ଏବଂ ବିବାହର ଏକ ଦିନ ପରେ ମନ୍ଦିର ରେ ମାନସିକ ଅଛି କହି ଶାଶୁଘରୁ ଫେରାର ହେଲେ । ଏବଂ ଏହାପରେ ମନ୍ଦିରରେ ଯାଇ ସେଠାରେ ନନ୍ଦିନୀ ର ଭେଣେଇ ତଥା ପରିବାର ଲୋକେ ସବୁ ମିଶି ବଳରାମ ଙ୍କୁ ମାଡ ମାରିଥିଲେ ବୋଲି ବଲରାମ ଙ୍କ ବାପା ଅଭିଯୋଗ କରିଥିଲେ ।

ତେବେ ତେବେ ଏହି ଘଟଣା ପରେ ନନ୍ଦିନୀ କହିଛନ୍ତି ଯେ ତାଙ୍କ ସ୍ଵାମୀ ପୁରା ଓଲା ଥିଲେ । ତାଙ୍କୁ ମୁଁ ଜାଣି ନଥିଲି କେମିତି ରହିଥାନ୍ତି ତାଙ୍କ ସହ । ଏହା ସହ ସେ କହୁଛନ୍ତି ମୋ ବିଷୟରେ ଯାହା କୁହା ଯାଉଛି ତାହା ସବୁ ମିଛ । ମୁଁ ରାତିରେ ଉଲ-ଗଗ୍ନ ହୋଇ ଭିଣୋଇ କୁ ଭିଡ଼ିଓ କଲ୍ କରିନାହିଁ । ଯଦି ଭିଡ଼ିଓ କଲ୍ କରୁଥିଲି ତେବେ ସ୍ଵାମୀ କଣ କରୁଥିଲେ ।

ତାଙ୍କ ସ୍ଵାମୀ କଥା କହିବା ବି ଠିକ୍ ସେ ଜାଣି ନାହାନ୍ତି ତାଙ୍କ ପାଟି ଲାଗୁଚି । ଏହା ସହ ସେ ତାଙ୍କ ବାପା ମା ଙ୍କ ଉପରେ ନିର୍ଭର କରୁଛନ୍ତି । ରାତିରେ ତାଙ୍କ ସ୍ଵାମୀ ତାଙ୍କୁ ଯୌତୁକ ପାଇଁ ଟର୍ଚର କରିଛନ୍ତି ବୋଲି ନନ୍ଦିନୀ କହିଛନ୍ତି । ଏହା ସହ କହିଛନ୍ତି ଯେ ତାଙ୍କ ଭିଣୋଇ ସହ କିଛି ସଂପର୍କ ନାହିଁ,ଯଦି ଥାଆନ୍ତା କଣ ପାଇଁ ବିବାହ କରିଥାନ୍ତେ । ତେବେ ବର୍ତ୍ତମାନ ନନ୍ଦିନୀ ଙ୍କ ଭିଣେଇ ତ୍ରିଲୋଚନ ଗଣମାଧ୍ୟମ କୁ ଆସି ବୟାନ ଦେଇଛନ୍ତି ।

ତେବେ ସେ କହିଛନ୍ତି କି ମୁଁ ତାଙ୍କ ଭିଣେଇ ନୁହେଁ ତାଙ୍କ ଭଉଣୀଙ୍କ ଭଲ ସାଙ୍ଗ । ତେବେ ତାଙ୍କ କଥା ଅନୁଯାୟୀ ସେହିଦିନ ସେଠାକୁ ବିବାହ କରିବା ପାଇଁ ଯାଇ ନଥିଲେ । ସେମାନେ ସେଠାରେ ନିର୍ବନ୍ଧ କରିବା ପାଇଁ ଯାଇଥିଲେ ବୋଲି ସେ କହିଥିଲେ । ତେବେ ସେଠାରେ ସେମାନଙ୍କର ବିବାହ ହେବ ବୋଲି ଏହା ସମ୍ପର୍କରେ ମଧ୍ୟ ସେ ଜାଣି ନଥିଲେ । ତେବେ ସେମାନେ ସେଠାରେ ପହଞ୍ଚିବା ପରେ ସେମାନେ ସେଠାରେ ବିବାହ କରିବା ପାଇଁ ସମସ୍ତ ଯୋଗାଡ କରି ସାରି ଥିଲେ ।

ଏହା ବ୍ୟତୀତ ସେଠାରେ ସେମାନେ ପହଞ୍ଚିବା ପରେ ଅଚାନକ ଭାବରେ ସେମାନଙ୍କର ସେଠାରେ ବିବାହ ହେବ ବୋଲି ସେମାନେ କହି ଥିଲେ । ପ୍ରଥମେ ରାଜି ହୋଇ ନଥିଲୁ କାରଣ ଝିଅକୁ ୧୭ ବର୍ଷ । ତେବେ ଏହା ପରେ ଅନେକ ବୁଝା ବୁଝି କରି ସେମାନେ ତାଙ୍କର ବିବାହ କରି ଦେଇ ଥିଲେ । ତେବେ ସେଠାକୁ ଯିବା ପରେ ସେଠାରେ ସଙ୍ଗେ ସଙ୍ଗେ ସେଠାରେ ତାଙ୍କର ଚତୁର୍ଥୀ ସେହି ଦିନ ହେବ ବୋଲି ସେମାନେ କହି ଥିଲେ ।

ଯେଉଁ ଦିନ ନିର୍ବନ୍ଧ ହୋଇଥିଲା ସେହି ଦିନ ବିବାହ ଓ ସେହି ଦିନ ଚତୁର୍ଥୀ ହେବା ପରେ ସେ ଭୟଭୀତ ହୋଇ ଯାଇଥିଲେ । ଏହା ବ୍ୟତୀତ ତାଙ୍କର ପତି ତାଙ୍କୁ ଅନେକ ଧମକାଇ ଥିଲେ ମଧ୍ୟ । ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଆଖିରେ ମୁଁ ଦେଖିଚି ଯେ ନନ୍ଦିନୀ ବଡ଼ ମାନଙ୍କୁ ସେ ସ୍ନମାନ ଦିଏ । ମତେ ଯେବେବି ଦୂରରୁ ଦେଖିନିଏ ସେ ପାଖକୁ ଆସି ନଇଁକି ପ୍ରଣାମ କରେ ଆଉ ମୁଁ ବି ଆଶ୍ରିବାଦ କରେ ।

କିନ୍ତୁ ମୁଁ ତାକୁ କେବେହେଲେ ଖରାପ ନଜରରେ ଦେଖିନି । ଭାଇ ଭାବରେ ତାକୁ ଛାତିରେ ଲଗାଇ ବଡ଼ ଭାଇର ସ୍ନେହବି ଦେଇଛି । କିନ୍ତୁ କେବେ ଖରାପ ଉଦେଶ୍ୟରେ କିଛି ବି ଭାବିନି ।ତେବେ ସେମାନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *