Interesting Gk Questions- ଭିକାରୀ ନୁହେଁ କିନ୍ତୁ ପଇସା ମାଗିଥାଏ, ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ, ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇଥାଏ, କୁହନ୍ତୁ ସେ କିଏ ?

ବନ୍ଧୁଗଣ ସାଧାରତଃ ସମସ୍ତ ମଣିଷ ଏହି ଦୁନିଆ ବିଷୟରେ ସବୁ କିଛି ଜାଣିବା ପାଇଁ ଇଛା କରିଥାନ୍ତି । ସେଥିପାଇଁ ସେମାନେ ସାଧାରଣ ଜ୍ଞାନର ଅଧୟନ କରିଥାନ୍ତି । ବନ୍ଧୁଆନ ସାଧାରଣ ଜ୍ଞାନ ସରକାରୀ ଚାକିରି ଓ କର୍ମକ୍ଷେତ୍ର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ସାଧାରଣ ଜ୍ଞାନ ଆମ ଦୈନନ୍ଦିନ ଜୀବନକୁ ସୁଖମୟ କରିବାରେ ସହାୟକ ହୋଇଥାଏ । ଯଦି ମଣିଷ ସମସ୍ତ ପ୍ରକାରର ଜ୍ଞାନ ବିଷୟରେ ଜାଣିଥିବ ତା ହେଲେ ସେ କେବେହେଲ କୌଣସି ସ୍ଥାନରେ ହାରିବ ନାହିଁ ।

ବନ୍ଧୁଗଣ ଆଜି ମଧ୍ୟ ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାର ଉତ୍ତର ନେଇ ଆସିଛୁ । ଯାହାକୁ ପଢି ଆପଣ ଚାକିରି କ୍ଷେତ୍ରରେ ମଧ୍ୟ ବହୁତ ଲାଭ ପାଇବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ଗୁଡିକ ବିଷୟରେ ।

୧. ଏମିତି କେଉଁ ଜୀବ ଅଛି ଯିଏ କେବେହେଲେ ମ-ରି ନଥାଏ ?

ଉତ୍ତର- ଜେଲି ଫିସ

୨. ଲାଲକିଲା ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ଅଛି ?

ଉତ୍ତର- ପାକିସ୍ତାନରେ

୩. ଭାରତର ପ୍ରଥମ ନାଗରିକ କିଏ ଅଟେ ?

ଉତ୍ତର- ରାଷ୍ଟ୍ରପତି

୪. କେଉଁ ଦେଶରେ କ୍ଷୀର ବିକ୍ରି କରିବାକୁ ଏକ ଅପରାଧ ମାନା ଯାଇଥାଏ ?

ଉତ୍ତର- ଫିନଲେଣ୍ଡ ଦେଶ


୫. ପାକିସ୍ତାନର ରାଷ୍ଟ୍ରୀୟ ପଶୁର ନାମ କଣ ?\

ଉତ୍ତର- ମାରଖୋର

୬. କେଉଁ ଜୀବର ହାତ କଟିବା ପରେ ଦୁତୀୟ ହାତ ଉତ୍ପନ୍ନ ହୋଇଯାଇଥାଏ ?

ଉତ୍ତର- ଲିଜାର୍ଡ଼ର

୭. ଭାରତରେ ଆଧାର କାର୍ଡର ବୈଧତା କେତେ ବର୍ଷ ପର୍ଯ୍ୟନ୍ତ ରହିଥାଏ ?

ଉତ୍ତର- ଜୀବନ ସାରା ରହିଥାଏ

୮. ଉତ୍ତର ପ୍ରଦେଶର କେଉଁ ଜିଲ୍ଲା ସବୁଠାରୁ ଅଧିକ ଧନୀ ହୋଇଥାଏ ?

ଉତ୍ତର- କାନପୁର

୯. କଙ୍ଗାରୁ କେଉଁ ଦେଶରେ ସବୁଠାରୁ ଅଧିକ ଦେଖିବାକୁ ମିଳିଥାଏ ?

ଉତ୍ତର- ଅଷ୍ଟ୍ରେଲିଆ ଦେଶରେ

୧୦. ଭାରତର ସବୁଠାରୁ ଉଛ ମିନାର କଣ ଅଟେ ?

ଉତ୍ତର- କୁତୁବମିନାର

୧୧. ବିଶ୍ଵର ସବୁଠାରୁ ବିଶାଳ ମନ୍ଦିରର ନାମ କଣ ?

ଉତ୍ତର- ଅଶୋକ ଭାଟ

୧୨. ପେଣ୍ଡ୍ରାଇବର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ଏମ ସିଷ୍ଟମ କରିଥିଲେ

୧୩. ବିଶ୍ଵରେ କେଉଁ ଦେଶର ପାଣି ସବୁଠାରୁ ଗରମ ହୋଇଥାଏ ?

ଉତ୍ତର- ନୀଳ ନଦୀର ପାଣି

୧୪. କେଉଁ ଦେଶରେ ବିଲେଇ ମାନଙ୍କ ପୂଜା କରାଯାଇଥାଏ ?

ଉତ୍ତର-ଇଜିପ୍ଟ ଦେଶରେ

୧୫. ଭାରତର ସବୁଠାରୁ ବଡ ହସ୍ପିଟାଲର ନାମ କଣ ?

ଉତ୍ତର-ଏମ୍ସ ହସ୍ପିଟାଲ

୧୬. କେଉଁ ପରିବାକୁ ଖାଇବା ଦ୍ଵାରା ଦାନ୍ତ ସଫା ହୋଇଯାଇଥାଏ ?

ଉତ୍ତର- ଅମୃତ ଭଣ୍ଡାକୁ ଖାଇଲେ

୧୭. ହାତୀକୁ କେଉଁ ରଙ୍ଗ ଦେଖିଲେ ଅଧିକ କ୍ରୋଧ ଆସିଥାଏ ?

ଉତ୍ତର- ହଳଦିଆ ରଙ୍ଗକୁ ଦେଖିଲେ

୧୮. ମହିଳା ମାନଙ୍କ ପାଇଁ ସବୁଠାରୁ ସୁରକ୍ଷିତ ରାଜ୍ୟ କଣ ଅଟେ ?

ଉତ୍ତର- ଗୋଆ ରାଜ୍ୟ

୧୯. କେଉଁ ପରିବାରେ ଏକ ସହରର ନାମ ଆସିଥାଏ ?

ଉତ୍ତର- ଶିମ୍ଳା

୨୦. ମଣିଷ ଶରୀରରେ କେତେ ଚୁଟି ରହିଥାଏ ?

ଉତ୍ତର- ଏକ ଲକ୍ଷରୁ ଅଧିକ

୨୧. ସେ କିଏ ଯିଏ ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ

ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ

ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜେଇ ଥାଏ ?

ଉତ୍ତର – ବସ କଣ୍ଡକ୍ଟର

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *