କେରଳରେ ଜଳ ପ୍ରଳୟ, ଚାହୁଁ ଚାହୁଁ ଭାସିଗଲା କୋଠାଘର, ଦେଖନ୍ତୁ Exclusive Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ସୋ-ସି-ଆ-ଲ ମି-ଡି-ଆ ଲୋକ ମାନଙ୍କର ବହୁତ ସହାୟକ କରୁଛି । ଇଣ୍ଟର୍ନେଟ ଓ ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘ-ଟୁ-ଥି-ବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣିବାକୁ ପାଉଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଭା-ଇ-ରା-ଲ ହେଉଥିବା ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓଟି ହେଉଛି କେରଳ ରାଜ୍ୟର । କେରଳରେ ଲଗାଣ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷାରେ କୋଟାୟାମର ମୁଣ୍ଡାକାୟମରେ ଏକ ନଦୀରେ ପ୍ରବଳ ଜଳ ସ୍ରୋତ ଆସିଥିଲା ।

ଯାହା ଫଳରେ ନଦୀ ସ୍ରୋତରେ ଏକ କୋଠାଘର ଭୁ-ସୁ-ଡ଼ି-ଯାଇଛି । ଭା-ଇ-ରା-ଲ ହେଉଥିବା ଭିଡିଓରେ ଏକ ଘରକୁ ଜଳ ସ୍ରୋତ ଭ-ସେ-ଇ ନେଉଥିବାର ନଜର ଆସୁଛି । ବନ୍ଧୁଗଣ ଏହି ଭୟଙ୍କର ଦୃଶ୍ୟ ଦେଖି ସେଠାକାର ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନ୍ୟ ପକ୍ଷରେ ଏନଡିଆରଏଫ ଟିମ, କୋଚି ନୌସେନା ଓ ବାୟୁ ସେନା କୋଟାୟାମରେ ଉଧାର କାର୍ଯ୍ୟକୁ ଜାରି ରଖିଛନ୍ତି ।

କେରଳରେ ପ୍ରବଳ ବର୍ଷା ହେତୁ ସମସ୍ତ ଡ୍ୟାମ ଭରିଯାଇଛି । ଆଗାମୀ ସମୟରେ ଯଦି ସେହି ଡ୍ୟାମ ଗୁଡିକ ଖୋଲାଯାଏ ତା ହେଲେ ତଳିଆ ଅଞ୍ଚଳରେ ରହୁଥିବା ଅଧିବାସୀ ମାନଙ୍କ ପାଇଁ ଏହା ବି-ପ-ଦ ପାଲଟି ପାରେ । ଏ ପର୍ଯ୍ୟନ୍ତ କେରଳରେ ଲଗାଣ ବର୍ଷା ହେତୁ ୧୮ ଜଣ ମୃ-ତ ଓ ୨୦ରୁ ଅଧିକ ଲୋକ ନି-ଖୋ-ଜ ଅଛନ୍ତି ।

ସୋ-ସି-ଆ-ଲ ମି-ଡି-ଆରେ ଏହି ଖବର ବର୍ତ୍ତମାନ ବହୁତ ଚର୍ଚାରେ ଅଛି ଓ ଲୋକମାନେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭା-ଇ-ରା-ଲ ଭିଡିଓ ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *