21 India Gk Questions- ଭାରତର ସବୁଠୁ ବଡ ସହର କିଏ ? ଭାରତର ସବୁଠୁ ଚଉଡା ନଦୀ କିଏ ? ଜାଣନ୍ତୁ ଏମିତି ଆହୁରି 21 ଟି Gk Question

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ନିମନ୍ତେ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । ବିଶେଷ କରି ଏହା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । କାରଣ ଏହିଭଳି ଅନେକ ପ୍ରଶ୍ନ ଅଛି ଯାହାର ଉତ୍ତର ସଠିକ ଭାବରେ ଛାତ୍ର ଛାତ୍ରୀ ମାନେ ଜାଣି ନଥାନ୍ତି । ତେବେ ଆଜିର ଏହି ବିବରଣୀ ସେହି ଗରୁତ୍ଵପୂର୍ଣ୍ଣ ପ୍ରଶ୍ନ ଙ୍କୁ ନେଇ, ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଭାରତ ନାମ ର ଉତ୍ପତ୍ତି ର ସମ୍ବନ୍ଧ ପ୍ରାଚୀନ କାଳର କେଉଁ ପ୍ରତାବୀୟ ରାଜା ସହିତ ଜଡିତ ଅଟେ ?

ଉତ୍ତର;- ଭରତ ଚକ୍ରବତୀ ।

୨;- ଭାରତର ସବୁଠାରୁ ବଡ ସହର କେଉଁଟା ?

ଉତ୍ତର;- ମୁମ୍ବାଇ ।

୩;- ଭାରତର ସବୁଠାରୁ ବଡ ରାଜ୍ୟ କେଉଁଟା ?

ଉତ୍ତର;- ରାଜସ୍ଥାନ ।

୪;- ବର୍ତ୍ତମାନ ଭାରତରେ ସମୁଦାୟ କେତୋଟି ରାଜ୍ୟ ଅଛି ?

ଉତ୍ତର;- ୨୮ ।

୫;- ବର୍ତ୍ତମାନ ଭାରତରେ ସମୁଦାୟ କେତୋଟି କେନ୍ଦ୍ର ଶାସିତ ପ୍ରଦେଶ ଅଛି ?

ଉତ୍ତର;- ୮ ଟି ।

୬;- ଭାରତର ସବୁଠାରୁ ଲମ୍ବା ନଦୀ କେଉଁଟା ?

ଉତ୍ତର;- ଗଙ୍ଗା ।

୭;- ଭାରତର ସବୁଠାରୁ ଚଉଡା ନଦୀ କେଉଁଟା ?

ଉତ୍ତର;- ବ୍ରହ୍ମପୁତ୍ର ।

୮;- ଭାରତର ସବୁଠାରୁ ଉଚ୍ଚ ମିନାର କେଉଁଟା ?

ଉତ୍ତର;- କୁତବ ମିନାର ।

୯;- ଭାରତର ସବୁଠାରୁ ଲମ୍ବା ବାନ୍ଦ କେଉଁଟା ?

ଉତ୍ତର;- ହିରାକୁଦବନ୍ଦ ।

୧୦;- ଭାରତର ସବୁଠାରୁ ଲମ୍ବା ସୁଡଙ୍ଗ କେଉଁଟା ?

ଉତ୍ତର;- ଚେନାନୀ-ନେସାରୀ ସୁଡଙ୍ଗ ।

୧୧;- ଭାରତର ସବୁଠାରୁ ଉଚ୍ଚ ମୂର୍ତ୍ତି କେଉଁଟି ?

ଉତ୍ତର;- ଷ୍ଟାଚୁ ଅଫ ୟୁନିଟି ।

୧୨;- ଭାରତର ପ୍ରଥମ ମହିଳା ବିଶ୍ଵ ବିଦ୍ୟାଳୟ କେଉଁଠାରେ ସ୍ଥାପିତ ହୋଇଥିଲା ?

ଉତ୍ତର;- ମୁମ୍ବାଇ ।

୧୩;- ଏସିୟା କପରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କିଏ ଥିଲେ ?

ଉତ୍ତର;- କମଲଚିତ ସିନ୍ଦୁ ।

୧୪;- ହିମାଳୟର ମାଉଣ୍ଟ ଏଭେରେଷ୍ଟ ଉପରେ ଚଢିଥିବା ପ୍ରଥମ ଭାରତୀୟ ମହିଳା କିଏ ଥିଲେ ?

ଉତ୍ତର;- ବଛେନ୍ଦ୍ରି ପାଲ ।

୧୫;- ଭାରତର ପ୍ରଥମ ମହିଳା IPS କିଏ ଥିଲେ ?

ଉତ୍ତର;- କିରଣ ବେଦୀ ।

୧୬;- ଭାରତର ପ୍ରଥମ ମହିଳା ରାଜ୍ୟପାଳ କିଏ ଥିଲେ ?

ଉତ୍ତର;- ସରୋଜିନୀ ନାଇଡୁ ।

୧୭;- ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଥମ ମହିଳା ନ୍ୟାୟାଧୀଶ କିଏ ଥିଲେ ?

ଉତ୍ତର;- ଫାତିମା ବିବି ।

୧୮;- ସ୍ଵତନ୍ତ୍ର ଭାରତର ପ୍ରଥମ ଗଭର୍ନର ଜେନେରାଲ କିଏ ଥିଲେ ?

ଉତ୍ତର;- ଲର୍ଡ ମାଉଣ୍ଟ ବ୍ୟାଟନ ।

୧୯;- ସ୍ଵତନ୍ତ୍ର ଭାରତର ଅନ୍ତିମ ଗଭର୍ନର ଜେନେରାଲ କିଏ ଥିଲେ ?

ଉତ୍ତର;- ସି.ରାଜ ଗୋପାଳଚାରୀ ।

୨୦;- ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କିଏ ?

ଉତ୍ତର;- ଜବାହାରଲାଲ ନେହେରୁ ।

୨୧;- ଜବାହାରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କେବେ ବନିଥିଲେ ?

ଉତ୍ତର;- ୧୫ ଅଗଷ୍ଟ ୧୯୪୭ ମସିହାରେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *