ଖୁସି ଖବର ! କରୋନା ମୃତ୍ୟୁ କୁ ରୋକିବାରେ ଭାରତୀୟ ଭ୍ୟାକ୍ସିନ କରି ଦେଖାଇଛି କମାଲ

ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମ-ହା-ମା-ରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି ।

ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି ।

କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି । ବର୍ତ୍ତମାନ ସମୟ ରେ ମୃ-ତ୍ୟୁ ମୁଖ ରୁ ବଞ୍ଚିବା ପାଇଁ ଟୀକା କରଣ ମଧ୍ୟ କରାଯାଉଛି । ଠିକ ଏହି ସମୟ ରେ ଭାରତୀୟ ଟୀକା କୁ ନେଇ ଏକ ଖୁସି ଖବର ମିଳିଛି । ତେବେ କଣ ଏହି ଖୁସି ଖବର ଆସନ୍ତୁ ଜାଣିବା ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ଅନେକ ଦେଶ କରୋନା ପାଇଁ ବିଭିନ୍ନ ପ୍ରକାର ଟୀକା ପ୍ରସ୍ତୁତ କରିଛନ୍ତି । କିନ୍ତୁ ତାହା ଵିଶେଷ ମାତ୍ରା ରେ କାମ କରୁନାହିଁ । ସେହିପରି Oxford-AstraZeneca ନାମକ କରୋନା ଟୀକା ର ଗୋଟିଏ ଡୋଜ ନେବା ଦ୍ଵାରା ଏହା ମୃ-ତ୍ୟୁ ରୁ ୮୦ ପ୍ରତିଶତ ବଞ୍ଚାଇ ଥାଏ । ପବ୍ଲିକ ହେଲଥ ଇଂଲଣ୍ଡ ସୋମବାର ଦିନ ହିଁ ଏହି Oxford-AstraZeneca ଦ୍ଵାରା ପ୍ରକାଶିତ ନୂଆ ତଥ୍ୟ ଅନୁସାରେ ଦାବି କରିଛି ଯେ ଏହା ର ସାଇଡ ଇଫେକ୍ଟ ବହୁତ ରହୁଛି ।

ତେଣୁ ଏହାକୁ ୪୦ବର୍ଷ ରୁ କମ ବୟସର ଲୋକଙ୍କୁ ନ ଦେବା ପାଇଁ ସଂଗଠନ ତରଫ ରୁ ସୁପାରିଶ କରାଯାଇଛି । ଏହା ପରେ ଆଉ ଗୋଟିଏ ଟୀକା ରହିଛି ଯାହାର ନାମ ହେଉଛି Pfizer-BioNTech । ଏହି ଟୀକା ର ପ୍ରଥମ ଡୋଜ ନେବା ଦ୍ଵାରା ଏହା କରୋନା ଜନିତ ମୃ-ତ୍ୟୁ ରୁ ୮୦ ପ୍ରତିଶତ ରକ୍ଷା କରିଥାଏ । ସେହିପରି ଏହାର ଦ୍ଵିତୀୟ ଡୋଜ ନେବା ପରେ ମୃ-ତ୍ୟୁ ର ଭୟ ୯୭ ପ୍ରତିଶତ କମ ହୋଇଯାଇଥାଏ ।

ଭାରତ ରେ “ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ” ଯେଉଁ କୋଭିସିଲଡ଼ ନାମକ ଟୀକା ଉତ୍ପାଦନ କରୁଛି ତାହା Oxford-AstraZeneca ର ଏକ ଲାଇସେଣ୍ଡ ଭର୍ଜନ ଅଟେ । ଗବେଷଣା ରୁ ଜଣାପଡିଛି ଯେ ଡିସେମ୍ବର ରୁ ଏପ୍ରିଲ ମଧ୍ୟରେ ଲକ୍ଷଣାତ୍ମକ ମାମଲା ରେ ଯେଉଁମାନେ ଟୀକା ନେଇଛନ୍ତି ତାଙ୍କ ମଧ୍ୟରୁ ଅନେକ ଲୋକଙ୍କ ର ମୃ-ତ୍ୟୁ ୨୮ଦିନ ମଧ୍ୟରେ ହୋଇଛି । ଗବେଷଣା ରୁ ଜଣାପଡ଼ିଛି ଯେ ଟୀକା ନ ନେଇଥିବା ଲୋକଙ୍କ ତୁଳନା ରେ ଏସ୍ଟ୍ରୋଜେନିକା ର ପ୍ରଥମ ଡୋଜ ୫୫ପ୍ରତିଶତ ଲୋକଙ୍କୁ ମୃ-ତ୍ୟୁ ମୁଖ ରୁ ବଞ୍ଚାଇଛି ।

କିନ୍ତୁ ଫାଇଜର ଟୀକା ର ପ୍ରଥମ ଡୋଜ କେବଳ ୪୪ ପ୍ରତିଶତ ଲୋକଙ୍କୁ ବଞ୍ଚାଇବା ରେ ସକ୍ଷମ ଅଟେ । ଇଂଲଣ୍ଡ ପବ୍ଲିକ ହେଲଥ ବିଭାଗ ର ମତ ଅନୁସାରେ ଏହି ଟୀକା ଗୁଡିକ ସଂକ୍ରମଣ ରୁ ରକ୍ଷା କରୁଥିଲେ ମଧ୍ୟ ଏହାର ପ୍ରଭାବ ମଧ୍ୟ ବହୁତ ଅଧିକ ଅଟେ । ଏହି ସବୁ ଟୀକା ର ପ୍ରଥମ ଡୋଜ ୮୦ ପ୍ରତିଶତ ମୃ-ତ୍ୟୁ ହାର କମାଇବା ସହିତ ସମାନ ଅଟେ ।

କିନ୍ତୁ ଏଥିରେ କିଛି ପ୍ରଭାବ ଦେଖାଦେଉଥିବା ରୁ ବ୍ରିଟେନ ଏହି ଟୀକା କୁ ୪୦ବର୍ଷ ରୁ କମ ବୟସ ର ଲୋକଙ୍କୁ ଦେବାକୁ ମନା କରିଛି । କିନ୍ତୁ ବର୍ତ୍ତମାନ ଭାରତୀୟ ଟୀକା କୁ ନେଇ କୌଣସି ବିବାଦ ଉଠିନାହିଁ ତେଣୁ ଏହି ଟୀକା କରୋନା ସଂକ୍ରମଣ ରୁ ରକ୍ଷା କରିବା ପାଇଁ ଅଧିକ ସହାୟକ ହେବ ବୋଲି ଆଶା କରାଯାଉଛି ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *