ବିଦେଶୀ Host ଯେତେବେଳେ ଭାରତୀୟ ସଂସ୍କୃତି କୁ ଥଟ୍ଟା କଲେ ତ Aishwarya Rai ଦେଲେ ଏମିତି ଜବାବ କି ମୁହଁ କରିଦେଲେ ବଙ୍କା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚ୍ଚନଙ୍କୁ ନିଶ୍ଚୟ ଦେଖିଥିବେ । ଐଶ୍ଵର୍ଯ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ତାଙ୍କର ସୁନ୍ଦରତା ଓ ତାଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଐଶ୍ଵର୍ଯ୍ୟ ନିଜ ସୁନ୍ଦରତା ସହିତ ଭାରତୀୟ ସଂସ୍କୃତି ପାଇଁ ମଧ୍ୟ ପରିଚିତ ଅଛନ୍ତି । ସେ ଆମ ଭାରତୀୟ ସଂସ୍କୃତିକୁ ବହୁତ ମାନନ୍ତି । ବଚ୍ଚନ ପରିବାରର ବୋହୁ ଐଶ୍ଵର୍ଯ୍ୟ ରାୟ ବଚ୍ଚନ ଏକ ସଂସ୍କାରୀ ଝିଅ ଅଟନ୍ତି ।

ଐଶ୍ଵର୍ଯ୍ୟ ରାୟ ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ । ବହୁତ ଥର ତାଙ୍କୁ ଶାଶୁ ଶଶୁରଙ୍କ ପାଦ ଛୁଇଁବା ସମୟରେ ଦେଖା ଯାଇଛି । ଆସିବା ଦିନରୁ ଐଶ୍ଵର୍ଯ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ କିଛି ନା କିଛି କାରଣ ହେତୁ ଚର୍ଚାରେ ରୁହନ୍ତି । ଗତ କିଛି ଦିନ ହେବ ଐଶ୍ଵର୍ଯ୍ୟଙ୍କ ଏକ ପୁରୁଣା ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଐଶ୍ଵର୍ଯ୍ୟ ଏକ ବିଦେଶୀ ହୋଷ୍ଟକୁ କଡା ଜବାବ ଦେବାର ନଜର ଆସୁଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଐଶ୍ଵର୍ଯ୍ୟଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଗୋଟେ ସମୟରେ ଐଶ୍ଵର୍ଯ୍ୟ ରାୟ ଏକ ଇଣ୍ଟରନାସନାଲ ଚାଟ ସୋ ରେ ପହଞ୍ଚି ଥିଲେ । ସେହି ଚାଟ ସୋ ରେ ଡେଭିଡ ଲେଟରମେନ ହୋଷ୍ଟ ଥିଲେ । ଐଶ୍ଵର୍ଯ୍ୟଙ୍କ ପୂର୍ବରୁ ଡେଭିଡ ଶାହରୁଖ ଖାନଙ୍କର ଇଣ୍ଟର୍ବ୍ୟୁ ନେଇ ସାରିଥିଲେ । ସେହି ଚାଟ ସୋ ରେ ଡେଭିଡ ଐଶ୍ଵର୍ଯ୍ୟଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚାରିଥିଲେ ।

ହେଲେ ସମସ୍ତ ପ୍ରଶ୍ନ ମଧ୍ୟରୁ ସେ ଏକ ଏପରି ପ୍ରଶ୍ନ ପଚାରିଲେ ଯାହା ତାଙ୍କ ପାଇଁ ଭାରି ପଡିଗଲା । ଚାଟ ସୋ ରେ ଐଶ୍ଵର୍ଯ୍ୟଙ୍କୁ ଡେଭିଡ ପଚାରିଥିଲେ- ‘କଣ ଏହି କଥା ସତ ଅଟେ ଯେ, ଏବେ ବି ଆପଣ ମାନେ ନିଜ ମା ବାପାଙ୍କ ସହ ରହୁଛନ୍ତି ? ଭାରତରେ କଣ ବଡ ହେବା ପରେ ବି ମା ବାପାଙ୍କ ସହ ରହିବା ସାଧାରଣ ଅଟେ ? ଡେଭିଡଙ୍କ ଏହି ପ୍ରଶ୍ନ ଶୁଣି ସେହି ସ୍ଥାନରେ ଥିବା ଲୋକମାନେ ହସିବାକୁ ଲାଗିଲେ ।

 

View this post on Instagram

 

A post shared by Glamour Update (@glamourupdate)

କାରଣ ସମସ୍ତେ ଜାଣି ପାରିଥିଲେ ଯେ, ଡେଭିଡ ଐଶ୍ଵର୍ଯ୍ୟ ରାୟଙ୍କୁ ଏହି ପ୍ରଶ୍ନ ପଚାରି ଭାରତୀୟ ସଂସ୍କୃତିର ମଜାକ ଉଡେଇ ଥିଲେ । ଡେଭିଡଙ୍କ ଏହି ପ୍ରଶ୍ନ ଶୁଣିବା ପରେ ଐଶ୍ଵର୍ଯ୍ୟ ଟିକେ ଭାବିକି ଉତ୍ତର ଦେଇଥିଲେ । ଐଶ୍ଵର୍ଯ୍ୟ କହିଥିଲେ- ‘ହଁ ଭାରତରେ ଛୁଆ ମାନେ ବଡ ହେବା ପରେ ବି ନିଜ ବାପା ମାଙ୍କ ସହ ରୁହନ୍ତି ଓ ଏହା ଏକ ସାଧାରଣ କଥା ଅଟେ । କାହିଁକି ନା ଆମକୁ ଡିନ୍ନର ରେ ନିଜ ବାପା ମା’ଙ୍କୁ ଦେଖା କରିବା ପାଇଁ ଆପୋଏଣ୍ଟମେଣ୍ଟ ନେବାର ଆବଶ୍ୟକତା ପଡେ ନାହିଁ ।’

ଐଶ୍ଵର୍ଯ୍ୟଙ୍କ ଏହି କଥା ଶୁଣି ଡେଭିଡ ମଧ୍ୟ ବହୁତ ଖୁସି ହୋଇ ଯାଇଥିଲେ । ଐଶ୍ଵର୍ଯ୍ୟଙ୍କ ଏହି ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଯାହାକୁ ନେଇ ବର୍ତ୍ତମାନ ବହୁତ ଚର୍ଚା ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚ୍ଚନ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *